ବର୍ତ୍ତମାନ ଭାରତ ବର୍ଷରେ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି,ତାହା ହେଉଛି ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟିରେ ଧରା ପଡିଥିଲେ, ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, କୋର୍ଟରେ ଆଜି ଆରିୟାନ ଖାଁ ଶୁଣାଣି ହେବ ଓ ସେ ଜେଲ ଯିବେ ନା ତାଙ୍କ ଘରକୁ ଯାଇ ତାଙ୍କ ମାଆଙ୍କ ସହିତ ଜନ୍ମଦିନ ପାଳନ କରିବେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବ।
ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବିଙ୍କ ହାତରେ ଧରା ପଡିଛନ୍ତି। ଆଜି ମୁମ୍ବାଇରେ ମାନ୍ୟବର କୋର୍ଟ ନିର୍ଦ୍ଧାରଣ କରିବ ଯେ, ଆରିୟାନ ଖାଁ ଜେଲ ଯିବେ ନା ତାଙ୍କ ନିଜ ଘରକୁ ଯିବେ। ଘରକୁ ଯାଇ ମାଆଙ୍କ ସହିତ ଜନ୍ମଦିନ ପାଳନ କରିବେ। ଆଜି ହେଉଛି ଗୌରୀଙ୍କ ଖାଁଙ୍କ ଜନ୍ମଦିନ କିନ୍ତୁ ସେ ତାଙ୍କ ଜନ୍ମଦିନକୁ ନେଇ ସେ ଖୁସି ନାହାଁନ୍ତି। ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ନିଜ ପିଲା ମାନଙ୍କ ସହିତ ଜନ୍ମଦିନ ବହୁତ ଧୁମ ଧାମ ଭାବରେ ପାଳନ କରି ଥାଆନ୍ତି। କିନ୍ତୁ ତାଙ୍କ ପରିବାରରେ ଏଭଳି ଦୁଃଖ ସମୟରେ ସେ ବହୁତ ଭାଙ୍ଗି ପଡିବା ସହିତ କାନ୍ଦି କାନ୍ଦି ଦିନ କଟାଉଛନ୍ତି ଓ ତାଙ୍କ ପୁଅ ଗିରଫକୁ ନେଇ ସବୁବେଳେ ସେ ଦୁଃଖରେ ରହୁଛନ୍ତି।
ତାଙ୍କ ପରିବାର ମୁହଁରେ ଟିକେ ହସ ଆଣିବା ପାଇଁ ତାଙ୍କ ଝିଅ ସୁହାନୀ ଖାଁ ଇନଷ୍ଟାଗ୍ରାମରେ ଉଭୟ ବାପା ଓ ମାଆଙ୍କର ଫୋଟୋ ପୋଷ୍ଟ କରି ତାଙ୍କ ମାଆଙ୍କୁ ଜନ୍ମଦିନର ସୁବେତ୍ସା ଜଣାଇଛନ୍ତି। କିନ୍ତୁ ଗୌରୀ ଖାଁ କିନ୍ତୁ ଖୁସି ହୋଇ ପାରୁ ନାହାନ୍ତି କାରଣ ଆଜି ତାଙ୍କ ପୁଅର ବଡ଼ ଯାଜମେଣ୍ଟ ଆସିବାକୁ ଯାଉଛି। ବର୍ତ୍ତମାନ କୋର୍ଟରେ ତାଙ୍କର ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ଓ କୋର୍ଟ ବାହାରେ ତାଙ୍କୁ ସପୋର୍ଟ କରିବା ଅନେକ କ୍ରାଉଡ଼ ଠିଆ ହୋଉଛନ୍ତି। ଅଭିନେତା ତାଙ୍କ ପୁଅଙ୍କ ପାଇଁ ଧର୍ଯ୍ୟ ହରା ହୋଇ ପଡିଛନ୍ତି ଓ ବହୁତ ଭାଙ୍ଗି ମଧ୍ୟ ପଡିଛନ୍ତି ଓ ତାଙ୍କୁ ସପୋର୍ଟ କରିବା ପାଇଁ ଅଭିନେତ୍ରୀ ରବିନା ଟଣ୍ଡନ ଆସି ଯାଇଛନ୍ତି ଓ ତାଙ୍କ ସହିତ ହୀରତିକ ରୋଷନ ମଧ୍ୟ ସମର୍ଥନ କରି ଓପନ ଲେଟର ଲେଟର ରଖିଛନ୍ତି।
ତେବେ ସୁଶାନ୍ତ ସିଂ ରାଜପୁଟଙ୍କ ଓକିଲ ବିକାଶ ସିଂ ମଧ୍ୟ ସପୋର୍ଟ କରି କହିଛନ୍ତି ଯେ, ଯଦି ଡ୍ରଗ୍ସ ରିକୋଭରୀ ହୋଇ ନାହିଁ ଆରିୟାନ ଖାଁଙ୍କ ପାଖରୁ ତା’ହେଲେ ସେ କୌଣସି ପାପ କରି ନାହାନ୍ତି। ଏହା ପରେ ସୋମି ଅଲି ମଧ୍ୟ ତାଙ୍କ ସମର୍ଥନରେ ଆସି କହିଛନ୍ତି ଛୁଆଟାକୁ ହଇରାଣ କରିବା ଠିକ ନୁହେଁ ତାଙ୍କୁ ଛାଡି ଦିଆଯାଉ। ବର୍ତ୍ତମାନ କେବଳ ଶୁଣାଣିରେ ଅପେକ୍ଷା ତାଙ୍କୁ ବେଲ ମିଳୁଛି ନା ସେ ଆର୍ଥିରୁତ ଜେଲ ଯାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।