ପୁଣି ଚର୍ଚ୍ଚାକୁ ଆସିଲେ ରାନୀପଣ୍ଡା ! ନିକଟରେ ବାବୁସାନଙ୍କ ହସ୍ପିଟାଲରେ ଗୋଟିଏ ରୋଗିଣୀ ଝିଅକୁ ସାହାର୍ଯ୍ୟ. କରିବାକୁ ନେଇ ରାନୀ ଏମିତି କିଛି କହିଛନ୍ତି ଶୁଣିଲେ ଆପଣ ଅବାକ୍ ହେବେ ?

0

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କର ବିଷୟରେ କହିବୁ ଅର୍ଥାତ ରାନୀ ପଣ୍ଡା କହିଥିବା କିଛି କଥା ବିଷୟରେ କହିବୁ । ଯେଉଁଥିରେ ସେ ଓଲିଉଡର ସୁପରଷ୍ଟାରଙ୍କ ବିଷୟରେ କିଛି କଥା କହିଛନ୍ତି ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ରାନୀ ।ରାନୀ କହିଛନ୍ତି କି ଓଲିଉଡର କଲାକାର ମାନଙ୍କ ମଧ୍ୟରୁ ସେ ଯାହାଙ୍କୁ ବହୁତ ଭଲ ପାଆନ୍ତି ଏବଂ ଓଡିଶାର ଲୋକମାନେ ମଧ୍ୟ ଯାହାକୁ ବହୁତ ହିଁ ଭଲ ପାଆନ୍ତି ବିଶେଷ କରି ସେ ରାନୀଙ୍କର ଜଣେ ବହୁତ ଫେବୋରାଇଟ ଆକ୍ଟର ଅଟନ୍ତି ସେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ଯାହାକୁ ସେ ନୁହନ୍ତି ବରଂ ଓଡିଶା ବାସୀ ମଧ୍ୟ ବହୁତ ସ୍ନେହ ଏବଂ ତାଙ୍କର ଆକ୍ଟିଙ୍ଗକୁ ବହୁତ ପସନ୍ଦ କରନ୍ତି । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କର ପରେ ସେ ଯାହାକୁ ବହୁତ ହୃଦୟରୁ ସ୍ନେହ କରନ୍ତି ଏବଂ ନିଜର ଛୋଟ ବାଇ ବୋଲି ଭାବନ୍ତି ଏବଂ ବହୁତ ଭଲ ମଧ୍ୟ ପାଇଥାନ୍ତି ସେ ହେଉଛନ୍ତି ବାବୁସାନ ମହାନ୍ତି ।

ତେବେ ସେ ସୋସିଆଲ ମିଡିଆରେ ଦେଖିଥିଲେ କି ବାବୁସାନ ମହାନ୍ତି ଏକ ପିଲାକୁ ଦେଖା କରିବା ପାଇଁ ଯାଇଛନ୍ତି । ସେହି ପିଲାର ହାତ କଟିଯାଇଛି ତେବେ ବାବୁସାନ ତା ସହିତ ଯେଉଁ କଥାବାର୍ତ୍ତା ହେଉଥିଲେ ସୁଖ ଦୁଃଖ ହେଉଥିଲେ । ଏହା ସହିତ ବାବୁସାନ ସେହି ପାଲଙ୍କୁ ଯେଉଁ ଆଶ୍ୱାସନା ଦେଇଛନ୍ତି ଏବଂ ପିଲାଟି ତାଙ୍କୁ ଦେକି ଯେମିତି ଖୁସି ହୋଇଛି ଏହା ଦେଖି ରାନୀ ବହୁତ ଖୁସି ଅଛନ୍ତି ବାବୁସାନଙ୍କ ଉପରେ ସେ ବହୁତ ଖୁସି ହୋଇଛନ୍ତି ତେଣୁ ଏହି କଥା ସୋସିଆଲ ମିଡିଆରେ ନକହି ସେ ରହିପାରିଲେ ନାହିଁ ।


ରାନୀ କହିଛନ୍ତି କି କଳାକାର ହିସାବରେ ଓଡିଶାରେ ଗୋବିନ୍ଦା କିଏ ଅଛି ସେ ହେଉଛି ବାବୁସାନ ଏହା ବ୍ୟତୀତ ବାପା ମା ମଧ୍ୟ ତାଙ୍କୁ ସୁପରଷ୍ଟାର ଅଟନ୍ତି । ବାବୁସାନଙ୍କୁ ରାନୀ କହିଛନ୍ତି କି ବାବୁସାନ ତୁମର ମଙ୍ଗଳ ହେଉ , ତୁମେ ସର୍ବଦା ଭଲରେ ଏବଂ ଖୁସିରେ ରୁହ ଏହା ବ୍ୟତୀତ ତୁମେ ଏମିତି କୋମଳ ହୃଦୟ ଏବଂ ଭଲପାଇବାର ହୃଦୟ ନେଇ ସମସ୍ତଙ୍କୁ ସାହାର୍ଯ୍ୟ କର । ସମସ୍ତଙ୍କର ଦୁଃଖ ସମୟରେ ସେମାନଙ୍କ ପାଖରେ ଛିଡା ହୁଅ ସମସ୍ତଙ୍କୁ ସାହାର୍ଯ୍ୟ କର । ଭଲପାଇବା ଦିଅ , ଭଲପାଇବା ବାଣ୍ଟ ସେମାନଙ୍କର ଆର୍ଶିବାଦ ସାଉଣ୍ଟି ଆହୁରି ଆହୁରି ଅଗକୁ ମାଡି ଚାଲ ।

ରାନୀ ଆହୁରି ମଧ୍ୟ କହିଛନ୍ତି କି ରାନୀ ପରି କେହି ଜଣେ ଭଉଣୀ ଅଛି ଯିଏ କି ତୁମକୁ ବହୁତ ଭଲପାଏ , ଲାଇକ କରେ । ତୁମେ ଆହୁରି ଆଗକୁ ଯାଅ , ସେ ଆହୁରି କହିଛନ୍ତି କି ଯଦି ବାବୁସାନଙ୍କ ଭଲି ଅନେକ ସେଲିବ୍ରେଟି ମାନେ ତାଙ୍କର ଫେନ୍ସ ମାନଙ୍କ ଦୁଃଖ ସମୟରେ ଯାଇ ସେମାନଙ୍କ ପାଖରେ ଛିଡା ହେବେ ପଇସାଟି ବଡ କଥା ନୁହେଁ ଆସ୍ୱସନା ଦେବା , ସାହସ ଦେବା ତାହା ହିଁ ବଡ କଥା ।

ତେବେ ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ୟ କର , ଭଲପାଇବା ବାଣ୍ଟ ଏହା ଦ୍ୱାରା ସମସ୍ତଙ୍କର ମଙ୍ଗଳ ହେବ ବୋଲି ରାନୀ କହିଛନ୍ତି ଏହା ସହିତ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।