ଓଡ଼ିଆ ଗୀତ ଛାଡି ପ୍ରଥମ ଥର ହିନ୍ଦୀ ଗୀତ ଗାଇଲେ ଅଭିନେତା ବାବୁସାନ ! ଦେଖନ୍ତୁ viral ଭିଡିଓ ….

ବନ୍ଧୁଗଣ ଆପଣ ସୋସିଆଲ ମିଡିଆର ପ୍ରତ୍ୟକ ଦିନ ଅନେକ ଖବର ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଆପଣଙ୍କ ଅତି ପ୍ରିୟ ଅଭିନେତା ବାବୁସାନ ମହାନ୍ତିଙ୍କ ବିଷୟରେ କହିବି ଯାହାକୁ ଶୁଣିଲେ ଆପଣ ଖୁସି ହେବେ |ବାବୁସାନ ମହାନ୍ତିଙ୍କ ରିଲିଜ ହୋଇଥିବା ଦମନ ଫିର୍ଲମ ଆପଣ ଦେଖିଥିବେ, ଏହି ଫିର୍ଲମର ହିନ୍ଦୀ ଡାବଲିଙ୍ଗ ହେବାକୁ ଯାଉଛି |ଆପଣ ବାବୁସାନ କଣ୍ଠରୁ ସୁନ୍ଦର ସୁନ୍ଦର ଓଡିଶା ଗୀତ ଶୁଣିଥୁବେ ହେଲେ ବାବୁସାନ ମହାନ୍ତି ଏହି ଦମନ ଫିର୍ଲମର ହିନ୍ଦୀ ଡବାଲିଙ୍ଗ ରେ ସେ ହିନ୍ଦୀ ଗୀତ ଗାଇବାର ନଜରକୁ ଆସିଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଦମନର ହିନ୍ଦୀ ଡବଲିଙ୍ଗର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଓଡ଼ିଆ ଚଳଚିତ୍ରର ସୁପର ଷ୍ଟାର ବାବୁସାନ ମହାନ୍ତିଙ୍କ ରିଲିଜ ହୋଇଥିବା ଦମନ ଫିର୍ଲମ ବହୁତ ସୁନ୍ଦର ହୋଇଛି ଏବଂ ଫିର୍ଲମ ଦର୍ଶକ ମାନଙ୍କ ମନ ପସନ୍ଦ ମଧ୍ୟ୍ୟ ହୋଇଛି |ବାବୁସାନ ମହାନ୍ତି ଏହି ଚଳଚ୍ଚିତ୍ରରେ ଅତି ସୁନ୍ଦର ଭାବରେ ଅଭିନୟ ମଧ୍ୟ କରିଛନ୍ତି |କିନ୍ତୁ ବର୍ତମାନ ଖବର ଆସିଛି ଯେ ଓଡିଶା ସିନେମା ଜଗତରେ ଯୋଡିହେବା ପାଇଁ ଯାଉଛି ଆଉ ଏକ ନୂଆ ଫର୍ଦ ଯେଉଁଥିରେ ପ୍ରଥମ ଥର ପାଇଁ ହିନ୍ଦୀ ଗୀତ ଡବଲିଙ୍ଗ କରୁଛନ୍ତି ସୁପର ଷ୍ଟାର ବାବୁସାନ ମହାନ୍ତି |ଦମନ ଫିର୍ଲମ ରିଲିଜ ହେବା ପରେ ଏହି ଫିର୍ଲମକୁ ଦର୍ଶକ ମାନଙ୍କର ଅଧିକ ଭଲ ପାଇବା ମିଳିଛି, ଦେଶ ବିଦେଶରେ ଅଧିକ ପ୍ରସଂଶା ବଢ଼ିଛି |

ଏଥିପାଇଁ ଦମନ ଫିର୍ଲମର ନିର୍ମାତା ଏହି ଫିର୍ଲମକୁ ହିନ୍ଦୀ ଡବଲିଙ୍ଗ କରିବାର ନିଷ୍ପତି ନେଇଛନ୍ତି |ଏହି ହିନ୍ଦୀ ଫିର୍ଲମର ହିନ୍ଦୀ ଡବଲିଙ୍ଗ କରିବା ପାଇଁ ବାବୁସାନ ତାଙ୍କ ସ୍ତ୍ରୀ ତୃପ୍ତି ସହିତ ମୁମ୍ବାଇ ଯାଇଥିଲେ |ଆଉ ସେଠାରେ ସେ ଏହି ଡବଲିଙ୍ଗର ପ୍ରଥମ ଥର ପାଇଁ ହିନ୍ଦୀ ଗୀତ ଗାଇବା ପାଇଁ ଯାଉଛନ୍ତି ବୋଲି ଏହାର ଝଲକ ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି |ଏହି ଝଲକ ଦେଖିସାରିବା ପରେ ଏହି ଦମନ ସିନେମାର ରେଞ୍ଜ ବଢ଼ି ବଢ଼ି ଯାଉଛି |ଏହାର କାରଣ ହେଲା ସୁପର ଷ୍ଟାର ବାବୁସାନ ମହାନ୍ତି କେବଳ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିନାହାନ୍ତି, ତାଙ୍କର ଅନେକ ସୁପରହିଟ ଗୀତ ମଧ୍ୟ୍ୟ ଦର୍ଶକଙ୍କ ମନଙ୍କୁ ଛୁଇଁଛି |

ଏହା ସହିତ ବାବୁସାନ ଯେତେବେଳେ ହିନ୍ଦୀ ଗୀତ ଗାଇବା ପାଇଁ ଯାଉଛନ୍ତି ବୋଲି ଖବର ଆସିଛି ତେବେ ବର୍ତମାନ ତାଙ୍କ ଫ୍ରେଣ୍ଡମାନଙ୍କ ମନରେ ଉତ୍କଣ୍ଠା ବଢ଼ି ଯାଉଛି |ଏଥିପାଇଁ ତ ଦମନ ଫିର୍ଲମର ହିନ୍ଦୀ ଡାବଲିଙ୍ଗ କରିବା ପାଇଁ ଆରମ୍ଭ କରିଦେଇଛି ପ୍ରଯୋଜନା ସନ୍ଥା,ଏହି ଫିର୍ଲିମକୁ ଦେଶରେ 400 ରୁ 450 ସିନେମା ହଲରେ ପକାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଦମନ ଫିର୍ଲମର ନିର୍ମାତା |ସବୁଠାରୁ ବଡ଼ କଥା ଯେ ଏହି ଦମନ ଫିର୍ଲମ ଡବଲିଙ୍ଗରେ ହିନ୍ଦୀ ଗୀତ ଗାଇବେ ବାବୁଶାନ ତାକୁ ନେଇ ଦର୍ଶକମାନଙ୍କ ଉତ୍କଣ୍ଠା ଅଧିକ ରହିଛି |ଦମନ ଫିର୍ଲମ ହିନ୍ଦୀ ଭର୍ସନରେ ବାବୁସାନ ଗୀତ ଗାଇବାର ଖବର ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment