ଆଶ୍ଚର୍ଯ୍ୟ କର ଘଟଣା- ଦିବ୍ୟାଙ୍ଗ ଭଉଣୀକୁ ପିଠିରେ ବୋହି ନିଅନ୍ତି ଭାଇ ଭାଉଜ ଭାଇରଲ ହେବା ପରେ ପ୍ରଶଂସାର ସୁଅ ଛୁଟୁଛି ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

0

ଦୁନିଆ ଟା ଚାଲୁଛି ଭଗବାନ ଙ୍କ କୃପାରୁ। ଈଶ୍ୱର ଏବେ ବି ଅଛନ୍ତି ବୋଲି ଆମେ ମାନେ ବିଶ୍ୱାସ କରିଥାଉ। ଆଉ ସଂସାର ରେ ଜନ୍ମ ଅଛି ମାନେ ମୃତ୍ୟୁ ରହିଛି। ଜନ୍ମ ହେବା ଏବଂ ମୃତ୍ୟୁ ତାହା ଭଗବାନ ଙ୍କ ଉପରେ ନିର୍ଭର କରିଥାଏ। ମଣିଷ ପ୍ରଥମେ ଜନ୍ମ ହେବା ସମୟରେ ସେ କେମିତି ଦେଖା ଯାଉଥିବ ଏବଂ କେମିତି ହୋଇଥିବା ତାହା ଭଗବାନ ହିଁ ନିଜେ ଜାଣିଥାନ୍ତି। ବେଳେବେଳେ ମଣିଷର ଏମିତି ପରିସ୍ଥିତି ଆସିଥାଏ ଯେ ଜନ୍ମ ହେବ ସମୟରେ ଠିକ ଥାଏ ହେଲେ ପରେ ସେ ବଦଳି ଯାଇଥାଏ। ଆଜି ଆମେ ସେହିପରି ଏକ ଘଟଣା କହିବୁ।

ମହାଶିବ ରାତ୍ରି ରେ ଭୁବନେଶ୍ୱର ର ମହାପ୍ରଭୁ ଲିଙ୍ଗରାଜ ଙ୍କ ମନ୍ଦିର ବହୁତ ଚଳଚଂଚଳ ରହିଛି। ମହାପ୍ରଭୁ ଙ୍କ ପାଖରେ ବଡି ଭୋରରୁ ଭିଡ଼ ଲାଗିଛି ଏବଂ ହାତ ରେ ଧୂପ,ଦୀପ ଧରି ନିଜର ଶ୍ରଦ୍ଧା, ଭକ୍ତି ଅର୍ପଣ କରୁଛନ୍ତି ଭୋଳା ଶଙ୍କର ଙ୍କ ପାଖରେ। ସମସ୍ତଙ୍କ ଭକ୍ତିରେ ଥିବାବେଳେ ଏପଟେ ଗୋଟିଏ ନଜର ସମସ୍ତଙ୍କୁ ଚକମିତ କରୁଥିଲା। ସେହି ଦୃଶ୍ୟରେ ଜଣେ ମହିଳା ଅନ୍ୟ ଜଣ ମହିଳା ଙ୍କୁ ପିଠି ରେ ବୋହି ବୋହି ନେଉଥାଏ।

ଲିଙ୍ଗରାଜ ମନ୍ଦିର ପାର୍ଶ୍ଵରେ ଥିବା ଗଣେଶ ମନ୍ଦିର ପାଖକୁ ଯିବା ପାଇଁ ଧୀରେ ଧୀରେ ଉଠୁ ଥାଆନ୍ତି। ତାପରେ ସେ ପିଠିରେ ବୋହି ଥିବା ମହିଳା ଜଣଙ୍କ ଥକି ଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ପୁରୁଷ ଆସି ତାଙ୍କୁ ସାହାର୍ଯ୍ୟ କରିଥିଲେ।ପୁରୁଷ ଜଣଙ୍କ ତାଙ୍କୁ ନେଇ ପାଖରେ ଥିବା ମନ୍ଦିର କୁ ଯାଇ ଦର୍ଶନ କରାଇଲେ। ବାଟରେ ଯେଉଁ ମନ୍ଦିର ଆସେ ସେ ପିଠିରେ ରହିକି ମୁଣ୍ଡିଆ ମାରନ୍ତି। ଏଥିରୁ ସ୍ପଷ୍ଠ ଯେ ପିଠିରେ ବୁହା ହେଉଥିବା ମହିଳା ଜଣଙ୍କ ନିଶ୍ଚିନ୍ତ ଚାଲିବାକୁ ଅସମର୍ଥ।

ତାପରେ ପ୍ରଶ୍ନ ଆସୁଛି ଯେ କଣ ପାଇଁ ସେ ଦୁଇ ପୁରୁଷ ଓ ସ୍ତ୍ରୀ ଗୋଟିଏ ମହିଳାଙ୍କୁ ପିଠିରେ ବୋହିଛନ୍ତି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା। ପିଠିରେ ବୋହିଥିବା ମହିଳା ଙ୍କୁ ପଚାରିବାରୁ ସେ କହୁଛନ୍ତି ତାଙ୍କର ପିଲାଦିନରୁ ଅର୍ଥାତ ୫ ବର୍ଷ ବୟସରେ ପୋଲିଓ ଖାଇବାକୁ ଆସିଥିଲେ ଏବଂ ପୋଲିଓ ଖାଇବ ପରେ ତାଙ୍କର ବିବ୍ୟଙ୍ଗ ଅବସ୍ଥା ହୋଇ ଯାଇଥିଲେ।

ସେ ଦୁହିଁଙ୍କୁ ପଚରା ହେଲା କଣ ଭାବିକି ଆପଣ ବୋହିବୋହି ମନ୍ଦିର କୁ ଆଣିଛନ୍ତି ସେ ଉତ୍ତର ଦେଲେ ତାଙ୍କ ସେବା ଆମେ ସବୁବେଳେ କରି ଥାଉ।ତାପରେ ପଚରା ହେଲା କଣ ତାଙ୍କୁ ଏମିତି ବୋହୁଛ ପରେ ସେ ପୁରୁଷ ଜଣଙ୍କ ଉତ୍ତର ଦେଲେ ଏମିତି କଣ ପାଇଁ ଭାବିବୁ ଭଗବାନ ତ ଏମିତି ଗଢି ଛନ୍ତି ଏବଂ ଆଉ କହିଲେ ତାଙ୍କର ଯୁଆଡେ ଯିବାକୁ ମନ ହୋଇଥାଏ ଆମେ ନେଇ ଯାଇଥାଉ।

ଆଉ ତାଙ୍କର ମଧ୍ୟ ବାଲ୍ୟ ବିବାହ ହୋଇଥିଲା ପରେ ତାଙ୍କର ଛାଡପତ୍ର ହୋଇ ଯାଇଥିଲା। ଏବେ ସେ ନିଜେ ବାପା ଙ୍କୁ ପାଖରେ ରହୁଛନ୍ତି। ତାଙ୍କୁ ଗଧ ଭଳି ପିଠିରେ ବୋହୁଥିବା ମହିଳା ଜଣଙ୍କ ହେଲେ ତାଙ୍କ ଭାଉଜ ଏବଂ ତାଙ୍କ ସହ ପୁରୁଷ ହେଲେ ତାଙ୍କ ବଡ ଭାଇ।ତାଙ୍କର ନାଁ ହେଲା ଏରମା ଏବଂ ଘର ଅଶୋକ ନଗର ବୋଲି ଦିବ୍ୟଙ୍ଗ ଜଣଙ୍କ ନିଜେ କହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।