ଦେଖନ୍ତୁ ଭିଡ଼ିଓ – ବାଃ ବାଃରେ ଝିଅ ! ଲୁଟକରିବାକୁ ଆସିଥିବା ଡକାୟତଙ୍କ ସହ ଲଢି ଅଦ୍ଭୁତ ସାହାସ ଦେଖାଇଛନ୍ତି ଝିଅ ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

0

ଆଜିର ଦିନରେ ଲୋକମାନଙ୍କର ଦାରିଦ୍ର୍ୟତା କମି ଯାଇଥିଲେ ମଧ୍ୟ ଡକାୟତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହି ଡକାୟତ ମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ହେଲେ ବହୁତ ସତର୍କତା ଅବଲମ୍ୱନ କରିବାକୁ ପଡିଥାଏ । ଆପଣ ଜାଣି ବହୁତ ଖୁସୀ ହେବେ କି ଗୋଟିଏ ଝିଅ ଏକ ଡକାୟତ ସହ ଲଢି ଅଦ୍ଭୁତ ସାହସ ଦେଖାଇଛନ୍ତି । କେନ୍ଦ୍ରାପଡା ଗଣ୍ଡକିଆଳିଆ ରାସ୍ତାରେ ସାହସୀ ଝିଅ ତୃପ୍ତମୟୀ ପରିବାର ସହିତ ଏକ ଭଡାଘରେ ରହୁଥିଲେ ।

ଗତକାଲି ସେ ଘରକୁ ଫେରୁଥିବା ସମୟରେ ଦୁଇ ଡକାୟତ ମଟର ସାଇକେଲରେ ଆସି ଝିଅଟିର ବେକ ଚିପି ତାଙ୍କ ସୁନାକାନଫୁଲ ଖୋଲିବା ପାଇଁ ପ୍ରୟାସ କରିଥିଲେ । ହେଲେ ଡକାୟତକୁ ନଡରି ସହାସିକତାର ସହିତ ମୁକାବିଲା କରି ନିଜ କାନଫୁଲ ରକ୍ଷା କରିଛନ୍ତି ତୃପ୍ତିମୟୀ ।

ତୃପ୍ତିମୟୀଙ୍କ କହିବା ଅନୁସାରେ ସେ ରାସ୍ତାରେ ଆସୁଥିବା ବେଳେ କୌଣସି ଲୋକ ସେଠାରେ ନଥିଲେ ଏବଂ ସେ ଜୋରରେ ସାଇକେଲ ମାଡି ଆସୁଥିଲେ । ସେହି ସମୟରେ ଗୋଟିଏ ବାଇକରେ ଦୁଇ ଡକାୟତ ଆସି ତାଙ୍କ ବେକକୁ ଚାପି ଧରିଥିଲେ । ଝିଅଟିର କାନଫୁଲ ବାହର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେହି ସମୟରେ ସେ ତାଙ୍କ ନଖ ସାହାର୍ଯ୍ୟରେ ଦୁର୍ବୁତଙ୍କ ହାତରେ ଆଗାତ କରିଥିଲେ ।

ଏହା ପେର ସେହି ଦୁର୍ବୁତମାନେ ଝିଅଟିର କାନଫୁଲକୁ ଛାଡି ତାର ବ୍ୟାଗ ନେଇ ପଳାଇ ଯାଇଥିଲେ । ଲୁଟ କରିବାକୁ ଆସିଥିବା ଡକାୟତଙ୍କ ସହ ଲଢି ଅଦ୍ଭୁତ ସାହସ ଦେଖାଇଛନ୍ତି କେନ୍ଦ୍ରାପଜଡାର ଝିଅ ତୃପ୍ତିମୟୀ ।

ସମାଜର ପ୍ରତ୍ୟେକ ଝିଅ ବା ମହିଳା ମାନଙ୍କ ଠାରେ ତୃପ୍ତିମୟୀଙ୍କ ପରି ସାହସ ରହିବା ଉଚିତ , ତେବେ ଯାଇ ଆପଣମାନେ ମଧ୍ୟ ନିଜକୁ ସୁରକ୍ଷିତ ରଖି ପାରିବେ । ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ଠାରେ ଏହି ଗୁଣ ରହିବା ଉଚିତ , କାରଣ ଆଜିର ସମୟରେ ଚୋର ଓ ଡକାୟତ ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ଏମାନଙ୍କୁ ନଡରି ସେମାନଙ୍କ ସହିତ ସାହାସିକତାର ସହିତ ମୁକାବିଲା କରି ନିଜକୁ ସୁରକ୍ଷିତ ରଖିବା ଉଚିତ ।

କାରଣ ଡକାୟତ ମାନେ ପ୍ରତ୍ୟେକ ସମୟରେ ସାଧାରଣ ଲୋକମାନଙ୍କୁ ଛୁରୀ ଦେଖାଇ ତାଙ୍କୁ ଭୟଭୀତ କରାଇଥାନ୍ତି ଏବଂ ତାଙ୍କ ଠାରୁ ସମସ୍ତ ସୁନା ଗହଣା ଓ ଟଙ୍କା ପଇସା ଲିଟ କରିଥାନ୍ତି ।

କିନ୍ତୁ ଆଜି କେନ୍ଦ୍ରାପଡାର ଝିଅ ତୃପ୍ତିମୟୀ ସାହାସୀକତାର ଉଦାହରଣ ସାଜିଛନ୍ତି ଏବଂ ଡକାୟତ ମାନଙ୍କ ଠାରୁ ନିଜ ସୁନାକାନଫୁଲକୁ ରକ୍ଷା କରି ପାରିଛନ୍ତି । ତେଣୁ ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ସତର୍କତା ସହିତ ନିଜକୁ ସୁରକ୍ଷିତ ରଖିବା ଉଚିତ । ଯେପରି ତୃପ୍ତିମୟୀ ଦୁଇ ଡକାୟତଙ୍କ ସହ ଲଢି ନିଜ ସୁନା କାନଫୁଲକୁ ରକ୍ଷା କରି ପାରିଛନ୍ତି , ତାଙ୍କର ଏହି ସାହସିକତା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେଣୁ ସମାଜ ପାଇଁ ଏହା ଏକ ଉଦାହରଣ ପାଲଟିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।