ବନ୍ଧୁମାନେ ପିଣ୍ଟୁ ନନ୍ଦ ଙ୍କୁ ଆସିଲା ନୂଆ ଖବର, ଦିଲ୍ଲୀ ରେ ଚିକିତ୍ସା ବେଳେ ପିଣ୍ଟୁ ନନ୍ଦ ଦେହ ଖୁବ ଖରାପ ହେଇଥିବାର ଭିଡ଼ିଓ ଦେଖିବାକୁ ମିଳିଛି ।ତେବେ ଆପଣଆଣେ ଜାଣିଛନ୍ତି କିଛି ତଳେ ଖବର ମିଳିଥିଲା କି ଓଲିଉଡ ସୁପରିଚିତ କଳାକାର ପିଣ୍ଟୁ ନନ୍ଦ ଙ୍କ ଦେହ ଖୁବ ଖରାପ ।ତେବେ ତାଙ୍କୁ ଲିଭର ସିରସିସ ନାମକ ଏକ ରୋଗ ହେଇଛି, ଆଉ ରୋଗର ଚିକିତ୍ସା ପାଇଁ ସେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ।ହେଲେ ପରବର୍ତ୍ତୀ ସମସ୍ୟରେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ନେବାକୁ କହିଥିଲେ ଡାକ୍ତର ।ଆଉ ଦିଲ୍ଲୀ ଗଲା ପରେ ପିଣ୍ଟୁ ଅବସ୍ଥା ଖରାପ ହେବାର ସୂଚନା ମିଳିଛି ।
ତେବେ ଦିଲ୍ଲୀ ରେ ଚିକିତ୍ସା କରିବାକୁ ପିଣ୍ଟୁ ଙ୍କୁ ଦରକାର ଥିଲା 50 ଲକ୍ଷ ଟଙ୍କା ଦରକାର ଥିଲା ।ଯେଉଁଥି ପାଇଁ ପିଣ୍ଟୁ ପୁରା ଓଡିଶା ଆଗରେ ସାହାଯ୍ୟ ମାଗିଥିଲେ, ଆଉ ପୁରା ଓଡିଶାବାସୀ ପିଣ୍ଟୁ ଙ୍କୁ ସାହାଯ୍ୟ ର ହାତ ବଡାଇବା ପରେ ସେ ଦିଲ୍ଲୀ ଯାଇଛନ୍ତି ।ଆଉ ସେଠାରେ ତାଙ୍କର ଲିଭର ଟ୍ରାସପ୍ଲାଟ ହେବ ବୋଲି ସୂଚନା ଦେଇଥିଲେ ଡାକ୍ତର, ଯାହା ପରେ ଡୋନର ବି ଯୋଗାଡ଼ ସରିଛି ।ହେକେ ବର୍ତ୍ତମାନ ପୁଣି ଖବର ମିଳୁଛି କି ଦିଲ୍ଲୀ ହସ୍ପିଟାଲରେ ପିଣ୍ଟୁ ଙ୍କ ଅବସ୍ଥା ବିଗିଡିବାରେ ଲାଗିବଗି ଯାହାର କିଛି ଫୋଟ ଓ ଭିଡ଼ିଓ ବି ସମ୍ନାକୁ ଆସିଛି ।ତେବେ ସେହି ସବୁ ଫୋଟ ଓ ଭିଡ଼ିଓ ରେ ପିଣ୍ଟୁ ଙ୍କ ଅବସ୍ଥା କେମିତି ଅଛି ଆସନ୍ତୁ ନଜର ପକାଇବା ।
ଦିଲ୍ଲୀ ଚିକିତ୍ସା ପାଇଁ ଯିବା ର ସବୁ ଆୟୋଜନ ହେବା ପରେ ଓଇଣ୍ଟି ଦିଲ୍ଲୀ ଯାଇଛନ୍ତି ।ହେଲେ ବର୍ତ୍ତମାନ ଦିଲ୍ଲୀ ରୁ କିଛି ଫୋଟ ଏହି ଭିଡ଼ିଓ ରେ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି କି ପିଣ୍ଟୁ ଙ୍କର ଅବସ୍ଥା ବିଗିଡି ଯାଇଛି ଆଉ ଦିଲ୍ଲୀ ରେ ସେ ଏମିତି ଅଛନ୍ତି ।ତେବେ ଲିଭର ଟ୍ରାସପ୍ଲାଟ ପୂର୍ବରୁ ରୋଗୀ ର ସିଚୁଏସନ କରିବାକୁ ହୁଏ ଆଉ ସିଚୁଏସନ ଷ୍ଟେବୁଲ ହେଲେ ଯାଇ ଲିଭର ଟ୍ରାସପ୍ଲାଟ ହେଇ ପାରିବ ।ହେଲେ ବର୍ତ୍ତମାନ ପିଣ୍ଟୁ ଙ୍କ ଅବସ୍ଥା ଯେମିତି ହେଇଚି ତାହାକୁ ଦେଖି କିଛି କହି ପାରୁ ନାହାନ୍ତି ଡାକ୍ତର ।ତେବେ ଆଗକୁ ଯଦି ପିଣ୍ଟୁ ଅବସ୍ଥା ଠିକ ହେବ ତାହେଲେ ଯାଇ ଆଗକୁ କଣ ହେବ କଣ ନାହିଁ କୁହା ଯାଇ ପାରିବ ।
ଅନ୍ୟପଟେ ପିଣ୍ଟୁ ଙ୍କ ଫେନ ମାନେ ପିଣ୍ଟୁ ପୁଣି ଥିରେ ଅଭିନୟ କରୁଥିବାର ଦେଖିବା ପାଇଁ ଅନେଇ ରହିଛନ୍ତି ।ତେବେ ଆଶା କରୁଛୁ ଜଲଦି ପିଣ୍ଟୁ ଠିକ ହେଇ ଯିବେ, ଆଉ ଆପଣଙ୍କ ମାନେ ସମସ୍ତେ ଭଗବାନ ଙ୍କ ନିକଟରେ ପିଣ୍ଟୁ ଙ୍କ ଭଲହେବା ପାଇଁ ପ୍ରାର୍ଥନା କରନ୍ତୁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।