ବାଇକ୍ ନା ଆଉ କଣ… ଏମିତି ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ହଁ ଆଜ୍ଞା କଥା ଟି ଶୁଣିଲେ ଖାଲି ଆପଣ ନୁହନ୍ତି ଯିଏ କେହି ଶୁଣିଲେ ବି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିବ କାରଣ ଘଟଣା ଟି ସେମିତି, ଆଜିକାଲି ସୋସିଆଲ ମିଡ଼ିଆ ରେ ଆପଣ ବହୁତ ପ୍ରକାର ଭାଇରଲ ଭିଡ଼ିଓ ଦେଖିଥିବେ ଓ ତାକୁ ଉପଭୋଗ ମଧ୍ୟ କରିଥିବେ ଯାହା ବେଳେ ବେଳେ ଆମକୁ କନ୍ଦେଇ ଥାଏ ତ ପୁଣି କେତେବେଳେ ବହୁତ ଜୋରରେ ହଂସେଇ ଥାଏ, ସେ ଯାହା ବି ହୋଉ ଏହି ଭାଇରଲ ଭିଡ଼ିଓ ପାଇଁ ଆମେ ବହୁତ ସମୟରେ ନିଜକୁ ଭୁଲି ସେଇ ଭାଇରଲ ଜଗତ ଆଡକୁ ଚାଲିଯାଇଥାଉ, ଆଜିର ଏହି ଇଣ୍ଟେର୍ନେଟ ଓ ସୋସିଆଲ ମିଡ଼ିଆ ଯୁଗରେ, ଯେଉଁଠି ଯାହା ହେଲା ଆମ ପାଖରେ ଅତି ସହଜରେ ପହଞ୍ଚି ଯାଇଥାଏ ଓ ଆମେ ତାକୁ ଦେଖି ତାହାର ମତ ଦେଇଥାଉ |

ଏବେ ଯେଉଁ ଭିଡ଼ିଓ ଟି ଭାଇରଲ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଛି ତାହା ବହୁତ ଆଶ୍ଚର୍ଯ୍ୟ ବୋଲି କୁହାଯାଏ, ଯିଏ ଦେଖିବ ସିଏ ମଥାରେ ହାତ ଦେଇଦେବ ହଁ ଦର୍ଶକ ବନ୍ଧୁ ଆପଣ କେବେ ଆପଣଙ୍କ ଆଖ ପାଖରେ ବାଇକ ରେ 7 ଜଣ ବସିବାର ଦେଖିଛନ୍ତି କି, ଯଦି ଦେଖି ନାହାନ୍ତି ତାହାଲେ ଆଜି ହି ସୋସିଆଲ ମିଡ଼ିଆ ରେ ଭାଇରଲ ହୋଉଥିବା ଏହି ଭିଡ଼ିଓ କୁ ନିଶ୍ଚୟ ଦେଖନ୍ତୁ ଓ ଦେଖିସାରିବା ପରେ ଆପଣ ନିଶ୍ଚୟ କହିବେ ଇଏ ବାଇକ ନା ଆଉ କଣ |

ହଁ ଆଜ୍ଞା ଗୋଟିଏ ବାଇକ ରେ ପ୍ରଥମେ ଜଣେ ପୁରଷ ବସି ଛନ୍ତି ତାପରେ ସେ ତାଙ୍କ ଆଗରେ ଦୁଇ ଜଣ ଛୁଆଙ୍କୁ ବସାଇଛନ୍ତି ଓ ତାପରେ ସେ ପୁରୁଷ ଙ୍କ ପଛରେ ଜଣେ ମହିଳା ବସୁଛନ୍ତି ଓ ତାଙ୍କ କୋଳରେ ସେ ଗୋଟିଏ ପିଲାଙ୍କୁ ବସାଉଛନ୍ତି ଖାଲି ସେତିକି ନୁହେଁ ତାପରେ ପରେ ମଧ୍ଯ ଆଉ ଜଣେ ମହିଳା ପଛରେ ଜଣେ ଛୁଆ ଙ୍କୁ ଧରି ବସିଛନ୍ତି ଏମିତି ହେଇ ଚାରି ଜଣ ଛୁଆ ଓ ଦୁଇଜଣ ମହିଳା ଙ୍କ ସହିତ ଜଣେ ପୁରଷ ଙ୍କୁ ନେଇ ମୋଟ ସାତ ଜଣ ସେଇ ବାଇକ ରେ ଯିବାରେ ଦେଖା ଯାଇଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି |

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଦୁଇଚକିଆ ଯାନ ରେ ଦୁଇ ରୁ ଅଧିକ ଲୋକ ବସାଇବା ଟ୍ରଫିକ ନିୟମ ବିରୋଧ ହେଇଥାଏ, ଏମିତି କରିଲେ ଟ୍ରାଫିକ ପୋଲିସ ଚାଲାଣ ମଧ୍ୟ କାଟି ଥାଏ ତାହା ପରେ ମଧ୍ଯ କିଛି ଲୋକଙ୍କୁ ଏହାର ଫରକ ପଡିନଥାଏ, ଓ ଏମିତି କରିବା ଦ୍ୱାରା ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ଦେଖାଦେଇଥାଏ ହେଲେ ଆଜିର ଏହି ଲୋକ ମାନେ ସାବଧାନ ନ ହେଇ ବାଇକ ରେ ସାତ ଜଣଙ୍କୁ ନେଇ ବୁଲୁଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି ଏହା ଦେଖି ବହୁତ ଲୋକ ଏମିତି ନ କରିବା ପାଇଁ ମତ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment