Breaking News – ନବ ଦାସ ଙ୍କୁ ଗୁଳିମାଡ଼ର live ଦୃଶ୍ୟ ,ଗୋପାଳ ମାରିବା ବେଳେ ଆଖିଜଳୁଛି ,ବେକର ଶିରା ପ୍ରସିରା ବାହାରି ପଡିଛି …ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଗୁଡିକ ମଧ୍ୟରୁ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା କୁ ନେଇକି ଖବର ଆଉ ଚର୍ଚ୍ଚା ଜୋର ଧରିଛି ବୋଲି କୁହାଯାଉଛି | ଆଉ ଯେଉଁଠି କୁହାଯାଉଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି କରିଥିବା କଥା କୁ ନେଇକି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନା କୁ ଆସିଛି | ଆଉ ବର୍ତ୍ତମାନ ASI ଗୋପାଳ କେଉଁ ଭଳି ଭାବରେ ନବ ଦାସ ଙ୍କ ଉପରକୁ ଗୁଳି ଚଳାଉଥିଲେ ତାହା ର ଭିଡ଼ିଓ ଆଉ ଫୋଟ ମଧ୍ୟ ସାମ୍ନା କୁ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସରେ ଯାହା କୁହାଯାଉଛି କି ଗତ ଜାନୁଆରୀ 29 ତାରିଖ ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାଡ଼ସୁଗୁଡା କୁ ଏକ ସରକାରୀ କାର୍ଯ୍ୟାନୁଷ୍ଠାନ ର ଉଦ୍ଘାଟନୀ ସଭା ରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଏହି ଭଳି ଏକ ଅଭାବନୀୟ ଘଟଣା ଟି ଘାଟି ଯାଇଥିଲା | ଆଉ ଯେଉଁଠି ଗୋପାଳ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ ବୋଲି କୁହାଯାଉଥିଲା,ଆଉ ଯେଉଁଥିପାଇଁ ପୋଲିସ ଘଟଣା ସ୍ଥଳରେ ଗୋପାଳ ଦାସ ଙ୍କୁ ଗିରଫ କରିବା ସହିତ ASI ଗୋପାଳ ଦାସ ଙ୍କୁ ପୋଲିସ ମଧ୍ୟ ଗିରଫ କରିଥିଲା |

କିନ୍ତୁ ସେତେବେଳେ ଗୋପାଳ ଦାସ ନବ ଙ୍କ ଉପରକୁ ଗୁଳି କରିଥିଲେ ବୋଲି କହିଥିଲେ ମଧ୍ୟ କିଛି ସତ୍ୟ ପ୍ରମାଣ ସାମ୍ନା କୁ ଆସି ନ ଥିଲା | କିନ୍ତୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନା କୁ ଆସିଛି ଆଉ ଯେଉଁଠି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ASI ଗୋପାଳ ଦାସ ହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରକୁ ଗୁଳି କରିଥିଲେ | ଆଉ ଫୋଟ ରେ ଦେଖିବାକୁ ମିଳିଛି କି ଯେତେବେଳେ ନବ ଦାସ ତାଙ୍କର କାର ରୁ ତଳକୁ ଉଲ୍ହାଉଥିଲେ ଠିକ ସେହି ସମୟରେ ତାଙ୍କର ଶୁଭେଛୁ ମାନେ ତାଙ୍କୁ ଫୁଲ ମାଳ ଦେଉଥିଲେ |

ଆଉ ସେହି ସମୟରେ ଗୋପାଳ ନବ ଙ୍କ ସାମ୍ନା ରେ ଅତି ପାଖରେ ଛିଡା ହୋଇଥିଲା ଆଉ ଦୁଇ ହାତ ରେ ବନ୍ଧୁକ କୁ ଧରିଥିଲା ନବ ଦାସ ଙ୍କ ଉପରକୁ ଗୁଳି ଚଳାଇବା ଭଳି | ଆଉ ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି କି ଗୋପାଳ ଦାସ ହିଁ ନବ ଙ୍କ ଉପରକୁ ଗୁଳି କରିଛନ୍ତି ଆଉ ନବ ଙ୍କ ମୃତ୍ୟୁ ପଛରେ ଦାୟି ଗୋପାଳ ଦାସ ଅଟନ୍ତି | ଆଉ ଏହି ଫୋଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment