ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ,ବର୍ଷାଙ୍କ ହୃଦୟ ସହ ଖେଳିଦେଲେ ଖେଳ ..ଏବେ ସିନ୍ଦୁର ଧରି ଅପେକ୍ଷାରେ ବର୍ଷା… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ବେଶ କିଛି ଦିନ ହେଲା ଚର୍ଚ୍ଚାକୁ ଆସିଛି ଟୁଁଙ୍ଗୁରୁ ଆଉ ବର୍ଷା ଙ୍କର ପ୍ରେମ କାହାଣୀ, ଆଉ ଯୋଉଥିରେ ଟୁଁଙ୍ଗୁରୁ ଙ୍କୁ ଅପେକ୍ଷା କରି ବସିରହିଛନ୍ତି ବର୍ଷା ଆଉ କହିଛନ୍ତି ଯଦି ସେ ଟୁଁଙ୍ଗୁରୁ ଙ୍କ ନ ପାଇବେ ତାହେଲେ ଥାନା ସାମ୍ନାରେ ଆତ୍ମହତ୍ୟା କରିବେ , ଯାହା ଏବେ ସେସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ମଥା ଅଛି ମାନେ ସିନ୍ଦୁର ଅଛି , ଆଉ ଭଲ ପାଇଛନ୍ତି ମାନେ ବାହାହେବାର ଇଚ୍ଛା ମଧ୍ୟ ଅଛି , ଏପରି ଇଚ୍ଛା ନେଇ ଦିନେ ବର୍ଷା ବାହାରିଥିଲେ ତାଙ୍କର ସମ୍ପର୍କ କୁ ଗଢି ତୋଳିବା ପାଇଁ | ଆଉ ଯୋଉଁଥିପାଇଁ ସ୍ୱାମୀ ଓ ଦୁଇ ପିଲାଙ୍କ ମୁହଁକୁ ନ ଚାହିଁ ପୋଳେଇ ଯାଇଥିଲେ, ତାଙ୍କ ଠାରୁ କମ ବୟସର ଜଣେ ପୁଅଙ୍କ ପାଖକୁ |ବର୍ଷା ଭଲ ପାଉଥିବା ପୁଅଟି ବର୍ଷାଙ୍କର ଦେହ ଖରାପ ବେଳେ ତାଙ୍କୁ ଅଟୋ ରେ ନେଇଯାଇଥିଲେ ମେଡିକାଲକୁ ଏମିତି ଦୁଇ ଚାରିଥର ତାଙ୍କୁ ମେଡିକାଲ କୁ ନେଇକି ଯାଇଥିଲେ |ଆଉ ସେ ଆରମ୍ଭ କରିଦେଇଥିଲେ ବର୍ଷାଙ୍କୁ ଇମ୍ପ୍ରେସ କରାଇବା, ଇମ୍ପ୍ରେସ କରେଇବାର ଟିକେ ବି ମୌକା ଛାଡ଼ିନଥିଲେ ଟୁଁଙ୍ଗୁର,ଆଉ ସବୁବେଳେ ଗୋଲାପ ଫୁଲ ମଧ୍ୟ ଦେଉଥିଲେ |

ଏତେ ବର୍ଷାଙ୍କୁ ଭଲ ପାଇଲେ କି ଶେଷରେ ସେ ବାଧ୍ୟ ହେଲେ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡିବା ପାଇଁ , ଆହୁରି ମଧ୍ୟ ଟୁଁଗୁରି ଭଳ ତାଙ୍କୁ କହିଥିଲେ କି ତୁ ମୋ ଜୀବନ ତୋତେ ଛାଡିକି ମୁଁ ଜମାରୁ ବଞ୍ଚି ପାରିବି ନାହିଁ ମରିଯିବି ବୋଲି, ଆଉ ସେମାନେ ଦୁଇଜଣ ଗୋଟିଏ ରୁମ ନେଇକି ଅଲଗା ରହୁଥିଲେ ଓ ଖାଲି ସେତିକି ନୁହିଁ ଦିନକୁ ହଜାର ହଜାର ଥର ମଧ୍ୟ ଆଇ ଲଭ ଇଉ ବୋଲି କହୁଥିଲେ ଆଉ ତାଙ୍କ ପାଇଁ ପୁରା ପାଗଳ ମଧ୍ୟ ଥିଲେ |ଆଉ ତାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବହୁତ ମଜଭୁତ ଥିଲା,ସେମାନେ ସ୍ଥିର କରିଥିଲେ କି କୋଟ ବିବାହ କରିବା ପାଇଁ, ବର୍ଷା ର ବୟସ 29 ହୋଇଥିଲା ବେଳେ ପୁଅଟିର ବୟସ ମାତ୍ର 23 ବର୍ଷ ଥିଲା ଥିଲା, ଆଉ ବର୍ଷା ମଧ୍ୟ ଟଙ୍କା ସହିତ ନିଜର ଆଧାର କାର୍ଡ କୁ ରଖିଥିଲେ କୋଟ ମେରେଜ କରିବା ପାଇଁ |

କିନ୍ତୁ ଶେଷରେ କଣ ହେଲା ଟୁଁଙ୍ଗୁର ବର୍ଷା ଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ, ଆଉ ଶେଷରେ ତାଙ୍କୁ ଛାଡ଼ିଦେଇ ଏବେ ପଡିଛନ୍ତି ଅନ୍ୟ ଝିଅ ପଛରେ ଆଉ ସେ ଝିଅକୁ କୋଟ ମେରେଜ ମଧ୍ୟ କରିସାରିଛନ୍ତି |ତେବେ ବର୍ଷା ହିଁ ଅନ୍ଧ ଥିଲେ ଆଉ ସେ ଟୁଁଙ୍ଗୁରୁ ର ଚଳାକିକୁ ବୁଝି ପାରିନଥିଲେ, ଆଉ ଯାହା ପାଇଁ ସବୁ ଛାଡି ପୋଳେଇଯାଇଥିଲେ | କିନ୍ତୁ ଏବେ ବର୍ଷା ପୋଲିସ ଷ୍ଟେସନ ଆଗରେ ଫୁଲ ଓ ସିନ୍ଦୁର ଧରି ବସିଛି ଓ ନ୍ୟାୟ ମାଗୁଛି , ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment