Exclusive : ବାବୁଶାନ୍ କୁ ସୁରକ୍ଷା ଦେବେ ବାହୁବଳୀ ବାଉଁସର୍… ଏ ନେଇ କଣ କହୁଛନ୍ତି ବାଉଁସର୍ ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ବହୁତ ମାତ୍ରାରେ ଭାଇରାଲ ହେଉଥିବା ଭିଡିଓ ବାବୁସାନ ଆଉ ପ୍ରକୃତି ଙ୍କ କଥା ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ |ଫିଲ୍ମ ଜଗତର ଏତେ ବଡ଼ କଳା କାର ହେଇକି ଆଜି ଯୋଉଁ କାମ କରିଛନ୍ତି ଯୋଉଁ ଘଟଣା ପାଇଁ ଅନେକ ଅପମାନ ର ଶିକାର ମଧ୍ୟ ହେବାକୁ ପଡିଛି ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କୁ | ତେବେ ଏଭଳି ଘଟଣା ଘଟିବା ପରେ ଓଡିଶା ଛାଡିକି ପୋଳେଇ ଯାଇଥିଲେ ବାବୁସାନ | ଆଉ ଯାହାକୁ ନେଇ ମଧ୍ୟ ବହୁତ କଥା ଉଠିଥିବା ବେଳେ ବର୍ତ୍ତମାନ ବାବୁସାନ ନିଜର ଘରେ ପହଞ୍ଚିଛନ୍ତି ଆଉ ତାଙ୍କର ବୋଡିଗାଡ଼ ମାନେ ତାଙ୍କୁ ସୁରକ୍ଷା ମଧ୍ୟ ଦେଉଛନ୍ତି |

ତେବେ ବାବୁସାନ ଙ୍କର ଏଭଳି ଗୋଟିଏ ଭିଡିଓ ଭାଇରାଲ ହେବା ପରେ ଓଡିଶା ଛାଡିକି ପଳେଇ ଯାଇଥିଲେ ବାବୁସାନ | ଆଉ ଏବେ ସେ ଚେନାଇଁ ରୁ ଭୁବନେଶ୍ୱର କୁ ଫେରିଛନ୍ତି | ଆଉ ବାବୁସାନ ଘରକୁ ଫେରିଲେ ବହୁତ ଭିଡ଼ ହେବ ବୋଲି ଓ ତାଙ୍କର ସୁରକ୍ଷା ପାଇଁ, ଯେମିତି ତାଙ୍କର କିଛି ବି ଅସୁବିଧା ହେବ ନାହିଁ ସେଥିପାଇଁ ବାହୁବଳୀ ବାଉଁସର ଙ୍କୁ ମଧ୍ୟ ରଖା ଯାଇଥିଲା | ଆଉ ସେ କାହାରିକୁ ମଧ୍ୟ ଗେଟ ଭିତରକୁ ପଶିବା ପାଇଁ ଦେଇ ନ ଥିଲେ | ଆଉ ଯୋଉଠି ବାବୁସାନ ଭୁବନେଶ୍ୱର ଏୟାରପୋର୍ଟ ରୁ ଆସି ସିଧା ତାଙ୍କର ବାପା ମା ଙ୍କୁ ଦେଖା କରିବା ପାଇଁ ତାଙ୍କର ଘରକୁ ଆସିଥିଲେ | ଆଉ ସେ ଆସିଲା ପରେ ସଙ୍ଗେ ସଙ୍ଗେ ଗେଟ ବନ୍ଦ କରିଦେଇଥିଲେ ବାଉଁସର |

ତେବେ ବାଉଁସର ଙ୍କ ଯାହା ପ୍ରତିକ୍ରିୟା ରହିଛି ଆଉ ସେ କହିଥିଲେ କି, ବହୁତ ଭିଡ ହେଉଛି ତାଙ୍କ ଘର ଆଗରେ, ଆଉ ତାଙ୍କର କାମ ହେଉଛି ସେଲିବ୍ରିଟି ମାନଙ୍କୁ ସୁରକ୍ଷା ଦେବା ଓ ସେ ସେ କାମ ମଧ୍ୟ କରୁଛନ୍ତି | ତାହା ବ୍ୟତୀତ କାଲି ରାତିରେ ବାବୁସାନ ପହଞ୍ଚିଥାନ୍ତେ ଭୁବନେଶ୍ୱର ରେ ମାତ୍ର ଆଜି ସକାଳେ ପହଞ୍ଚିଥିଲେ | ତେବେ ସେ ପହଞ୍ଚିଲା ପରେ ବଡ଼ କଥା ଆସୁଛି କି ଖାରବେଳ ପୋଲିସ ବର୍ତ୍ତମାନ ବାବୁସାନ ଙ୍କୁ ଜେରା କରିବ ଆଉ କଣ କଣ ସବୁ ପ୍ରଶ୍ନ ପଚାରିବ |

ତେବେ ବାବୁସାନ ପ୍ରକୃତି ଙ୍କୁ ନେଇକି କଣ ସମ୍ପର୍କ ରହିଛି |ସେମାନେ ମୁମ୍ବାଇ ରେ ଗୋଟିଏ ହଟେଲ ରେ ଥିଲେ ନାଁ ନାହିଁ | ଆଉ ତାଙ୍କର ସ୍ତ୍ରୀ ତୃପ୍ତି ତାଙ୍କ ନାଁ ରେ ଯେଉଁ ଭଳି ଭାବରେ ଅଭିଯୋଗ ଆଣିଛନ୍ତି ତାହା ସତ ନାଁ ନାହିଁ | ସେ ସମସ୍ତ ବିଷୟରେ ପ୍ରଶ୍ନ ପଚାରିବାକୁ ଯାଉଛନ୍ତି ପୋଲିସ ବାବୁସାନ ଙ୍କୁ | ଯାହା ଏବେ ସେସିଆଲ ମିଡ଼ିଆରେ ଖୁସି ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment