ଆପଣଙ୍କର ଖରାପ ସମୟ ଚାଲିଛି କି ? ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୭ଟି ଲକ୍ଷଣ , ତେବେ ଜାଣି ରଖନ୍ତୁ ଏହା କେଉଁ ସଂକେତ
ଖରାପ ସମୟ କାହାର କେତେବେଳେ ଆସେ କେହି କେବେ କହି ପାରେନା । ବନ୍ଧୁଆମେ ଆଜି ଆମେ ଏମିତି କିଛି ସଂକେତ ବିଷୟରେ କହିବୁ ଯାହା ଏହି ସଂକେତ ଆସିଲେ ଆପଣ ଜାଣିବେ ଯେ ଆମ ଘରକୁ ଖରାପ ସମୟ ଆସିଲା ବୋଲି । ତେବେ ଖରାପ ସମୟ ଆସିବା ପୂର୍ବରୁ ଆମେ ତାକୁ କେମିତି ଭଲରେ ପରଣତ କରିବା ତାହା ଆମ ଉପରେ ନିର୍ଭର କରି ଥାଏ । ତେବେ ବନ୍ଧୁ ମାନେ ଅସନ୍ତୁ ଜାଣିବା ଏହି ଖରାପ ସଂକେତ କଣ କଣ ହୋଇ ଥାଏ ।
1, ତୁଳସୀ ଗଛ :-
ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଘର ସାମ୍ନାରେ ରଖିଲେ ବହୁତ ଶୁଭ ହୋଇ ଥାଏ । କାରଣ ଆମେ ଘରୁ ବାହାରକୁ ଗୋଲା ସମୟରେ ଯାହା ମୁହଁ ଖରାପ ହେଉ ପଛେ । ତୁଳସୀ ଗଛ ଚାହିଁ ଗଲେ ଆମର ବହୁତ ସୁଭ ହୋଇ ଥାଏ ।
କିନ୍ତୁ ଏହି ତୁଳସୀ ଗଛ ଯଦି ମଉଳି ଯାଏ ତାହେଲେ ବହୁତ ଖରାପ ହୋଇ ଥାଏ । ତେବେ ଆପଣ ଜାଣିବେ ଯେ କିଛି ନା କିଛି ଆମ ଘରକୁ ବିପଦ ମାଡି ଆସୁଛି । ତେଣୁ ବନ୍ଧୁ ମାନେ ତୁଳସୀ ଗଛ କୁ ସବୁବେଳେ ପାଣି ଦିଅନ୍ତୁ ଏବଂ ଭକ୍ତି କରନ୍ତୁ ଦେଖିବେ ତୁଳସୀ ଗଛ କେବେ ମୌଳିବ ନାହିଁ ।
2, ଘରର ଦ୍ୱାର ମୁଁହକୁ ଗାଈ ଆସିଲେ :-
ହଁ ବନ୍ଧୁ ମାନେ ଘର ଆଗକୁ ଗାଈ ଆସି ଥାନ୍ତି କିନ୍ତୁ ଘର ର ଦ୍ୱାର ମୁଁହ କୁ ଗାଈ ଯାଇ ନ ଥାନ୍ତି । ଯେତେବେଳେ ଜାଣିବେ ଗାଈ ଆପଣଙ୍କ ଘର ର ଦ୍ୱାର ମୁଁହ କୁ ଗାଈ ଆସୁଛି ତାହାଲେ ଜାଣିବେ ଆପଣଙ୍କ ର ଘରକୁ ବିପଦ ଆସୁଛି ।
3, କ୍ଷୀର ପଡି ଗଲେ :-
ତୃତୀୟ ରେ ଜାଣିବା କ୍ଷୀର ପଡି ଗଲେ ମଧ୍ୟ ଘରକୁ ବିପଦ ଆସି ଥାଏ । ତେଣୁ ବନ୍ଧୁ ମାନେ କ୍ଷୀର କୁ ଉତୁରିବାକୁ ଦିଅନ୍ତୁ ନାହିଁ । ଯଦି ଉତୁରି ଯାଉଛି ତାକୁ ଫୁଂକି ଦିଅନ୍ତୁ । ଯଦି ପଡି ଗଲା ତାହାଲେ ଜାଣିବେ ଆପଣଙ୍କ ଘରକୁ ବିପଦ ମାଡି ଆସୁଛି ।
4, ଘରକୁ ଅଳେଇବା ସମୟରେ :-
ଘରକୁ ଅଳେଇବା ସମୟରେ ଯଦି ଝାଡୁ ରୁ କୌଣସି ଗୋଟେ ଝଡି ଖସି ଯାଏ ଏବଂ ଗୋଟେ ଝାଡୁ ପତଳା ହୋଉ ଯାଏ ତାହାଲେ ଜାଣିବେ ଆପଣଙ୍କ ଘରକୁ ବହୁତ ବଡ଼ ବିପଦ ଆସୁଛି । ତେଣୁ ବନ୍ଧୁ ମାନେ ଟିକେ ଧ୍ୟାନ ଦେଲେ ବିପଦ ଆସିବା ପୂର୍ବରୁ ଆପଣ ପୁରା ସତର୍କ ହୋଇ ଯିବେ ।
5, ଘର ର ଛାତ ଉପରେ ହଟାତ ପକ୍ଷୀ ମରି ପଡିବା :-
ଘରର ଛାତ ଉପରେ ପକ୍ଷୀ ମରି ପଡିବା ଏହା ହେଉଛି ଗୋଟେ ବଡ଼ ବିପଦ କହିଲେ ମାନା ଯାଏ । ତେଣୁ ଏହା ହେବା ମାତ୍ରେ ଆପଣ ପୁରା ସତର୍କ ହୋଇ ଯିବା ଦର କାର ନହେଲେ ଭଗବାନ କୁ ଡାକିବା ଦରକାର ଯାହା ଦ୍ୱାରା ଆପଣଙ୍କର ବିପଦ କୁଆଡେ ଚାଲି ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।