Exclusive : ସମୁଦ୍ର ମଝିରେ ଜଳିଗଲା ଫିସିଙ୍ଗ ଟଲର, ସେପ୍ଟି ଜ୍ୟାକେଟ ସାହାଯ୍ୟରେ ସମୁଦରେ ଭାସିଲେ ଧିବର… ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟକ ଦିନ ଅନେକ ଖବର ଶୁଣିବାକୁ ପାଉଥିବେ ନିଶ୍ଚିତ, ଏମିତି ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଦେଖୁଥିବେ |ମୁଁ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହାକି ଆପଣ ଆଗରୁ କେବେ ଶୁଣିନଥିବେ, ଏହି ଖବର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ପାଣିରେ ନିଆଁ ଲାଗିବା ଏକ ଆଶ୍ଚର୍ଯ୍ୟ ଜଣକ କଥା ହେଲେ ମଧ୍ୟ୍ୟ ବାସ୍ତବିକ ଏହା ସତ୍ୟ ଅଟେ |କେତେକ ଧୀବର ଏକ ଟଲର ନେଇ ସମୁଦ୍ରକୁ ଯାଇଥିଲେ , ଦୁର୍ଭାଗ୍ୟ ବଶତଃ ଏହି ଟଲରଟିରେ ସମୁଦ୍ର ମଝିରେ ନିଆଁ ଲାଗିଯାଇଥିଲା |ଭଗବାନଙ୍କ କୃପାରୁ ଏଥିରେ ଥିବା ଧୀବରମାନଙ୍କ ଜୀବନ ବଞ୍ଚି ଯାଇଥିଲା |ଆସନ୍ତୁ ଜାଣିବା ଏହି ଘଟଣା ର ସମ୍ପୂର୍ଣ ଖବର ବିଷୟରେ |

ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି କିଏ ବିଜିନେସ କରି ପରିବାର ଚଳାଉଛନ୍ତି କିଏ ଚାକିରୀ କରି, କେତେକ ବ୍ୟକ୍ତି ମୁଲ ଲାଗୁଛନ୍ତି ଅନ୍ୟ କେତେକ ଜୀବନକୁ ବାଜି ଲଗାଇ ଅଥଳ ସମୁଦ୍ରରେ ମାଛଧରି ପରିବାର ପାଳୁଛନ୍ତି |ସମୁଦ୍ର ମଝିରେ ଯେକୌଣସି ସମୟରେ କୌଣସି ବି ଦୁର୍ଘଟଣା ଘଟିପାରେ ତାହା କାହାକୁ ଜଣା ନଥାଏ |ଆମେ ଜାଣିଛୁ ଯେ ପାଣିରେ କେବେ ନିଆଁ ଲାଗେ ନାହିଁ, ଏହା ଏକ ଅସମ୍ଭବ କଥା |ଅଥଳ ସମୁଦ୍ର ମଝିରେ ନିଆଁ ଲାଗିବା କଥାଟି ଅବିଶ୍ୱାସନିୟ ହେଲେ ମଧ୍ୟ୍ୟ ବାସ୍ତବିକ କଥାଟି ସତ |ଚାନ୍ଦବାଲି ବ୍ଲକର ଦୈଶିଙ୍ଗା ପଂଚାୟତର ଟଲର ମାଲିକ ସମରେଶ ପରିଡାଙ୍କ ମା ପଦ୍ମାବତୀ ଟଲର ରେ 10 ଜଣ ଧୀବର ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ |ଟଲରଟି ଧାମରାରେ ହୁଇଲାର ଦିପ ନିକଟରେ ଥିଲା, ଏହି ଟଲରେ ମାଛ ଧରୁଥିବା ସମୟରେ କୌଣସି କାରଣରୁ ଅଗ୍ନି କାଣ୍ଡ ଘଟିଥିଲା |

ଏହି ଟଲରଟି ସମୁଦ୍ର ମଝିରେ ଜଳିବାକୁ ଲାଗିଲା, ନିଆଁ ଏତେ ଭୟଙ୍କର ଥିଲାଯେ ଟଲରଟି ସମ୍ପୂର୍ଣ ଜଳିଯାଇ ବୁଡି ଯାଇଥିଲା |ଏଥିରେ ଥିବା ଧିବର ମାନେ ଆଶ୍ଚର୍ଯ୍ୟ ହେବା ସହ ନିଜର ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ, ସେମାନେ ସେପ୍ଟି ଜ୍ୟାକେଟ ପିନ୍ଧି ସମୁଦ୍ର ଭିତର କୁ ଡେଇଁ ପଡ଼ିଥିଲେ ଏବଂ ସମୁଦ୍ରରେ ଭାସିବାକୁ ଲାଗିଲେ |ଏହି ସମୟରେ ପାଖରେ ଥିବା ଅନ୍ୟ ଟଲରର ଧିବରମାନେ ପାଖକୁ ଆସି ସେମାନଂକୁ ଉଦ୍ଧାର କରିଥିଲେ |

ସୌଭାଗ୍ୟ ବଶତଃ ଏହି ଦଶ ଜଣ ବ୍ୟକ୍ତି ନିଜର ଜୀବନ ଫେରି ପାଇଥିଲେ, ଏମାନଂକୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି ଅନ୍ୟ ଟଲର ଧିବର ମାନେ |ଏହି ଟଲର ରେ କଉ କାରଣରୁ ନିଆଁ ଲାଗିଥିଲା ତାହା ବିଷୟରେ ଏ ପ୍ରଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ |ସବୁଠାରୁ ବଡ କଥା ଯେ ଏହି ଧିବର ମାନଙ୍କର କୌଣସି କ୍ଷତି ହୋଇ ନଥିଲା |ଏହି ଘଟଣାଟି ଧିବର ମାନଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ |ଧିବର ମାନେ ସେମାନଙ୍କ ଜୀବନ ଏହି ଅଥଳ ସମୁଦ୍ର ମଧ୍ୟରୁ ଫେରି ପାଇବେ ବୋଲି ଆଶା କରିନଥିଲେ, ଭଗବାନଙ୍କ କୃପାରୁ ବୋଧ ହୁଏ ଏମାନେ ନିଜ ନିଜର ଜୀବନ ଫେରି ପାଇଥିଲେ | ଅଥଳ ସମୁଦ୍ର ମଝିରେ ଟଲର ନିଆଁ ଲାଗିବା ଖବର ଟି ବର୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment