Breaking News : ନବ ଦାସ ଙ୍କୁ ଗୁଳିମାଡ଼ର live ଦୃଶ୍ୟ ,ଗୋପାଳ ମାରିବା ବେଳେ ଆଖିଜଳୁଛି ,ବେକର ଶିରା ପ୍ରସିରା ବାହାରି ପଡିଛି …ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଶୁଣିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଛି ନବ ଦାସ ଙ୍କୁ ହତ୍ୟା କରିଥିବା ଗୋପାଳ ଦାସ ଙ୍କୁ ନେଇକି କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି ଅତି ପାଖରୁ ନବ ଦାସ ଙ୍କ ଉପରକୁ ଗୁଳି କରିଛନ୍ତି ଗୋପାଳ ଦାସ ବୋଲି କୁହାଯାଉଛି | ଆଉ ଗୋପାଳ ଦାସ ନବ ଦାସ ଙ୍କ ଉପରକୁ ଫାୟାରିଙ୍ଗ କରିଵା ପୂର୍ବରୁ କିଛି ଘଟଣା ର ଫୋଟ ଆଉ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ASI ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ | ଆଉ ଯେଉଁଠି କୁହାଯାଉଛି କି ଝାଡ଼ସୁଗୁଡା ଜିଲ୍ଲା ର ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ସଭା ରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ASI ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଆଉ ଯାହା ଫଳରେ ନବ ଦାସ ଙ୍କର ମୃତ୍ୟୁ ମଧ୍ୟ ଘଟିଛି| ଆଉ ବର୍ତ୍ତମାନ ନବ ଦାସ ଙ୍କ ଉପରକୁ ଗୋପାଳ ଙ୍କର କ୍ଲୋଜ ପୋଏଣ୍ଟ ଫାୟାରିଙ୍ଗ ର କିଛି ଫୋଟ ଆଉ ଫାୟାରିଙ୍ଗ ର ଭିଡ଼ିଓ ବର୍ତ୍ତମାନ ସାମ୍ନା କୁ ଆସିଛି |

ଆଉ ଯେଉଁଠି କୁହାଯାଉଛି କି ଗୋପାଳ ନବ ଙ୍କର ଆସିବା ସମୟରେ ନିଜର ରିଭୋଲବଲ କୁ ବାରମ୍ବାର ହାତ ଦେଉଥିଲେ ଆଉ ତାହା କୁ କାଢ଼ିବା ପାଇଁ ଚେଷ୍ଟା କରୁଥିଲେ | ତେବେ ଆଉ କାହା ପାଖରେ ବନ୍ଧୁକ ନ ଥିଲା ଆଉ ଗୋପାଳ ଙ୍କ ପାଖରେ କେବଳ ବନ୍ଧୁକ ରହିଥିଲା | ଆଉ ଯାହାର ଭିଡ଼ିଓ ବର୍ତ୍ତମାନ ସାମ୍ନା କୁ ଆସିଛି ବୋଲି ମଧ୍ୟ କୁହାଯାଉଛି, ଆଉ ଏହି ଭିଡ଼ିଓ ରେ ଡାକ୍ତର ଅରୁଣ ଓ ଆଇନଜୀବୀ ସିଦ୍ଧାନ୍ତ ମଧ୍ୟ ସେମିତି କିଛି କଥା କହିଛନ୍ତି |

ଆଉ ତାହାଙ୍କ କହିବା ଅନୁସାରେ ASI ଗୋପାଳ ଦାସ ଯାହା ବି ଡେମ ଦେଖାଇଥିଲା ସେ ସବୁ ସହିତ ଏହି ଭିଡ଼ିଓ ସମ୍ପୂର୍ଣ୍ଣ ଭାବରେ ମିସି ଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ନବ ଦାସ ଙ୍କ ଉପରକୁ କେଉଁ ଭଳି ଭାବରେ ଗୋପାଳ ଅତି ପାଖରୁ ଗୁଳି କରିବାକୁ ଚେଷ୍ଟା ଜାରି ରଖିଥିଲେ ସେ ସବୁର ଭିଡ଼ିଓ ବର୍ତ୍ତମାନ ସାମ୍ନା କୁ ଆସିଛି | ଆଉ ଯେଉଁ ଘଟଣା ବିଷୟରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment