New Twist – ଅର୍ଚ୍ଚନାଙ୍କ ନାଁ ଶୁଣି କଣ ପାଇଁ ଦୌଡିଲେ ବ୍ୟାଙ୍କ କର୍ମଚାରୀ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି ଅର୍ଚନା ନାଗ ଙ୍କୁ ନେଇକି | ଆଉ ତାହା ସହିତ ଦେଖିବାକୁ ମିଳିଛି କି ଅର୍ଚ୍ଚନା ନାଗ ଙ୍କ ମୁହଁରୁ ସତ କାଢ଼ିବା ପାଇଁ ଓ କାହା କାହା ସହିତ ଅର୍ଚନା ନାଗ ସମ୍ପର୍କ ରଖିଥିଲେ | ତାହା ସହିତ ଅର୍ଚନା ଙ୍କର ମାୟା ଜାଲ କେତେ ଲମ୍ବା ସମସ୍ତ ଘଟଣା ର ତଦନ୍ତ କରିବାକୁ ଲାଗିଛି ଇଡି | ଆଉ ଦେଖିବାକୁ ମିଳିଛି କି ଅର୍ଚନା ଙ୍କ ସହିତ ଆଉ ଯେଉଁ ମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଜେରା କରିବାକୁ ଲାଗିଛି ଇଡି | ବର୍ତ୍ତମାନ ଜଣେ ବ୍ୟାଙ୍କ କର୍ମଚାରୀ ଙ୍କୁ ଇଡି ଜେରା କରୁଥିବାର ଖବର ଆସିବା ପରେ ଅର୍ଚ୍ଚନା ଙ୍କ ନାଁ କୁ ନେଇକି ଯେତେବେଳେ ମିଡ଼ିଆ ଭାଇ ମାନେ ପଚାରିଥିଲେ ସେତେବେଳେ ସେ କିଛି ଜାଣି ନାହାନ୍ତି ବୋଲି କହୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବ୍ଲାକ ମେଲର ଅର୍ଚନା ନାଗ ତାଙ୍କର ନାଗ ଫାସ ର ଜାଲ ଦିନ କୁ ଦିନ ବଡ଼ ହେବାରେ ଲାଗିଛି | ଆଉ ତାଙ୍କର ଏହି ନାଗ ଫାସ ର ଜାଲରେ ବଡ଼ ବଡ଼ ନେତା ମନ୍ତ୍ରୀ ଙ୍କ ଠୁ ଆରମ୍ଭ କରିକି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ତାଙ୍କର ନାଗ ଫାସରେ ଫସେଇବା ସହିତ ରାତା ରାତି କୋଟି ପତି ହେବାକୁ ଲାଗିଛନ୍ତି ଅର୍ଚ୍ଚନା ନାଗ | ଆଉ ସମସ୍ତ ଘଟଣା ର ତଦନ୍ତ କରିବରେ ଲାଗିଛି ଇଡି ଅର୍ଚ୍ଚନା ନାଗ ଙ୍କୁ ଏବଂ ଇଡି ର କହିବା ଅନୁସାରେ ମାରାଥନ ଜେରା କରିବା ପରେ ସମସ୍ତ ଘଟଣା ର ସତ୍ୟା ସତ୍ୟ ଜଣା ପଡିବ ବୋଲି ମଧ୍ୟ କହିଛି |

ତେବେ ଦେଖିବାକୁ ମିଳିଛି କି ଇଡି ବର୍ତ୍ତମାନ ଅର୍ଚନା ଙ୍କ ସହିତ ଯିଏ ଯିଏ ବି ସାମିଲ ଅଛନ୍ତି ତାଙ୍କର ସମସ୍ତ କାର୍ଯ୍ୟରେ ସେମାନଙ୍କୁ ମଧ୍ୟ ଡାକିବାକୁ ଲାଗିଛି ଓ ଘଣ୍ଟା ଘଣ୍ଟା ଧରି ଜେରା କରୁଛି | ଆଉ ବର୍ତ୍ତମାନ ଜଣେ ଲୋକଙ୍କୁ ଅର୍ଚନା ଙ୍କର ମାମଲା ରେ ଇଡି ର ପରିସର ଭିତରକୁ ଯାଇଥିବାର ଦେଖିବା ପରେ ଯେତେବେଳେ ଏହି ବିଷୟରେ ବ୍ୟାଙ୍କ କର୍ମଚାରୀ ଜଣଙ୍କୁ ମିଡିଆରେ ଥିବା ଭାଇ ମାନେ ପଚାରିଛନ୍ତି ସେତେବେଳେ ସେ ଅର୍ଚ୍ଚନା ଙ୍କୁ ଜାଣି ନାହାନ୍ତି ବୋଲି କହିବାକୁ ଲାଗିଛନ୍ତି |

ତାହା ସହିତ ଆହୁରି ମଧ୍ୟ ଦେଖିବାକୁ ମିଳିଥିଲା କି ଇଡି ପାଖକୁ ଯାଇଥିବା ସେହି କର୍ମଚାରୀ ଜଣଙ୍କ ନିଜର ମୁହଁ ଲୁଚାଇବାକୁ ମଧ୍ୟ ଲାଗିଥିଲେ | ତାହା ସହିତ ଦେଖିବାକୁ ମିଳିଥିଲା କି ଗଣ ମାଧ୍ୟମ ଆଗରେ ସେ ଅର୍ଚନା ଙ୍କ ମାମଲା କୁ ନେଇକି ଆସି ନାହାନ୍ତି ତାଙ୍କର ପୋରସନାଲ କାମ ପାଇଁ ଆସିଛନ୍ତି ବୋଲି ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment