ଏଥିରୁ ବାଛନ୍ତୁ ଗୋଟିଏ Ganesh ଙ୍କ ମୂର୍ତ୍ତି ଏବଂ ଜାଣନ୍ତୁ ନିଜ ବିଷୟରେ ଗୋଟେ ଖାସ Secret କଥା – Life Style

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧର୍ମ ରେ 33 କୋଟି ଦେବା ଦେବୀ ଙ୍କର ପୂଜା ଅର୍ଚନା କରାଯାଇଥାଏ |ତେବେ ସେମାନଙ୍କ ମଧ୍ୟରେ ଗଣେଶ କୁ ବିଘ୍ନ ବିନାଶକ ବୋଲି ଆମେ ମାନି ଥାଉ | ଆଉ କୌଣସି ପୂଜା ଅର୍ଚନା ବେଳେ ଗଣେଶ କୁ ପ୍ରଥମେ ପୂଜା କରାଯାଇଥାଏ | ତେବେ ଆଜି ଆମେ ଗଣେଶ ଙ୍କର 3 ଟି ମୂର୍ତ୍ତି ଉପରେ ଆଲୋଚନା କରିବୁ | ଆଉ ତାହା ହେଉଛି ଏକଦନ୍ତ, ଗଜାନନ, ଗଣପତି | ତେବେ ଏହି 3 ଟି ଭିତରୁ ଯେ କୌଣସି ଗୋଟିଏ ପ୍ରକାରର ମୁକ୍ତି କୁ ଆପଣ ମାନେ ପସନ୍ଦ କରନ୍ତୁ ଓ ଆପଣଙ୍କ ର ମନ ପସନ୍ଦ ର ମୂର୍ତ୍ତି କୁ ବାଛିକି ନିଜର ଭବିଷ୍ୟତ ବିଷୟରେ ଆସନ୍ତୁ ଜାଣିବା |
1-ଏକଦନ୍ତ ମୂର୍ତ୍ତି :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଯେଉଁ ବ୍ୟକ୍ତି ମାନେ ଏକଦନ୍ତ ମୂର୍ତ୍ତି କୁ ବାଛି ଥାନ୍ତି ସେମାନେ ବହୁତ ସ୍ୱାଭିମାନୀ ହୋଇଥାନ୍ତି | ଆଉ ସେମାନଙ୍କର ନିଜ ଉପରେ ଓ ନିଜର କାମ ଉପରେ ଧ୍ୟାନ ଥାଏ ବୋଲି କୁହାଯାଉଛି | ତାହା ସହିତ ଏମାନେ ନିଜ ର କାମ କୁ ଗୁରୁତ୍ୱ ଦେଇଥାନ୍ତି ଯାହା ଫଳରେ ଜୀବନରେ ବହୁତ ଉନ୍ନତି କରିଥାନ୍ତି |ଏମାନେ ବିନା କାରଣରେ କାହା ପାଖରୁ ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ |ଏମାନଙ୍କର ହୃଦୟ କମଳ ସ୍ଵଭାବର ହୋଇଥାଏ ଓ ଟିକିଏ ଟିକିଏ କଥା ରେ ଭାବୁକ ହୋଇ ଯାଇଥାନ୍ତି | ତାହା ସହିତ ଏମାନଙ୍କର ଦମ୍ପତି ଜୀବନ ମଧ୍ୟ ସୁଖମୟ ହୋଇଥାଏ |

2-ଗଜାନନ ମୂର୍ତ୍ତି :-

କୁହାଯାଉଛି କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମାନେ ଗଜନନ ଙ୍କର ମୂର୍ତ୍ତି କୁ ବାଛିଥାନ୍ତି ସେମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାଵ ର ହୋଇଥାନ୍ତି | ସେମାନେ ପାଟି ତୁଣ୍ଡ କୁ ଜମାରୁ ପସନ୍ଦ କରନ୍ତି ନାହିଁ | ଆଉ ତାହା ସହିତ ଯିଏ ଥରେ ସେମାନଙ୍କୁ ମିଛ କହିଥାନ୍ତି ସେମାନଙ୍କ ସହିତ ସମ୍ପର୍କ ରଖିବାକୁ ମଧ୍ୟ ପସନ୍ଦ କରି ନ ଥାନ୍ତି ଏହି ବ୍ୟକ୍ତି ମାନେ | ଏହା ସହିତ ଏମାନେ ବହୁତ ଦାନୀ ହୋଇଥାନ୍ତି ଓ ଅନ୍ୟକୁ ସାହାଯ୍ୟ କରିବାକୁ ସେମାନେ ପସନ୍ତ କରନ୍ତି ଓ ନିଜର ପରିଚୟ ନିଜେ ସୃଷ୍ଟି କରିଥାନ୍ତି ଏମାନେ |

3-ଗଣପତି ମୂର୍ତ୍ତି :-

ଯେଉଁ ମାନେ ଗଣପତି ଙ୍କର ମୁକ୍ତି କୁ ବାଛିଥାନ୍ତି ସେହି ବ୍ୟକ୍ତି ମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେମାନେ ସ୍ଵଭାଵ ରେ ବହୁତ ଭଲ ହୋଇଥାନ୍ତି |କିନ୍ତୁ ବେଳେ ବେଳେ ସ୍ବର୍ଥୀ ପ୍ରକୃତିର ହୋଇଥାନ୍ତି | ତେବେ ଏହି ବ୍ୟକ୍ତି ମାନେ ଭଲ ପିନ୍ଧିବା ସହିତ ଭଲ ଖାଇଥାନ୍ତି ମଧ୍ୟ | ତେବେ ଏହି ବ୍ୟକ୍ତି ମାନେ ତାଙ୍କର ଜୀବନ ସାଥି ଙ୍କ ଉପରେ ବିଶ୍ୱାସୀ ଥାଆନ୍ତି ବୋଲି କୁହାଯାଉଛି | ଏମାନଙ୍କ ଜୀବନ ସବୁବେଳେ ହସ ଖୁସି ରେ ଭରି ଯାଇଥାଏ |ତେବେ ଏହାଥିଲା ଏକଦନ୍ତ, ଗଜାନନ, ଗଣପତି ଏହି 3 ଟି ମୂର୍ତ୍ତି ଭିତରୁ ଯେକୌଣସି ଗୋଟିଏ ମୂର୍ତ୍ତି କୁ ବାଛି ନିଜର ଭବିଷ୍ୟତ ବିଷୟରେ ଜାଣିବାର ଉପାୟ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment