EXCLUSIVE : ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତୃପ୍ତି, କଣ ଲେଖିଛନ୍ତି ଆପଣ ମାନେ ଦେଖିଲେ ହୋସ ଉଡିଯିବ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆଜି ହେଉଛି ଅଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଜନ୍ମଦିନ ସେ ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ‘ରୋମିଓ- ଦ ଲଭର ବୟ’ ଜରିଆରେ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ,ତାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି |ଏହି ସମୟ ଭିତରେ କେତେକ ଆଗଧାଡ଼ିର ନାୟିକାଙ୍କ ସହ କାମ କରିଛନ୍ତି ବାବୁସାନ ସେମାନଙ୍କ ଭିତରୁ କେତେକଙ୍କ ସହ ହାଟ୍ରିକ୍ କରିଛନ୍ତି ବୋଲି ଜଣା ପଡିଛି |ତେବେ ଏହି ଜନ୍ମ ଦିନ ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନ ର ଶୁଭେଚ୍ଛା ଚୁଟି ଆସୁଥିଲା ବେଳେ ଏବେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଯିଏ କେହି ଦେଖୁଛି ତାହାର ପ୍ରତିକ୍ରିୟା ରଖୁଛି ବୋଲି ଜଣା ପଡିଛି | ତାହେଲେ ଆସନ୍ତୁ ବନ୍ଧୁଗଣ କଣ ଏମିତି ସେ ଭିଡ଼ିଓ ରହିଛି ତାହା ବିଷୟରେ ଆଲୋଚନା କରିବା |

ତେବେ ଆଜି ହେଉଛି ଓଡିଶା ର ଲୋକପ୍ରିୟ ଅଭିନେତା ବାବୁସାନ ଙ୍କ ଜନ୍ମଦିନ | ତେବେ ଏହି ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକ ଙ୍କ ଠୁ ଆରମ୍ଭ କରି ତାଙ୍କ ପରିବାର ଯାଏ ସମସ୍ତେ ତାଙ୍କୁ ଏହି ଜନ୍ମଦିନ ରେ ବହୁତ ସାରା ଶୁଭେଚ୍ଛା ଜଣାଇଛନ୍ତି | ହେଲେ ଏହି ଜନ୍ମଦିନ ଅବସରରେ ତାଙ୍କ ଭଉଣୀ ତୃପ୍ତି ମହାନ୍ତି ତାଙ୍କ ଭାଇ ବାବୁସାନ ଙ୍କ ଜନ୍ମଦିନ ଶୁଭେଚ୍ଛା ରେ କିଛି ଏହିପରି ମେସେଜ କରି ଏବେ ଚର୍ଚ୍ଚା ରେ ଅଛନ୍ତି | ହଁ ଆଜ୍ଞା ଏତେ ବାଦ ବିବାଦ ପରେ ଅଭିନେତା ବାବୁସାନ ଘରକୁ ଫେରିବା ପରେ ଆଜି ତାଙ୍କର ଜନ୍ମଦିନ ପାଳନ କରାଯିବ ଅନେଇ ବାବୁସାନ ଓ ତାଙ୍କ ପରିବାର ର ସଦସ୍ୟ ମାନେ ବେଶ ଖୁସି ଅଛନ୍ତି ବୋଲି ଜଣା ପଡିଛି | ତେବେ ଏହି ଜନ୍ମଦିନ ବାବୁସାନ ତାଙ୍କ ଘର ଲୋକଙ୍କ ସହିତ ପାଳନ କରିବେ ବୋଲି ସୂଚନା ମିଳିଛି |

ତେବେ ମିଳିଥିବା ସୂଚନା ଅନୁଯାୟୀ ବାବୁସାନ ଙ୍କ ଭଉଣୀ ତୃପ୍ତି ଯିଏ କି ମୁମ୍ବାଇ ରେ ଥାଇ ମଧ୍ୟ ବାବୁସାନ ଙ୍କ ଜନ୍ମଦିନ ର ବାର୍ତ୍ତା ପଠାଇଛନ୍ତି | ସେ ଲେଖିଛନ୍ତି, ମେନି ମେନି ହାପି ରିଟର୍ନସ ଅଫ ଦ ଡେ, ହାପି ବ୍ୟାର୍ଥଡେ ଟୋକା | ତା ସହିତ ଲେଖିଛନ୍ତି ଭଗବାନ ତୋତେ ବୁଦ୍ଧି ଦିଅନ୍ତୁ, ଆଉ ଭୁତୁଣୀ, ପିସାଚିନି ମାନଙ୍କଠୁ ଦୁରେଇ ଦିଅନ୍ତୁ ଏମିତି ବାର୍ତ୍ତା ରଖିଛନ୍ତି ଭଉଣୀ ତୃପ୍ତି | ଯାହା ଏବେ ଜନ୍ମଦିନ ର ଭଲ ଆଶୀର୍ବାଦ ବୋଲି କୁହାଯାଉଛି | ହଁ ଦର୍ଶକ ବନ୍ଧୁ ଭାଇ ଭଉଣୀ ଙ୍କ ର ଏହି ଭଲ ପାଇବା ଓ ସ୍ନେହ ମମତା ଭିତରେ ଭାଇର ମଙ୍ଗଳ ପାଇଁ ଭଉଣୀ ତାଙ୍କ ଜନ୍ମଦିନ ରେ ଏମିତି ବାର୍ତ୍ତା ପଠାଇଥିବା କୁହାଯାଉଛି |

ତାହାଲେ ବନ୍ଧୁଗଣ ଏହା ଥିଲା ଆଜିର ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ବହୁତ ମତ ମଧ୍ୟ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment