ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ବିଷୟରେ ଆପଣ ମାନେ ଜାଣିଥିବେ | ତେବେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ତୁଳସୀ ଶ୍ୱେତଲିନି ଙ୍କର ବିବାହ ବିଷୟରେ ଭାଇରାଲ ହେଉଥିବା ଭିଡ଼ିଓ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଶ୍ୱେତଲିନି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ବେଶ ଧୁମ ଧାମ ରେ ମଧ୍ୟ ତାଙ୍କର ବିବାହ ଉତ୍ସବ ପାଳନ ହୋଇଛି ବୋଲି କୁହାଯାଉଛି | ଏହା ବ୍ୟତୀତ ଦେଖିବାକୁ ମିଳିଛି କି ବର୍ତ୍ତମାନ ତୁଳସୀ ଶ୍ୱେତଲିନି ବର୍ତ୍ତମାନ ତାଙ୍କର ବାପ ଘରକୁ ଯାଉଛନ୍ତି ଓ ଅଷ୍ଠ ମଙ୍ଗଳରେ ତାଙ୍କର ବାପ ଘରକୁ ଯାଇଛନ୍ତି ସ୍ୱାମୀ ଙ୍କ ସହିତ ବୋଲି ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ହାତକୁ ଦୁଇ ହାତ ହୋଇଛନ୍ତି ତୁଳସୀ ଶ୍ଵେତାଲିନି | ତାହା ବ୍ୟତୀତ ଦେଖିବାକୁ ମିଳିଛି କି ପ୍ରଥମେ ଏନଗେଜମେଣ୍ଟ ଓ ପରେ ହଳଦୀ, ମେହେନ୍ଦି ଓ ପରେ ବିବାହ ଓ ରିସେପସନ ମଧ୍ୟ ବେଶ ଧୁମଧାମ ରେ ଅନୁଷ୍ଠିତ ଯେଉଁଥିବାର ଦେଖିବାକୁ ମିଳିଥିଲା ଶ୍ଵେତାଲିନି ଙ୍କ ବିବାହ ରେ | ତାହା ବ୍ୟତୀତ ଅନେକ ଫ୍ଲିମ ଷ୍ଟାର ସାଙ୍ଗ ସାଥି ଙ୍କ ସହିତ ପରିବାର ର ସମସ୍ତେ ମଧ୍ୟ ବେଶ ଖୁସି ରେ ବିବାହ କରିଥିବାର ଦେଖିବାକୁ ମିଳିଥିଲା | ଆଉ ସାତ ଜନ୍ମ ପାଇଁ ସାଥିଟିଏ ହୋଇ ରହିବା ପାଇଁ ଚାହୁଁଥିବା ଓ ସବୁ ଦିନ ପାଇଁ ସାଥି ହୋଇ ରହିବା ପାଇଁ ତୁଳସୀ ଶ୍ଵେତାଲିନି ତାଙ୍କର ଜୀବନ ସାଥି ଙ୍କୁ ମଧ୍ୟ ବାଛି ନେଇଛନ
ଆଉ ବର୍ତ୍ତମାନ ବିବାହ ଓ ରିସେପସନ ପରେ ତୁଳସୀ ଶ୍ଵେତାଲିନି ଯାଉଛନ୍ତି ତାଙ୍କର ବାପ ଘରକୁ ପ୍ରଥମ ଥର ପାଇଁ | ଅଷ୍ଟମଙ୍ଗଳା ରେ ତାଙ୍କର ବାପ ଘରକୁ ଯାଉଥିବାର ଭିଡ଼ିଓ ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି | ଆଉ ଶାଶୂ ଘରେ ତୁଳସୀ ମଧ୍ୟ ବେଶ ଖୁସି ଥିବାର ଦେଖିବାକୁ ମିଳିଛି ଓ ବାପ ଘରକୁ ତାଙ୍କର ସ୍ୱାମୀ ଙ୍କ ସହିତ ଯାଉଥିବାରୁ ଅଧିକ ଖୁସି ଅଛନ୍ତି ତୁଳସୀ ଶ୍ଵେତାଲିନି | ଯାହା ଦେଖିବାକୁ ମିଳିଛି କି ତୁଳସୀ ଶ୍ଵେତାଲିନି ମଧ୍ୟ ତାଙ୍କର ଶାଶୂ ଘରୁ ବାପ ଘରକୁ ଆସି ବେଶ ଖୁସି ଥିବାର ନଜର ଆସିଛନ୍ତି |
ଯାହା ଦେଖିବାକୁ ମିଳିଛି କି ବିବାହ ଠାରୁ ଆରମ୍ଭ କରି ସମସ୍ତ ଘଟଣା ର ଭିଡ଼ିଓ ଭାଇରାଲ ହେବା ପରେ ବର୍ତ୍ତମାନ ଅଷ୍ଠ ମଙ୍ଗଳା ରେ ତାଙ୍କର ସ୍ୱାମୀ ଙ୍କ ସହିତ ଶ୍ଵେତାଲିନି ତାଙ୍କର ବାପ ଘରକୁ ଯାଉଥିବାର ବେଶ ଖୁସି ଥିବାର ମଧ୍ୟ ଜଣା ପଡିଛି | ଆଉ ଶ୍ଵେତାଲିନି ଙ୍କର ଏହି ଭିଡ଼ିଓ ଆଉ ଫୋଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।