ଆସିଗଲା ଶଙ୍କର ଓମ୍ ଶରଣ ଙ୍କ ନୂଆ ଗୀତ ” ସ୍ୱାମୀକୁ ଛାଡ଼ି ଭାଉଜ ନୂଆ…”ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେକେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା କୁ ଦେଖିଲେ ବା ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ବେଶ ଭାଇରାଲ ହେଉଛି ତାହା ହେଉଛି ଶଙ୍କର ଓମ ଶରଣ ଙ୍କ ଦ୍ଵାରା ପ୍ରକାଶିତ ଏକ ନୂଆ ଗୀତ ଆଉ ଯେଉଁ ଗୀତ ଟି ଆମ ଓଡ଼ିଆ ଭାଉଜ ମାନଙ୍କୁ ନେଇକି ହେଇଛି | ଆଉ ଯେଉଁ ମାନେ କି ନିଜର ସ୍ୱାମୀ ଙ୍କୁ ଛାଡିକି ଅନ୍ୟ ପୁରୁଷ ମାନଙ୍କ ସହିତ ରାତି କଟେଇବା ପାଇଁ ପସନ୍ଦ କରନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଗୀତ ଟି ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଶଙ୍କର ଓମ ଶରଣ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ, କାରଣ ଅନେକ ପ୍ରକାରର ବିବାଦୀୟ ଗୀତ ସେ ଆମ ଓଡିଶା ର ଲୋକ ମାନଙ୍କ ପାଇଁ ଦେଇ ଆସିଛନ୍ତି ଆଉ ଯାହା କୁ ନେଇକି ସେ ବେଶ ଚର୍ଚ୍ଚା ରେ ଅଛନ୍ତି | ତେବେ କିଛି ଦିନ ଆଗରୁ ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କ ନାଁ ରେ କହିଥିଲେ ଆଉ ଯାହାକୁ ନେଇକି ବିଭିନ୍ନ ଜାଗାରେ ମହିଳା ମାନଙ୍କର ବିବାଦ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଯେଉଁ ଗୀତ ଟି ଭାଇରାଲ ହେଉଛି ତାହା ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି |


ଆଉ ଯେଉଁ ଗୀତ ଟିର ନାଁ ହେଉଛି “ସୁପ୍ରିମ କୋଟ ଦେଇ ଦେଇଛି ଗ୍ରୀନ ସିଗନାଲ ସ୍ୱାମୀ କୁ ଛାଡି ଭାଉଜ ନୂଆ ଘଇତା କରି ଚାଲ ” ଗୀତ ଟି | ଆଉ ଏହିଭଳି ଏକ ଗୀତ ସେ ବିଶେଷ କରିକି ସେହି ମହିଳା ମାନଙ୍କ ପାଇଁ ଲେଖିଛନ୍ତି ଯେଉଁ ମାନେ କି ବିବାହ ପରେ ସ୍ୱାମୀ ଙ୍କ ପାଖରେ ନ ରହି ଅନ୍ୟ ସହିତ ସମ୍ପର୍କ ରଖୁଛନ୍ତି | ଆଉ ଖାଲି ସେତିକି ନୁହଁ ଆହୁରି ମଧ୍ୟ କହିଛନ୍ତି କି ଆଗରୁ ଯୁଗ ଥିଲା ଯେଉଁଠି ବାପା ମା ମାନଙ୍କୁ ପୁଅ ବୋହୂ ମାନେ ସଂମ୍ମାନ ଦେଉଥିଲେ ଆଉ ସେବା କରୁଥିଲେ |

ହେଲେ ବର୍ତ୍ତମାନ ସେମାନଙ୍କ ସେବା କରିବା ଦୂରରେ ଥାଉ ଵୃଦ୍ଧାଶ୍ରମ ରେ ନେଇକି ଛାଡିବା କଥା କହିଛନ୍ତି ଗୀତ ମାଧ୍ୟମରେ ଶଙ୍କର ଓମ ଶରଣ | ଆଉ ତାହା ସହିତ ଆଜି କାଲି ଯେଉଁ ସରକାର ଙ୍କ ଦ୍ୱାରା ନିୟମ କରାଯାଇଛି କି ଲିଭିଙ୍ଗ ରିଲେସନ ସିପ ରେ ଯିଏ ଯାହା ସହିତ ପାରିବେ ରହି ପାରିବେ, ଆଉ ଯେଉଁଥିପାଇଁ ଏହି ଭଳି ସବୁ ଅସୁବିଧା ହେଉଛି ବୋଲି କହିଛନ୍ତି ଗୀତ ମାଧ୍ୟମରେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment