ଦେଖନ୍ତୁ Shocking ଭିଡ଼ିଓ : ଅଶାନ୍ତ_ସମୁଦ୍ର_ବୁଡିଗଲା_ଡଙ୍ଗା , ଆଉ ତା’ ପରେ…

ଆଜିର ଦୁନିଆରେ କେତେବେଳେ କୋଉ ମୁହୂର୍ତ୍ତରେ ପ୍ରକୃତି ଆପଣଙ୍କ ଉପରେ ଡ଼ଃ ସାଯିବ ତାହା କହି ହେବ ନାହିଁ ।କାରଣ ମଣିଷ ଦିନକୁ ଦିନ ନିଜର ଆବଶ୍ୟକତା ପୂରଣ କରିବାକୁ ଯାଇ ପ୍ରତିଟି କ୍ଷେତ୍ରରେ ପ୍ରକୃତିକୁ କ୍ଷତି ପହଂଚାଇବାରେ ଲାଗିଛି ।ସବୁ ପରେ ବି ପ୍ରକୃତି ଚୁପ ରହୁଥିଲା କିନ୍ତୁ ଏହି ମଣିଷ ତାର ଉଦାରତାର ଅଶୁରି ଲାଭ ଉଠେଇ ଚାଲିଲା ।ତେଣୁ ଏବେ ଆଉ ପ୍ରକୃତି ଚୁପ ହେଇ ରହୁ ନାହିଁ ,ତେବେ ଆମେ ସମସ୍ତେ ଯେତେ ଆଗକୁ ଗଲେ ଯେତେ ବି ଜ୍ଞାନ ଓ ବିଜ୍ଞାନ ର ବିକାଶ ହେଲେ ବି ଆଉ ଟେକ୍ନୋଲୋଜି ମାଧମରେ ଯେତେ ଆଗରୁ ପ୍ରାକୃତିକ ବିପତି କଥା ଶୁଣିଲେ ବି ଅସମ କଣ ତାହାକୁ ଅଟକେଇ ପାରିଛୁ ।

ପ୍ରକୃତି ଆମକୁ ଯଦି ଯାହା ଦେଇ ଶିଖିଛି ତାକୁ ସେ ନଷ୍ଟ କରିବାର ଉପାୟ ବି ଜାଣିଛି ।ତେବେ ବିଭିନ୍ନ ସମୟରେ ବହୁତ ଲୋକମାନେ ପ୍ରକୃତିର ହିଂସ୍ର ରୂପ ଆଗରେ ହାର ମାନିଥାଏ ଓ ନିଜ ଜୀବନ ହରେଇ ବସିଥାଏ ।ତେବେ ଆଜିର ଏହି ଭିଡିଓ ଟି ଦେଖନ୍ତୁ ଯାହା ଦେଖିଲେ ଆପଣ ଜାଣି ପାରିବେ କେମିତି ପ୍ରକୃତି ତାର ରୂପ ବଦଳେଇ ପାରେ ।ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଗୋଟିଏ ଡ଼ଙ୍ଗାରେ ରେ କିଛି ଲୋକ ସମୁଦ୍ର କୂଳକୁ ଆସୁଥିଲେ କିନ୍ତୁ ଦାଉ ସାଜିଲା ସମୁଦ୍ର ଆଉ ଏତେ ବଡ଼ ବଡ଼ ଜୁଆର ଆସିଲା କି ଡ଼ଙ୍ଗା କୁ ହିଁ ଓଲଟାଇ ଦେଲା ।ତେବେ ତାପରେ ଡ଼ଙ୍ଗାରେ ଥିବା ସମସ୍ତ ଲୋକ ପାଣିରେ ଜୀବନ ବଞ୍ଚେଇବାକୁ ଖୁବ ସଂଘର୍ଷ କରୁଛନ୍ତି ।

ତେବେ କୁହାଯାଏ “ଜଳ ବିହୁଳେ ସର୍ଵନାଶ ଆସୁ ଜଳ ବହୁଳେ ସର୍ଵନାଶ” ତେବେ ଜଳ ପାଖରେ କିଏ ବା ବର୍ତୀ ପାରିଛି ।ଅଗଭୀର ଗଭୀର ଯାହାର କିଛି ଅନ୍ତ ନାହିଁ ସେଠାରୁ ବଂଚି ପାରିବା ଭାରି କଷ୍ଟ ।ତେବେ ଭିଡ଼ିଓରେ ଦେଖିବାକୁ ମିଳିଛି କି ପାଖରେ କିଛି ଲୋକମାନେ ଚେଷ୍ଟା କରୁଛନ୍ତି ସେହି ଲୋକ ମାନଙ୍କ ଉଧାର କରିବା ପାଇଁ ତେବେ କେତେ ଜଣ ବଂଚିବେ ତାହା ଆମକୁ ଜଣା ନାହିଁ ।ତେବେ ଜୀବନର ଖୁସି କେତେବେଳେ ଦୁଃଖରେ ପରିଣତ ହେଇଯିବ ତାହା କହିହେବ ନାହିଁ ।

ଆଉ ଶାନ୍ତ ପ୍ରକୃତିକୁ ଦେଖିଲେ ମନ ଓ ଆତ୍ମା ଯେତିକି ଖୁସି ହୁଏ ଅଶାନ୍ତ ପ୍ରକୃତିକୁ ଦେଖିଲେ ଡରରେ ଦେହଁ ସିଂହରି ଯାଏ ।ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ପ୍ରକୃତି ବିରୁଦ୍ଧରେ କିଛି କାମ ନକରିବା ପାଇଁ ସବୁବେଳେ ପ୍ରକୃତିକୁ ସୁରକ୍ଷା କରନ୍ତୁ ।କିନ୍ତୁ ଯେତେ କହିଲେ କଣ ହେବ ଏବର ଯେଉଁ ଯୁଦ୍ଧ ଗୁଡିକ ହେଉଛି ତାହା ପାଇଁ ଏହି ପୃଥିବୀ ଖୁବ ଶୀଘ୍ର ପ୍ରକୃତି କୋଳରେ ହଜିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment