ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସହସ୍ର ନାମ ରହିଛି l ଭକ୍ତମାନେ ତାଙ୍କୁ ବିଭିନ ପ୍ରକାର ନାମରେ ଡାକି ଥାନ୍ତି l ଓଡିଶା ବାସୀମାନେ ପ୍ରଭୁ ଜଗନ୍ନାଥଙ୍କୁ ବହୁତ ମାନି ଥାନ୍ତି l ଆମେ ପ୍ରଭୁ ଜଗନ୍ନାଥଙ୍କ ବିଷୟରେ ବହୁତ କିଛି କଥା ଜଣା ଅଛି l ଆମେ ଆଗରୁ ପୁରାଣ ଶାସ୍ତ୍ରରେ ଯାହା ସବୁ ଅଛି ସେସବୁ ଆମେ ଜାଣି ଛନ୍ତି l ତେବେ ଆମେ ଆଉ ନୂଆନୂଆ କଥା ମଧ୍ୟ ଜାଣିବା l ଆସନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ l
1- ସିଂହଦ୍ୱାର ସାମ୍ନାରେ ଥିବା ସ୍ତମ୍ଭର ନାମ କଣ ?
ଉତ୍ତର – ଅରୁଣ ସ୍ତମ୍ଭ
2- ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ପରିଚିତ ?
ଉତ୍ତର – ବଡ ଦେଉଳ
3- ଶ୍ରୀ ଜଗନ୍ନାଥ କେଉଁ ତତ୍ତ୍ୱ ର ପ୍ରତୀକ ?
ଉତ୍ତର – ଆତ୍ମ ତତ୍ତ୍ୱ
4- କେଉଁ ଜାଗାକୁ ଚାରି ଧାମ ବୋଲି କୁହା ଯାଇଥାଏ ?
ଉତ୍ତର – ଶିରିଡି
5- କେଉଁ ଚାରି ଧାମକୁ ଶ୍ରେଷ୍ଠ ବୋଲି କୁହା ଯାଇଥାଏ ?
ଉତ୍ତର – ଜଗନ୍ନାଥ ଧାମ
6- ଅତି ଲେମ୍ବହ ଚିପୁଡିଲେ —– ହୋଇଥାଏ ?
ଉତ୍ତର -ପିତା
7- ବଡ ଦେଉଳର ପୂର୍ବ ଦିଗରେ ଥିବା ଦ୍ୱାରର ନାମ କଣ ?
ଉତ୍ତର – ସିଂହ ଦ୍ୱାର
8- ବଳଭଦ୍ର କେଉଁ ତତ୍ତ୍ୱର ପ୍ରତୀକ ?
ଉତ୍ତର – ଶିବ ତତ୍ତ୍ୱ
9- ପୁରୁଷୋତ୍ତମ କ୍ଷେତ୍ର କାହାକୁ କୁହା ଯାଏ ?
ଉତ୍ତର – ପୁରୀକୁ
10- ପ୍ରଭୁ ଜଗନ୍ନାଥଙ୍କ ରଥର ନାମ କଣ ?
ଉତ୍ତର – ନନ୍ଦିଘୋଷ
11- ନନ୍ଦିଘୋଷ ରଥର ଚକ ସଂଖ୍ୟା କେତେ ?
ଉତ୍ତର – 16
12- ରଥ ନିର୍ମାଣ ପରେ ତିନି ରଥର ପ୍ରତିଷ୍ଠା କିଏ କରିଥିଲେ?
ଉତ୍ତର – ନାରଦ
13- ପ୍ରଭୁ ଜଗନ୍ନାଥଙ୍କ ରଥର ଉଚ୍ଚତା କେତେ ?
ଉତ୍ତର – 33 ହାତ ପାଞ୍ଚ ଆଙ୍ଗୁଳି
14- ନନ୍ଦିଘୋଷ ରଥରେ କେତେ ଖଣ୍ଡ କାଠ ଲାଗି ଥାଏ ?
ଉତ୍ତର – 832
15- ତିନି ରଥକୁ କିଏ ନିର୍ମାଣ କରି ଥିଲେ ?
ଉତ୍ତର – ବିଶ୍ୱକର୍ମା
16- ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ନାମ କରଣ କିଏ କରି ଥିଲେ ?
ଉତ୍ତର – ଇନ୍ଦ୍ରଦେବ
17- ନନ୍ଦିଘୋଷ ରଥର ସାରଥୀ କିଏ ?
ଉତ୍ତର – ଦାରୁକ
18- ନନ୍ଦିଘୋଷ ରଥର ପତାକାରେ କାହାର ଚି଼ହ୍ନ ଥାଏ ?
ଉତ୍ତର – ଗରୁଡ଼
19- ବଳଭଦ୍ରଙ୍କ ରଥର ନାମ କଣ ?
ଉତ୍ତର – ତଳଧ୍ଵଜ
20- ଦେବୀ ସୁଭଦ୍ରାଙ୍କ ରଥର ନାମ କଣ ?
ଉତ୍ତର – ଦର୍ପ ଦଳନ
ପ୍ରଭୁ ଜଗନ୍ନାଥଙ୍କ କୃପା ଅପାର ହୋଇ ଥାଏ l ପ୍ରଭୁ ଜଗନ୍ନାଥଙ୍କୁ ଯଦି ଜଣେ ସତ ହୃଦୟରୁ ପ୍ରାର୍ଥନା କରି ଥାଏ, ତେବେ ପ୍ରଭୁ ଜଗନ୍ନାଥ ତାଙ୍କ ଡାକ ଶୁଣି ଥାନ୍ତି l ତାଙ୍କ ଭକ୍ତ ମାନଙ୍କର ସବୁ ଦୁଃଖ କଷ୍ଟକୁ ଦୂରେଇ ଦେଇ ଥାନ୍ତି l ପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଯେତେ କଥା ଜାଣିଥିଲେ, ମଧ୍ୟ ଆମକୁ ଆହୁରି ଅଧିକ ଜାଣିବା ପାଇଁ ଇଚ୍ଛା ହୋଇଥାଏ l