ହଁ ଦର୍ଶକ ବନ୍ଧୁ ଆପଣ ମାନେ ତୋ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କ କଥା ତ ଆପଣ ମାନେ ଜାଣିଥିବେ |ବାବୁସାନ ଆଉ ପ୍ରକୃତି ଙ୍କୁ ନେଇକି ଯାହା ସବୁ ତାମସା ହେଇଛି ରାସ୍ତା ଉପରେ ତାହା ପୁଣି ବିଚ ରାସ୍ତା ଉପରେ ପ୍ରକୃତିଙ୍କୁ ମାଡ଼ ମାରିଛନ୍ତି ତୃପ୍ତି ତାହା ବେଶ ସମସ୍ତେ ଜାଣିଥିବେ |ଅଲିଉଡ଼ ଜଗତ ପାଇଁ ସେଇଟା ବହୁତ ବଡ଼ ଗୋଟିଏ ଲଜ୍ୟା ର କଥା | ତେବେ ଏବେ ଗୋଟିଏ ବଡ଼ ଘଟଣା ସାମ୍ନାକୁ ଆସିଛି ଆଉ ଯୋଉଠି ବାବୁସାନ ପ୍ରକୃତିଙ୍କୁ ନେଇକି କୁଆଡେ ଆଣ୍ଡାମାନ ପଳେଇ ଯାଇଛନ୍ତି ବୋଲି କିଛି ଏପରି କଥା ଜଣା ପଡିଛି | ଯାହାକୁ ନେଇକି ଏବେ ସେସିଆଲ ମିଡ଼ିଆରେ ମଧ୍ୟ ଖବର ଟି ବହୁତ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ କଣ ରହିଛି ଘଟଣା ର ସତ୍ୟା ସତ୍ୟ ତାହା ଉପରେ ଟିକିଏ ନଜର ପକାଇବା |
ତେବେ କଣ ପାଇଁ ବାବୁସାନ ଏମିତି କରିଲେ ନିଜର ସ୍ତ୍ରୀ, ମା, ବାପା ଆଉ ତାଙ୍କ ପୁଅ କଥା ନ ଭାବିକି ସେ କଣ ପାଇଁ ଏମିତି ଅନ୍ୟ ପାଇଁ ସାରା ସମାଜ ଆଗରେ ନିଜର ସଂମାନ କୁ ପକାଇବା ସହିତ ସାରା ଫେମିଲି ର ନାଁ କୁ ତଳେ ପକେଇଲେ ତାହା ବର୍ତ୍ତମାନ ଚିନ୍ତା ର ବିଷୟ ପାଲଟିଛି | ଆଉ ଯାହା ଶୁଣିବାକୁ ମିଳିଛି କି ବାବୁସାନ ପ୍ରକୃତିଙ୍କ ସହିତ ଆଣ୍ଡାମାନ ପୋଳେଇ ଯାଇଛନ୍ତି | କାରଣ ଗତ କାଲି ଯାହା ସୂଚନା ମିଳିଛି କି ଚେନାଇ ର ଯୋଉଁ ଗୋଟିଏ ହଟେଲ ରେ ବାବୁସାନ ଆଉ ପ୍ରକୃତି ରହୁଥିଲେ ସେମାନେ କୁଆଡେ ସେଠି ଆଉ ନାହାନ୍ତି | ସେଠୁ ଚେକ ଆଉଟ ହେଇଯାଇଛନ୍ତି |
ତେବେ ଏବେ ଗୋଟିଏ କଥା ଉଠୁଛି କି ବାବୁସାନ ଆଉ ପ୍ରକୃତି ଙ୍କର ଗୋଟିଏ ହଟେଲ ର କାନ୍ଥ ଦେଖା ଯାଇଥିଲା ଆଉ ଯୋଉଁଥିରୁ ଜାଣି ହେଉଥିଲା କି ଦୁଇଜଣ ଗୋଟିଏ ହଟେଲ ରେ ରହୁଥିଲେ | ଆଉ ଯେତେବେଳେ ମନ୍ମଥ ମିତ୍ର ଆଉ ତାଙ୍କର ପତ୍ନୀ ଯାଇ ଚେନାଇ ର ସେହି ହଟେଲ ରେ ପହଞ୍ଚିଥିଲେ ସେତେବେଳେ ସେମାନେ ତାଙ୍କୁ ଦେଖା କରି ସେଠାରୁ ଯାଇ ସାରିଥିଲେ |ତେବେ ବାବୁସାନ ଆଉ ପ୍ରକୃତି ଉଭୟ ଓଡିଶା ଫେରିନାହାନ୍ତି | ତେବେ ସେମାନେ ଗଲେ କୁଆଡେ | ଆଉ ସେମାନେ ଚେନାଇ ରେ ଉତ୍କଳ ଦିବସ ଅଭିମୁଖେ ଯେଉଁ ଅନୁଷ୍ଠାନ ହୋଇଥିଲା ସେଠାରେ ମଧ୍ୟ ଯୋଗ ଦେଇନଥିଲେ |
ତେବେ ଯାହା ସୂଚନା ମିଳିଛି କି ଗତ ଜୁଲାଇ 30 ତାରିଖରେ ବାବୁସାନ ଙ୍କ ଜନ୍ମଦିନ ଥିବା ବେଳେ, ତୃପ୍ତି ତାଙ୍କର ଜନ୍ମଦିନ କୁ ବହୁତ ଧୁମଧାମ ରେ ସେଲିବ୍ରେଟ କରିବେ ବୋଲି କହିଥିଲେ | ମାତ୍ର ବାବୁସାନ ଏବେ ଲୋକଲଜ୍ୟା ର ଭୟରେ ନିଜର ପରିବାର କଥାକୁ ଭୁଲି ଓଡିଶା ଆଉ ଯାଉନାହାନ୍ତି ତ | ନା ଆଉଅନ୍ୟ କିଛି କାରଣ ଯୋଉଠି ପ୍ରକୃତି ଙ୍କୁ ନେଇକି ଆଣ୍ଡାମାନ ଯାଇ ସେଠି ଖୁସି ମନାଉଛନ୍ତି | ଯାହା ଏବେ ଗୋଟିଏ ପ୍ରଶ୍ନବାଚୀ ସାଜିଛି ଓ ସେସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।