ଦର୍ଶକ ବନ୍ଧୁ ବେଶ କିଛି ଦିନ ହେବ ସମସ୍ତ ଓଡିଶା ବାସୀ ଙ୍କ ଠୁ ଆରମ୍ଭ କରି ଭାରତରେ କଣେ ଅନୁକୋଣେ ଛାୟୀ ଯାଇଛନ୍ତି ଓଡିଶାର ଚକଲେଟ ହିରୋ ବାବୁସାନ ମହାନ୍ତି ଙ୍କର ଚର୍ଚ୍ଚା | ତେବେ ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ବହୁ ପ୍ରତିକ୍ଷୀତ ଫ୍ଲିମ ‘ଦମନ ‘ ରିଲିଜ ହେବା ପରେ ସମସ୍ତ ଅଭିନେତା ଙ୍କ ମନରେ ବାବୁସାନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି | ତେବେ ଫ୍ଲିମ ଟି ଏକ ସତ୍ୟ ଘଟଣା ଉପରେ ପର୍ଯ୍ୟବେଶୀତ ହେବା ସହିତ,ଫ୍ଲିମ ର ସମସ୍ତ ଚରିତ୍ର କୁ ବହୁତ ସୁନ୍ଦର ଭାବେ ରୂପ ଦେଇଛନ୍ତି ସମସ୍ତ କଳାକାର ମାନେ ଏହି ଫ୍ଲିମ ଟିରେ | ଏହା ସହିତ ଫ୍ଲିମ ର ମୁଖ୍ୟ ଚରିତ୍ର ରେ ଥିବା ବାବୁସାନ ମହାନ୍ତି ଏହି ଫ୍ଲିମ ମାଧ୍ୟମ ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିସାରିଛନ୍ତି ବୋଲି କୁହାଯାଉଛି | ଆଉ ଯେଉଁଥିପାଇଁ ତାଙ୍କୁ ଆଲି ଅର୍ଜୁନ ଙ୍କ ପାଖରୁ ଅଫର ଆସିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା |
ତେବେ ସୂଚନା ଅନୁଯାୟୀ ଏହି ଫ୍ଲିମ କୁ ନେଇ ଖାଲି ଓଡିଶା ର ଅଭିନେତା ନୁହେଁ ଦକ୍ଷିଣ ଭାରତୀୟ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ବହୁତ ପସନ୍ଦ କରିଥିବା ସହିତ ସାରା ଭାରତ ବାସୀ ପସନ୍ଦ କରିଛନ୍ତି | ଏହା ସହିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ର ସୁପର ଷ୍ଟାର ଯିଏ ସବୁବେଳେ ନିଜର ଷ୍ଟାଇଲ ଓ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ଠାରେ ସବୁବେଳେ ଚର୍ଚ୍ଚାରେ ଥିବା ଜଣା ଶୁଣା ସୁପର ଷ୍ଟାର ଆଲୁ ଅର୍ଜୁନ ବାବୁସାନ ଙ୍କ ଏହି ଫ୍ଲିମ ଦେଖି ତାଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଆଗାମୀ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ରେ ଏକ ସୁଯୋଗ ଦେବେ ବୋଲି କହିଛନ୍ତି |
ହଁ ଦର୍ଶକ ବନ୍ଧୁ ଆପଣଙ୍କୁ ଶୁଣି ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା କୁଆଡେ ସତ ବୋଲି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖି ବାବୁସାନ ଙ୍କ ଦର୍ଶକ ମାନେ ବହୁତ ଖୁସି ଥିବା ଜଣା ପଡିଛି |ତେବେ ଦକ୍ଷିଣ ଭାରତୀୟ ସୁପର ଷ୍ଟାର ଆଲୁ ଅର୍ଜୁନ ଏକଥା ମଧ୍ୟ କହିଛନ୍ତି ଯେ ମୁଁ ଏକ ଅଭିନେତା | ତେଣୁ ଜଣେ ଅଭିନେତା ହଁ ଅନ୍ୟ ଏକ ଅଭିନେତା କୁ ସୁଯୋଗ ଦେବା ଆବଶ୍ୟକ | କାରଣ ମୁଁ ଏହି ଫ୍ଲିମ ଟି ଦେଖିଛି ଏଥିରେ ଥିବା ସମସ୍ତ ଚରିତ୍ର କୁ ମୁଁ ଭଲ ଭାବରେ ବୁଝିଛି | କିପରି ଏହି ଫିଲ୍ମ ମାଧ୍ୟାମ ରେ ସମସ୍ତ କଳାକାର ସେମାନଙ୍କ ଭୂମିକା ଲିଭେଇ ଛନ୍ତି ତାହା ପ୍ରଶଂସନୀୟ |
ଏହା ସହିତ ବାବୁସାନ ଯେପରି ଭାବରେ ଏହି ଭୂମିକା କୁ ପ୍ରକୃତ ଭାବରେ ଲିଭେଇ ଛନ୍ତି ତାହା ମଧ୍ୟ ଉଚ୍ଚ ସ୍ତରୀୟ ଥିଲା ବୋଲି କହିଛନ୍ତି ଆଲୁ ଅର୍ଜୁନ | ଆଉ ତାଙ୍କୁ ତାଙ୍କର ଦକ୍ଷିଣ ଭାରତୀୟ ଫ୍ଲିମ ରେ ମଧ୍ୟ ସୁଯୋଗ ଦେବେ ବୋଲି କହିଛନ୍ତି ଆଲୁ ଅର୍ଜୁନ | ଆଉ ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।