ଦେଖନ୍ତୁ ଭିଡ଼ିଓ : ଓଃ କି ମସ୍ତି ! ବାବୁଶାନ୍ କିପରି ତାଙ୍କ ପୁଅକୁ ଧରି କ୍ଷିର ପିଆଇଲେ ଦେଖିଲେ ଆପଣ ବି ହୋଇଯିବେ ତାଯୁବ….

0

ବାବୁଶାନ ମହାନ୍ତି ଯିଏକି କେବଳ ଜଣେ ଲୋକପ୍ରିୟ ଅଭିନେତା ନୁହନ୍ତି ତାଙ୍କ ନାମ ସହିତ ଯୋଡ଼ି ରହିଛି ଅନେକ ଭଲପାଇବା ସ୍ନେହ ଓ ଲୋକ ପ୍ରିୟତା। ଲକ୍ଷ ଲକ୍ଷ ଦର୍ଶକ ଓ ପ୍ରଶଂସକ ଙ୍କ ସେ ହେଉଛନ୍ତି ପ୍ରଥମ ପସନ୍ଦ। ଯାହାଙ୍କ ସୁନ୍ଦରତା ଯେତିକି ଅଧିକ ତାଙ୍କର ହୃଦୟ ସେତିକି ସଫା।ସେ ଯେତିକି ହ୍ୟାଣ୍ଡସମ୍ ସେତିକି ଉଦାରବାଦୀ ମଧ୍ୟ।ତାଙ୍କର ଏହି ଭଳି ସୁନ୍ଦର୍ ଚେହେରା ସହିତ ସ୍ନେହୀ ହୃଦୟରେ ହୋଇଥିବା କିଛି ଭିଡିଓ ର ଝଲକ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ଏଥିରେ ସେ ପରିବାର ସହିତ ନିଜର ଖୁସି ର ମୁହୂର୍ତ୍ତକୁ ବିତାଉ ଥିବାର ଦେଖିବାକୁ ମିଳିଥାଏ।

ତେବେ ଅନେକ ଦିନ ଧରି ଦର୍ଶକ ମାନଙ୍କ ମନକୁ ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁ ରେ ବାନ୍ଧି ରଖିଥିବା ଆଗ ଧାଡ଼ିର ଜଣେ ଲୋକପ୍ରିୟ କଳାକାର ହେଉଛନ୍ତି ବାବୁଶାନ୍ ମହାନ୍ତି।ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସେ ହେଉଛନ୍ତି ସବୁଠାରୁ ଅଧିକ ପସନ୍ଦର କଳାକାର।ତାଙ୍କର ଅଭିନୟ ସମସ୍ତଙ୍କ ନିକଟରେ ବେଶ୍ ଆଦୃତ। ତେବେ ଓଡ଼ିଆ ସିନେମା ଜଗତର ଜଣେ ଆଗ ଧାଡ଼ିର ଅଭିନେତା ଭାବରେ ବାବୁଶାନ୍ ଜଣେ ଲୋକପ୍ରିୟ ଚେହେରା। ତାଙ୍କର ଅଭିନୟ ଏବଂ ବିଶେଷ କରି ତାଙ୍କର ବ୍ୟକ୍ତିତ୍ଵ ସମସ୍ତଙ୍କୁ ଆକର୍ଷିତ କରିଥାଏ। ହିନ୍ଦୁ ଧର୍ମର ସଂସ୍କୃତି ରେ ସେ ବାନ୍ଧି ହୋଇ ରହିଥାନ୍ତି। ତାଙ୍କର ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧର ବେଶ୍ ଗୁରୁତ୍ଵ ରହିଛି।

ଯାହା ତାଙ୍କ ବ୍ୟବହାର ରୁ ଜଣା ପଡ଼ିଥାଏ।କେବଳ ଏତିକି ନୁହେଁ ଓଡ଼ିଶାର ଲକ୍ଷ ଲକ୍ଷ ଦର୍ଶକ ଓ ପ୍ରଶଂସକ ଙ୍କ ସେ ହେଉଛନ୍ତି ପ୍ରଥମ ପସନ୍ଦ। ଯାହାଙ୍କ ମନ ଯେତିକି ବଡ଼ ତାଙ୍କର ହୃଦୟ ମଧ୍ୟ ସେତିକି ସଫା। ତାଙ୍କର ମିଠା କଥା ଏବଂ ହସ ବେଶ୍ ମନଲୋଭା ଅଟେ। ଆପଣ ଜାଣିଛନ୍ତି ନିକଟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଛି। ଯାହାକୁ ନେଇ ସେ ଅନେକ ସମୟରେ ଅନେକ ଭିଡିଓ ନିଜର ପ୍ରଶଂସକ ମାନଙ୍କ ପାଇଁ ସେୟାର କରିଥାନ୍ତି।ଆପଣ ଜାଣିଛନ୍ତି ବାବୁଶାନ୍ ତାଙ୍କ ପୁଅର ନାମ କରଣ କରି ସାରିବା ପରେ ସେ ତାଙ୍କର ପ୍ରଶଂସକ ମାନଙ୍କୁ ଏ ବିଷୟରେ ଜଣାଇ ଥିଲେ ଏବଂ ତାଙ୍କର ଖୁସିକୁ ସେୟାର କରିଥିଲେ।

ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ବାବୁଶାନ୍ ତାଙ୍କ ପୁଅକୁ କ୍ଷୀର ପିଆଉ ଛନ୍ତି। କୋଳରେ ପୁଅକୁ ଧରି ବୋତଲ ରେ ଥିବା କ୍ଷୀରକୁ ସେ ପୁଅକୁ ପିଆଉ ଛନ୍ତି।ଏହା ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ବାବୁଶାନ୍ ତାଙ୍କ କୁନି ପୁଅ ସମର୍ଥ କୁ କାନ୍ଧରେ ପକାଇ ଥାପୁଡୁ ଛନ୍ତି ଏବଂ ଶୁଆଇ ଦେଉଛନ୍ତି। ଏହିସବୁ ଭିଡିଓ କୁ ଦେଖି ପ୍ରଶଂସକ ମାନେ ବହୁତ୍ ଖୁସି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।