ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ଏଠାରେ ଏକ ଫିଲ୍ମ ଜଗତ ସହିତ ଜଡିତ ଥିବା ଦୁଇ ପରିବାର ମଧ୍ୟରେ ଦେଖା ଦେଇଛି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ଏଠାରେ ଅଭିନେତ୍ରୀ ଅପରାଜିତା ମ୍ୟାଡମ କହିଛନ୍ତି। ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଅଭିନେତା ବାବୁସାନ ମହାନ୍ତି ଙ୍କୁ ନେଇ ଏମିତି କିଛି ପାରିବାରିକ କଳହ ଦେଖା ଦେଇଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି।
ଆଉ ଏହି ଘଟଣା ରେ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ସମ୍ପର୍କ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଉ ବିଭିନ୍ନ ସମୟରେ ଏମିତି ଅନେକ କଳାକାର ଓ ଅଭିନେତା ଏବଂ ଅଭିନେତ୍ରୀ ସମ୍ପର୍କ କୁ ନେଇ ଅନେକ ସମୟରେ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ସେମାନେ ଅନେକ ସ୍ଥାନରେ ଏମିତି ଘଟଣା କୁ ନେଇ ଅନେକ ବିବାଦକୁ ଆସି ଥାଆନ୍ତି।
ଆଉ ଏବେ ଏହିପରି ଏକ ଘଟଣା ବହୁଳ ଭାବରେ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ଏହି ଘଟଣା ଟିରେ ସେହି ଦୁଇ ଜଣ ଅଭିନେତା ଓ ଅଭିନେତ୍ରୀ ସମ୍ପର୍କ କୁ ନେଇ ଉଭୟ ପରିବାର ମଧ୍ୟ ବିବାଦ କୁ ଟାଣି ହୋଇ ଯାଇଛନ୍ତି। ଆଉ ଆପଣ ମାନେ ଅନେକ ସମୟରେ ସିନେମା ମାନଙ୍କରେ ଦେଖିବାକୁ ପାଇଥିବେ ଯାହା ପାରିବାରିକ ବିବାଦ କୁ ନେଇ ଯାହା ଦୁଇ ପରିବାର ମଧ୍ୟ ରେ ଦେଖିବାକୁ ପାଇଥିବେ। ଆଉ ଏବେ ଏହି ଘଟଣା ଟିରେ ଜାଣିବାକୁ ମିଳିଛି ଯେ ସୁପରଷ୍ଟାର ବାବୁସାନ ମହାନ୍ତି ଆଗରୁ ବିବାହିତ ହୋଇଥିଲେ ମଧ୍ୟେ ଏବେ ଆଉ ଜଣେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ସମ୍ପର୍କକୁ ନେଇ ବିବାଦ ଜୋର ରେ ଦେଖା ଦେଇଛି। ଆଉ ବାବୁସାନ ଙ୍କ ସ୍ତ୍ରୀ ଏବେ ଗାଡି ମଧ୍ୟରେ କିଛି ବ୍ୟବହାର ଏମିତି କିଛି କରିଛନ୍ତି ଯାହା କୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଏମିତି କିଛି କହିଛନ୍ତି।
ଆଉ ତାହା ପରେ ଏହିଭଳି ଭାବରେ ବିବାଦ ଏବେ ଥାନା କୁ ଯାଇଛି ଯାହା ଜାଣିବାକୁ ମିଳିଛି। ଆଉ ଏହି ସମୟ ରେ ବିବାଦ କୁ ନେଇ ଦୁଇ ପରିବାର ଏବେ ଚର୍ଚ୍ଚା ଜୋର ଧରିଛି। ଆଉ ଅଭିନେତା ବାବୁସାନ ମହାନ୍ତି ବିବାହ ପରେ ଏହିଭଳି ଭାବରେ ଆଉ ଜଣଙ୍କ ସହିତ ବୁଲିବାକୁ ତାହାକୁ ନେଇ ପ୍ରଶ୍ନ। ଆଉ ଏଠାରେ ତାଙ୍କର ମାଆ ଅଭନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ଏହିଠାରେ କିଛି କହିଛନ୍ତି ଯାହା ଆପଣ ମାନେ ଦେଖିବାକୁ ପାଇଥିବେ। ଆଉ ସେ କହିଛନ୍ତି ଯେ ତାଙ୍କ ପୁଅ ଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ବ୍ଲାକମେଲ କରିବା ନେଇ ସୂଚନା ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।