Jyotisha Shastra – 1980 ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ବର୍ତମାନ ପ୍ରାୟ ସମସ୍ତେ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଇଛୁକଥାନ୍ତି |ପିଲା ଜନ୍ମ ହେବାପରେ ତାର ଜନ୍ମବାର ଓ ଓ ସମୟ ଆଦିକୁ ଆଧାର କରି ଜାତକ ପ୍ରସ୍ତୁତ କରାଯାଇଥାଏ |ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ତାରିଖ ଓ ବର୍ଷ ଦ୍ଵାରା ସେହି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣି ହୋଇଥାଏ |ମୁଁ ଆଜି ଆପଣକୁ ଆପଣଙ୍କ ଜନ୍ମ ମସିହାକୁ ନେଇ ଆପଣଙ୍କ ବିଷୟରେ କିଛି ଭଲ କଥା କହିବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ 1980ମସିହାରୁ ଉପରକୁ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବା |

1980:-ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁ କ୍ଷେତ୍ରରେ ଆଗରେ ରହିବାକୁ ପସନ୍ଦ କରିଥାନ୍ତି,ଆପଣ ସର୍ବଦା ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଚେଷ୍ଟା କରିଥାନ୍ତି |ଆପଣଙ୍କ ଏହି ଭଲ ଗୁଣପାଇଁ ଆପଣକୁ ସମସ୍ତେ ବହୁତ ଭଲ ପାଇଥାନ୍ତି |

1981:-ଏହି ବ୍ୟକ୍ତିମାନେ ସବୁବେଳେ ସ୍ୱତନ୍ତ୍ରତା କୁ ଅଧିକ ପସନ୍ଦ କରିଥାନ୍ତି ତେଣୁ ଏମାନେ ଅଧିକ ପରିଶ୍ରମ କରି ନିଜ ଗୋଡ଼ରେ ନିଜେ ଛିଡା ହୋଇଥାନ୍ତି |ଏମାନେ କାହା ଉପରେ ନିର୍ଭର କରନ୍ତି ନାହିଁ |

1982:-ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସରଳ ଓ ସଚୋଟ ହୋଇଥାନ୍ତି |ଏହି ବ୍ୟକ୍ତିମାନେ ବହୁତ ଶାନ୍ତ ସ୍ଵଭାଵର ହୋଇଥାନ୍ତି ଏବଂ ଏମାନେ ବହୁତ ଇମୋସନାଲ ମଧ୍ୟ ହୋଇଥାନ୍ତି |

1983:-ଏହି ବ୍ୟକ୍ତିମାନେ ଦୟାଳୁ ସ୍ଵଭାଵର ହୋଇଥାନ୍ତି, ଏମାନେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି |ଏହି ବ୍ୟକ୍ତିମାନେ ସ୍ନେହୀ ମଧ୍ୟ୍ୟ ଅଟନ୍ତି |

1984:-ଏମାନେ ହାସ୍ୟ ସ୍ଵଭାଵର ହୋଇଥାନ୍ତି ତେଣୁ ଏମାନଙ୍କ ଏହି ସ୍ଵଭାଵ ପାଇଁ ଏମାନଂକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି |

1985:-ଏହି ବର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ରାଗି ହୋଇଥାନ୍ତି ତେଣୁ ଏଥିପାଇଁ ସେମାନେ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ |


1986:-ଆପଣଙ୍କ ଚିନ୍ତାଧାରା ସମସ୍ତଙ୍କ ଠାରୁ ଅଲଗା ଅଟେ,ଏମାନେ କେବେ କାହାକୁ ଅନୁସରଣ କରନ୍ତି ନାହିଁ |ନିଜ କାମପାଇଁ କାହାର ସାହାଯ୍ୟ ଲୋଡ଼ନ୍ତି ନାହିଁ |

1987:-ଏହି ବ୍ୟକ୍ତିମାନେ ନିଜର ପ୍ରେମିକକୁ ବହୁତ ଭଲ ପାଇଥାନ୍ତି,ତାଙ୍କପାଇଁ ବହୁତ କିଛି କରିଥାନ୍ତି |

1988:-ଏହି ବ୍ୟକ୍ତିମାନେ ବହୁତ ପ୍ରଭାଵଶାଳୀ ହୋଇଥାନ୍ତି,ସମସ୍ତଙ୍କ ଭିତରେ ନିଜକୁ ପ୍ରସ୍ଫୁଟିତ କରିବାର ଶୈଳୀ ଏମାନଂକୁ ଜଣାଥାଏ |

1989:-ଏହି ବ୍ୟକ୍ତିମାନେ କଠିନ ପରିଶ୍ରମୀ ଅଟନ୍ତି, ଏମାନେ ନିଜର କାର୍ଯ୍ୟ ଆତ୍ମା ବିଶ୍ୱାସର ସହିତ କରିଥାନ୍ତି |

1990:-ଏହି ବ୍ୟକ୍ତିମାନେ ଶାନ୍ତ ସରଳ ସ୍ଵଭାଵର ହୋଇଥାନ୍ତି ଓ ପ୍ରତ୍ୟେକ କଠିନ କାମରେ ଶୀଘ୍ର ହାରମାନି ଯାଇଥାନ୍ତି |

1991:-ଏହି ବ୍ୟକ୍ତିମାନେ ସର୍ବଦା ଖୁସି ରହିବାକୁ ପସନ୍ଦ କରିଥାନ୍ତି,ସବୁବେଳେ ସବୁକ୍ଷେତ୍ରରେ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରିଥାନ୍ତି |

1992:-ଏହି ବ୍ୟକ୍ତିମାନେ ନିଜର ଦକ୍ଷତା ଉପରେ ବିଶ୍ୱାସ ରଖିଥାନ୍ତି, ସମସ୍ତ କାର୍ଯ୍ୟ ଭାବିଚିନ୍ତି ଧୀରଭାବରେ କରିଥାନ୍ତି |

1993:-ଏମାନେ ସଚ୍ଚା ହୃଦୟବାନ ଅଟନ୍ତି,ପରିବାର ଲୋକଙ୍କୁ ବହୁତ ଭଲପାଇଥାନ୍ତି |

1994:-ଏମାନେ ସମସ୍ତଙ୍କ ସହିତ ଖୁବ ଶୀଘ୍ର ମିଶିଯାଇଥାନ୍ତି |

1995:-ଏମାନେ କାହା ଉପରେ ନିର୍ଭରନକରି ନିଜ ଅଭିଜ୍ଞାତାରୁ ବହୁତ କିଛି ଶିଖିଯାଇଥାନ୍ତି |

1996:-ଆପଣ ନିଜର ଆୟକରିବା ପନ୍ଥା ନିଜେ ବାଛିନେଇଥାନ୍ତି |

1997:-ଏହି ବ୍ୟକ୍ତିମାନେ ପ୍ରେମଉପରେ ବହୁତ ବିଶ୍ୱାସ କରିଥାନ୍ତି |

1998:-ଆପଣ ସରଳ ସ୍ଵଭାଵର ହୋଇଥାନ୍ତି ଏବଂ ନିଜକାମ ନିଜେ କରିଥାନ୍ତି |

1999:-ଏମାନେ ସାହସୀ ହୋଇଥାନ୍ତି,ଭିଡ ଭିତରେ ନିଜକୁ ସ୍ୱତନ୍ତ୍ରକରି ଛିଡ଼ାକରନ୍ତି |

2000:-ଏମାନେ ତାଙ୍କ ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି,ଏହି ବ୍ୟକ୍ତି ସଚ୍ଚା ହୃଦୟର ହୋଇଥାନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment