ବାବୁଶାନଙ୍କ ଅଡିଓ ଭାଇରାଲ..ତୋ ଭାଇ ସିନେମା ଦେଖିବୁନି… ଶୁଣନ୍ତୁ ଅଡିଓ Call

ପ୍ରତିଦିନ ଆମ ଓଡିଶାରେ କିଛି ନା କିଛି ନୂଆ ନୂଆ ଖବର ଶୁଣିବା ପାଇଁ ମିଳୁଛି। ଯାହାକି ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କାରଣ ଆପଣ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଖୁବ ଭଲ ଭାବରେ ଜଡ଼ିତ। ଏଇ କିଛି ଦିନ ଧରି ଟୁଙ୍ଗୁରୁ ଭୋଳ ଆଉ ବର୍ଷା ବିଷୟରେ ପୁରା ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଚାଲିଛି। ତେବେ ଏଭଳି ନସରୁଣୁ ବର୍ତ୍ତମାନ ସମୟରେ ଅଭିନେତା ବାବୁସାନଙ୍କ ଓଡ଼ିଓ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଏହି ଭାଇରାଲ ଓଡ଼ିଓ ବିଷୟରେ ଆଲୋଚନା କରିବା।

ଆପଣ ମାନେ ସମସ୍ତେ ଓଡ଼ିଶାର ସୁପରଷ୍ଟାର ବାବୁସାନଙ୍କ ବିଷୟରେ ଜାଣିଥିବେ। ତାଙ୍କର ମାଆ ଅପରାଜିତା ମହାନ୍ତି ଏବଂ ବାପା ଉତ୍ତମ ମହାନ୍ତି ବହୁତ ଲୋକପ୍ରିୟ କଳାକାର ବାବୁସାନ ମଧ୍ୟ ନିଜର ଅଭିନୟ ପାଇଁ ଆଜି ଓଡ଼ିଶାର ଘରେ ଘରେ ପରିଚିତ। ହେଲେ ବର୍ତ୍ତମାନ ସମୟରେ ତାଙ୍କର ଏକ ଓଡ଼ିଓ ଭାଇରାଲ ହେବାରେ ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଦୁଃଖ ପ୍ରକାଶ କରିବେ। କାରଣ ଜଣେ କଳାକାର ସବୁବେଳେ ନିଜର ଆଚାର ବ୍ୟବହାର ଦେଖି ଶୁଣି କରିବା ଉଚିତ ନହେଲେ ସେସବୁ ଆମ ସମାଜ ଉପରେ ଏହା ବହୁତ ଖରାପ ପ୍ରଭାବ ପକାଇ ଥାଏ।

ସୂଚନା ଅନୁସାରେ ବାବୁସାନ ତାଙ୍କର ଜଣେ ଫ୍ୟାନଙ୍କ ସହିତ କଥା ହେଉଛନ୍ତି। ସେ କହିଛନ୍ତି ଯେ ତାଙ୍କର ଏକ ସିନେମା ବ୍ରହ୍ମପୁର ହଲ ରେ ଚାଲୁନାହିଁ। ବାବୁସାନ କହିଛନ୍ତି ଯେ କଣ ପାଇଁ ଚଳିବନି ଦେଖିବା ସିନେମା ହଲ ଭାଙ୍ଗିଦେବା , ତାଙ୍କ ଫ୍ୟାନଙ୍କ ପାଖରେ କେତେ ପିଲା ଅଛନ୍ତି ଏବଂ ସେ କହିଛନ୍ତି ଯେ ତାଙ୍କ ହାତରେ 50 ରୁ ଅଧିକ ପିଲା ଅଛନ୍ତି। ଏହାପରେ ବାବୁସାନ କହିଛନ୍ତି ଯେ ସେ ଆଉ କିଛି ପିଲା ନେଇ ଯିବେ। ଏହିଭଳି ଭାବରେ ବାବୁସାନ ନିଜେ ଓଡିଓ କୋଲ ରେ କଥା ହୋଇଛନ୍ତି।

ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନ ମାନେ ମଧ୍ୟ ଏହି ଓଡ଼ିଓ କୋଲ ଶୁଣି ବହୁତ ଦୁଃଖ ପ୍ରକାଶ କରିଛନ୍ତି। ଅନେକ ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ଯାହାବି ହେଉ ଜଣେ ସାଧାରଣ ଲୋକ ଅପେକ୍ଷା ଜଣେ ସେଲିବ୍ରେଟି ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କୁ ଅନୁସରଣ କରି ଅଗାମୀ କାଲିର ଭବିଷ୍ୟତ ଗଢ଼ି ଉଠିଥାଏ। ଯାହାବି ହେଉ ଏଭଳି ଓଡ଼ିଓ କୋଲ ଫ୍ୟାନ ମାନଙ୍କୁ ଅନେକ କଷ୍ଟ ଦେଇଛନ୍ତି। ତେଣୁ ଆମର ବିଶେଷ କରି କଳାକର ସେମାନଙ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment