Exclusive : ବାବୁଶାନ୍ ଘର ଜଗିଛନ୍ତି ବାଉଁସର୍, ହଠାତ କଣ ଏମିତି ଦରକାର ପଡିଲା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବେଶ କିଛି ଦିନ ହେଲା ସେସିଆଲ ମିଡ଼ିଆରେ ଓ ସବୁଠି ଚର୍ଚ୍ଚା ର ବିଷୟ ସାଜିଛି ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କ କଥା |ଫିଲ୍ମ ଜଗତର ଏତେ ବଡ଼ କଳା କାର ଆଉ ଏତେ ବେଶି ପ୍ରସଂଶା ଅର୍ଜନ କରିଥିବା କଳାକାର ଯେ ଏତେ ଆଗକୁ ଯାଇଥିବେ ତାହା କେହିବି ଭାବି ନ ଥିଲେ |ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ତୃପ୍ତି ଙ୍କୁ ମେରେଜ କରିଥିଲେ, କିନ୍ତୁ କଣ ଏମିତି ହେଲା ଯାହା ପାଇଁ ତୃପ୍ତି ବାବୁସାନ ଙ୍କ ଉପରେ ସନ୍ଦେହ କରିଥିଲେ | ଆଉ ଯାହା ପାଇଁ ରାସ୍ତା ଉପରେ ବାବୁସାନ ଙ୍କ ସହିତ ପ୍ରକୃତି ମିଶ୍ର ଙ୍କୁ ଦେଖିକି ବାଡେଇ ଥିଲେ ଆଉ ଯାହାକୁ ନେଇକି ସାରା ଅଲିଉଡ଼ ଜଗତରେ ଚହଳ ପଡି ଯାଇଥିବାବେଳେ | ବାବୁସାନ ଓଡିଶା ରେ ନଥିଲେ କିନ୍ତୁ କଣ ପାଇଁ ବାବୁସାନ ଙ୍କ ଘରେ ବାଉଁସର ଜଗା ଯାଇଛି ତାହା ବଡ଼ ପ୍ରଶ୍ନର କଥା ସାଜିଛି |

ତେବେ ଯାହା ଜଣା ପଡିଛି କି ଘଟିଥିବା ଏହି ଘଟଣା ଯୋଗୁଁ ବାବୁସାନ ଘରେ ନ ଥିଲେ ଓଡିଶା ଛାଡିକି ପଳେଇ ଯାଇଥିଲେ | ଆଉ ଯାହା ଫଳରେ ସମସ୍ତଙ୍କ ମନରେ ସନ୍ଦେହ ଜାତ ହୋଇଥିଲା | ତେବେ ବାବୁସାନ ଘରେ ନ ଥିବା ବେଳେ କଣ ପାଇଁ ବାବୁସାନ ଙ୍କ ଘରେ ବାଉଁଶର ଜଗୁଛନ୍ତି | ଆଉ ଯାହା ଏବେ ବଡ଼ ପ୍ରଶ୍ନ ବାଚୀ ସାଜିଛି | ତାହେଲେ କଣ ବାବୁସାନ ଆସିବା କଥା ସମସ୍ତେ ଜାଣିଥିଲେ ଆଉ ଯାହା ପାଇଁ ଆଜି ତାଙ୍କ ଘପରେ ବାଉଁସର ଜଗିଛନ୍ତି |

କିନ୍ତୁ ଅନ୍ୟ ପକ୍ଷରେ ଗୋଟିଏ କଥା ଗଣମାଧ୍ୟମ ଆଗରେ ଭାଇରାଲ ହେଉଛି କି ବାବୁସାନ ଙ୍କୁ ଲୋକମାନେ ଏୟାର୍ପୋଟ ରେ ଦେଖିଥିଲେ | ମାତ୍ର ତାଙ୍କୁ ଫ୍ଲାଇଟ ରେ ଦେଖିବାକୁ ପାଇ ନ ଥିଲେ | କିନ୍ତୁ ବାବୁସାନ ଯଦି ଫ୍ଲାଇଟ ରେ ଆସିନାହାନ୍ତି ତାହେଲେ ବାବୁସାନ କୁଆଡେ ଗଲେ | କଣ ବାବୁସାନ ଫ୍ଲାଇଟ ରେ ଉଲ୍ଲେଇକି ଆଉ ଗୋଟିଏ ଫ୍ଲାଇଟ ରେ ପୋଳେଇଗଲେ କି | ତେବେ ଏମିତି ପ୍ରଶ୍ନ ଉଠୁଥିବା ବେଳେ ବାବୁସାନ ଙ୍କ ପାଇକି କଣ ପାଇଁ ବାଉଁଶର ଜଗିଛନ୍ତି |

ତାହେଲେ ଏଭଳି ଗୋଟିଏ ପ୍ରଶ୍ନ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଇଛି | ତାହେଲେ କଣ ପାଇଁ ବାଉଁଶର କୁ ନେଇକି ବାବୁସାନ ଙ୍କ ଘରେ ଯୋଗେଇ ଦିଆଯାଇଛି |ଆଉ କଣ ଖାଲି ଖାଲି ବାଉଁସର ମାନେ ନିଜେ ନିଜର ସୁରକ୍ଷା ପାଇଁ ଅଛନ୍ତି କି | ଯାହା ସନ୍ଦେହ କରାଯାଉଛି କି ବାବୁସାନ ଆସିବା କଥା ସମସ୍ତେ ଜାଣିଛନ୍ତି ଆଉ ବାବୁସାନ ଆସିଲେ ଭିଡ଼ ହେବ ବୋଲି ଜାଣିକି ବାଉଁଶର ଆଣିକି ଆଉ ଯୋଗେଇ ନାହାନ୍ତି ତ |ତେବେ ଏଭଳି ଗୋଟିଏ ଘଟଣା ସେସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକ ମାନଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment