ବଡ ଖବର !ଓଲିଉଡ୍ ର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କଲେ ଅଭିନେତା ସବ୍ୟସାଚୀ ମିଶ୍ର ! ଦେଖନ୍ତୁ ବିବାହର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି….

0

ଓଲିଉଡ୍ ର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କରିବେ ଓଲିଉଡ୍ ର ପ୍ରସିଦ୍ଧ ୱଅଭିନେତା ସବ୍ୟସାଚୀ ମିଶ୍ର ।ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ହିଟ୍ ଯୋଡି ଏବଂ ପ୍ରଶଂସକ ମାନଙ୍କର ଶୁଭେଛାର କାମନା କରିଛନ୍ତି । ।ପୂର୍ବରୁ ସୋମାନଙ୍କ ନିର୍ବନ୍ଧ ସରିଛି । ରାଜସ୍ଥାନର ଜୟପୁର ରେ ବିଳାଶପୂର୍ଣ୍ଣ ସ୍ଥାନରେ ଭାବେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଙ୍କର ବାହାଘର ହେବ ବୋଲି ସୂଚନା ମିଳିଛି ।ଯଦିଓ ଚର୍ଚା ହେଉଇଥିଲା ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ନେଇ ଏବଂ କାଲି ବାହାଘରକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ହେଇଛି ।

ନିହାତି ଯେମିତି ଗୋଟେ ଫିଲ୍ମ ଆସିଥିଲା ,ତୋର ମୋର ଯୋଡି ସୁନ୍ଦର , ରେ ଦର୍ଶକ ମାନେ ଏହି ଯୋଡିକୁ ବହୁତ ଭଲ ପାଇବା ଦିଅନ୍ତି ।ସ୍ମାଇଲ୍ ପ୍ଲିଜ୍ ,ପିଲାଟା ବିଗିଡି ଗଲା ,ମୋତେ ଆଣିଦେଲ ଲକ୍ଷେ ଫଗୁଣ ,ମୁଁ ସପନର ସୌଦାଗର ଭଳି ବହୁତ ସିନେମାରେ ଏମାନଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି ।

ସବ୍ୟଙ୍କର କ୍ୟୁଟ ସ୍ମାଇଲ ଏବଂ ଅର୍ଚ୍ଚିତାଙ୍କର ଗୋଲ୍ଡନେସ୍ ଫେସ୍ ,ନିଶା ନିଶା ଗୀତରେ ଏହି ଯୋଡି ବହୁତ ସୁନ୍ଦର ଦେଖାଯାଉଥିଲେ ।ଗୀତ ଆଜି ବି ରେକର୍ଡ କରିଛି । ଲୋକେ ବହୁତ ପସନ୍ଦ କରନ୍ତି ।ବାଏ ବାଏ ଦୁବାଇ କିମ୍ବା ତୋର ମୋର ଯୋଡି ସୁନ୍ଦର ରେ ହେଉ ଫଲ୍ମ ସେଟ୍ ରେ କେବେ ବି ହିରୋ ହିରୋଇନ୍ ଭଳି ବ୍ୟବହାର କରନ୍ତି ନାହିଁ ଏବଂ ସେମାନେ ବନ୍ଧୁତ୍ୟ ପୂର୍ଣ୍ଣ ଭାବେ ବ୍ୟବହାର କରୁଥିଲେ । ଏବଂ ଆଜି ସେମାନେ ସତରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ।

ଦର୍ଶକମାନ ମଧ୍ୟ ବହୁତ ଖୁସି ହେବେ ଏବଂ ସେମାନଙ୍କ ପାଇଁ ଖୁସିର ଦିନ ହେବ ଯେପରି କି ପାଗଳ କରିଛି ପାଉଁଜି ତୋର ,ହେଲା ମୋତେ ପ୍ରେମ ଜ୍ୱର,କେଉଁ ଦୁନିଆରୁ ଆସିଲ ବନ୍ଧୁ ଇତ୍ୟାଦି ସିନେମାରେ ପ୍ରେମର ନୂଆ ଫର୍ମୁଲା ଦେଖାଇଛନ୍ତି ଏହି ଯୋଡି ।ଦର୍ଶକ ମଧ୍ୟ ଏହାକୁ ବହୁ ମାତ୍ରାରେ ପସନ୍ଦ କରିଥିଲେ ।


ମୋତେ ଆଣି ଦେଲ ଲକ୍ଷେ ଫଗୁଣ ରେ ଯେପରି ସବ୍ୟସାଚୀ ପାଗଳ ହେଉଥିଲେ ଅର୍ଚ୍ଚିତା ପାଇଁ ଏବଂ ସବ୍ୟସାଚୀ ପାଗଳ ହେଉଥିଲେ ଅର୍ଚ୍ଚିତା ପାଇଁ । କିନ୍ତୁ ଆଜି ତାହା ବାସ୍ତବ ଜୀବନରେ ସଫଳ ହେବାକୁ ଯାଉଛି ।ସେମାନେ ତାଙ୍କର ନିର୍ବନ୍ଧ ବ୍ୟକ୍ତିଗତ ଭାବେ ରଖିଥିଲେ ଏବଂ କାହାକୁ ଜଣେଇ ନ ଥିଲେ । ରାଜସ୍ଥାନ କେଉଁଠି ବାହାଘର ହେବ ସୂଚନା ମିଳି ନାହିଁ ।

ବୋଧେ ଓଡିଶା ଆସି ସେମାନେ ତାଙ୍କର ବନ୍ଧୁମାନଙ୍କୁ ପାର୍ଟି ଦେବାର ସୂଚନା ମିଳୁଛି ।ଦର୍ଶକମାନେ ସିନେମାରେ ଏମାନଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିଲେ ଏବଂ ତାହା ବାସ୍ତବ ଜୀବନରେ ଏକ ସଫଳ ଯୋଡି ହେବାକୁ ଯାଉଛନ୍ତି ।ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ପ୍ରଶଂସକମାନଙ୍କ କାମନା ଆଶା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।