ଦେଖନ୍ତୁ ଭିଡ଼ିଓ : ଅପରାଜିତା ଓ ତାଙ୍କ ପୁଅ ବାବୁଶାନ ଏମିତି କ’ଣ କଲେ ଯେ ହଠାତ….

0

ସୁପରଷ୍ଟାର ବାବୁଶାନ୍ ମହାନ୍ତି ଙ୍କ ବିଷୟରେ ତ ଆପଣ ଜାଣିଥିବେ।ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ମଧ୍ଯ ହେବାରେ ଲାଗିଛି। ସୁପରଷ୍ଟାର ଅଭିନେତା ବାବୁଶାନ୍ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ବାବୁଶାନ୍ ମହାନ୍ତି। ତାଙ୍କର ବାସ୍ତବ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ଯାହା ଆପଣ ସିଷ୍ଟର ଶ୍ରୀଦେବୀ ଫିଲ୍ମ୍ ରେ ଦେଖିଥିବେ।

ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଲିଉଡ ର ହ୍ୟାଣ୍ଡସମ୍ ହିରୋ ବାବୁସାନ୍ ଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି। ଅଭିନୟ ଜଗତରେ ସେ ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସେତିକି ପ୍ରିୟ ଅଟନ୍ତି ତାଙ୍କ ପରିବାରର।ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସେ ତାଙ୍କର ବ୍ୟକ୍ତିତ୍ଵ ସାଙ୍ଗକୁ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ।ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତା ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଇଁ ବେଶ୍ ଜଣାଶୁଣା ଚେହେରା ପାଲଟିଛନ୍ତି।ଏହି ଅଭିନେତା ଜଣଙ୍କ ସୋସିଆଲ ମିଡିଆରେ ଅନେକ ସମୟରେ ସେ ସକ୍ରିୟ ରହିଥାନ୍ତି।

ତାଙ୍କର ଫ୍ୟାନ ମାନଙ୍କ ପାଇଁ ସେ ଅନେକ ସମୟରେ ଅନେକ ଭିଡ଼ିଓ ସବୁ ସେୟାର୍ କରିଥାଆନ୍ତି। ଏବେ ସେ ପୁଣି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ମାଆଙ୍କ ବାଡ଼ି ବାଇଗଣ ତୋଳିବା ର ଦୃଶ୍ୟ କୁ ଦେଖାଉଛନ୍ତି।ସେ ଭିଡିଓରେ ପ୍ରଥମରେ ମାଆ ଅପରାଜିତା ଙ୍କ ସହ ବାଇଗଣ ଗଛରେ ଏକ ବାଇଗଣକୁ ଦେଖାଇ କହୁଛନ୍ତି ଏ ହେଉଛି ଟିକି ଅପାଙ୍କ ବାଡ଼ି ବାଇଗଣ। ଏହାପରେ ଅପରାଜିତା ଏହାକୁ ତୋଳିବାକୁ ଯାଉଛନ୍ତି ଏବଂ ଛିଣ୍ଡେଇ ନ ପାରିବାରୁ କଇଁଚି ଆଣିବାକୁ କହୁଛନ୍ତି ଏବଂ କଇଁଚିରେ ବାଇଗଣ ର ଡେମ୍ଫ କୁ କାଟୁଛନ୍ତି ଏବଂ ବାଇଗଣକୁ ଦେଖାଉଛନ୍ତି। ଯାହାକୁ ଦେଖି ବାବୁଶାନ୍ କହୁଛନ୍ତି ବାଃ ଅତି ସୁନ୍ଦର୍। ଆପଣ ବି ଏହି ଭିଡ଼ିଓ କୁ ଦେଖି ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।