ହଁ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଲେଡି ବ୍ଲାକ ମେଲର ଅର୍ଚନା ନାଗ ଙ୍କ ବିଷୟରେ | ଆଉ ଯାହା କୁହାଯାଉଛି କି ଅର୍ଚନା ନାଗ ଙ୍କ ମାୟା ଜାଲ ରେ ନେତା, ମନ୍ତ୍ରୀ ଙ୍କ ଠାରି ଆରମ୍ଭ କରିକି ରାଜ ନେତା ପର୍ଯ୍ୟନ୍ତ ସମସ୍ତେ ଙ୍କୁ ନିଜର ମାୟାବିନୀ ମାୟା ଜାଲରେ ଫୋସାଇ ଲକ୍ଷ ଲକ୍ଷ ଟଙ୍କା ର ମାଲିକ ହୋଇଛି ବୋଲି କୁହାଯାଉଛି | ଆଉ ତାହା ସହିତ ଦିନକୁ ଦିନ ଅର୍ଚନା ନାଗ ଙ୍କ ବିଷୟରେ ସତ ସାମ୍ନା କୁ ଆସୁଛି ବୋଲି ଜଣା ପଡିଛି | ତାହା ସହିତ ଇ ଡି ମଧ୍ୟ ସମସ୍ତ ଘଟଣା ର ତଦନ୍ତ ଆରମ୍ଭ କରିଛି ଓ ଅର୍ଚନା କହିଛନ୍ତି ସେ କେବଳ ସମୟକୁ ଅପେକ୍ଷା କରିଛନ୍ତି ଓ ଯାହା ଫଳରେ ସେ ଯେତେବେଳେ ମୁହଁ ଖୋଲିବେ ସେତେବେଳେ ସମସ୍ତ ଓଡିଶା ବାସୀ ଙ୍କ ମୁହଁ ବନ୍ଦ କରିଦେବେ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ମାୟାବିନୀ ଅର୍ଚନା ଙ୍କୁ କୋଟ ଚାଲାଣ କରାଯାଉଛି ଆଉ ଇଡି ମଧ୍ୟ ବର୍ତ୍ତମାନ ସମସ୍ତ ଘଟଣା ର ତଦନ୍ତ ଆରମ୍ଭ କରିଛି ବୋଲି କୁହାଯାଉଛି |ଆଉ ଯାହା କୁହାଯାଉଛି କି ଅର୍ଚନା ନାଗ ଗଣ ମାଧ୍ୟମ ଆଗରେ ପ୍ରକାଶ କରିକି କହିଛନ୍ତି କି ଅର୍ଚନା ଯାହା ବି କରିଛନ୍ତି ସେ କଥା ଗଣ ମାଧ୍ୟମ ର ଲୋକ ମାନେ କିଛି ଜାଣନ୍ତି ନାହିଁ ତେଣୁ ତାଙ୍କର କଥା କୁ ପ୍ରଚାର କରିବା ପାଇଁ ମନା କରିଛନ୍ତି ବୋଲି କହିଛନ୍ତି ଅର୍ଚନା |
ଆଉ ଯାହା କହିଛନ୍ତି ଅର୍ଚନା କି ଇଡି କୁ ଓ କମିଶନର ଅଫ ପୋଲିସ କୁ ଘଟଣା ର ତଦନ୍ତ କରିବା ପାଇଁ କହିଛନ୍ତି | ତଦନ୍ତ ପରେ ସମସ୍ତ ଘଟଣା ର ସତ ଜଣା ପଡ଼ିବ ବୋଲି କୁହାଯାଉଛି |ତେବେ ଏହା ବ୍ୟତୀତ ଅକ୍ଷୟ ପରିଜା ଏଗେନଷ୍ଟ ରେ ଅଭିଯୋଗ ଦେବା ପାଖରୁ ଘଟଣା ବିଷୟରେ ପୋଲିସ କୁ ତଦନ୍ତ କରିବା ପାଇଁ କହିଛନ୍ତି ଅର୍ଚନା | ଆଉ ଇଡି ଙ୍କର ତଦନ୍ତ ପରେ ସମସ୍ତ ଘଟଣା ର ସତ ଜଣା ପଡିବ ବୋଲି ମଧ୍ୟ କହିଛନ୍ତି ଅର୍ଚନା ନାଗ |
ତାହା ବ୍ୟତୀତ ଅର୍ଚନା କହିଛନ୍ତି କି ସମୟ ଆସିଲେ ସେ ସମସ୍ତ ସତ କୁ ପ୍ରକାଶ କରିବେ ବୋଲି କହିଛନ୍ତି | ତାହା ସହିତ ଅର୍ଚନା ଆହୁରି ମଧ୍ୟ କହିଛନ୍ତି କି ସମୟ ଆସିଲେ ସେ ସମସ୍ତ ସତ କୁ ପ୍ରକାଶ କରିବେ ଆଉ ପ୍ରମାଣ ର ସହିତ ଦେବେ ବୋଲି କହିଛନ୍ତି | ଆଉ ସେତେବେଳେ ଅର୍ଚନା କହିବେ ଆଉ ସାରା ଓଡିଶା ଚୁପ ହୋଇଯିବେ ବୋଲି କହିଛନ୍ତି ମିଡ଼ିଆ ଆଗରେ ଅର୍ଚନା ନାଗ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।