jotisha sastra -ବାଛନ୍ତୁ ଆପଣଙ୍କର ( ଜନ୍ମବାର ) ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ,ସବୁ କିଛି ହେବ ସତ …

ତେବେ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେମିତି ଗ୍ରହ ଓ ନକ୍ଷତ୍ର ର ଚଳଣି ଫଳରେ ଆପଣ ଙ୍କର ଭାଗ୍ୟର ପରିବର୍ତ୍ତନ ହୋଇଥାଏ | ଠିକ ସେହିଭଳି ଆପଣ ଙ୍କର ଭାଗ୍ୟ ମଧ୍ୟ ଆପଣ ଜନ୍ମ ହୋଇଥିବା ବାର ଓ ଦିନ କୁ ନେଇକି ମଧ୍ୟ କେତେକ କ୍ଷେତ୍ରରେ କଳନା କରାଯାଇଥାଏ ବୋଲି କୁହାଯାଉଛି | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ସେମିତି କିଛି କଥା ଯାହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି ବାର ଅନୁସାରେ ବ୍ୟକ୍ତି ଙ୍କର ସ୍ୱାଭାବ ବିଷୟରେ ଜାଣିହେବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ 7 ଟି ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ସ୍ଵଭାଵ ବିଷୟରେ ଜାଣିବା |

1- ରବିବାର :-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର ରେ ଯେଉଁ ପୁରୁଷ ଜନ୍ମ ହୋଇଥାନ୍ତି ସେମାନେ ତେଜ ବନ୍ତ, ବୁଦ୍ଧି ବନ୍ତ, ଗୁଣ ବନ୍ତ, ଧାର୍ମିକ,ବିଚକ୍ଷଣ, ଚତୁର ,ଜିତଖୋର, ଅହଂ ଗୁଣ ସମ୍ପର୍ଣ୍ଣ, ଅସ୍ଥିର , ଚଞ୍ଚଳ ମୋତି ହୋଇଥାନ୍ତି | ସେମାନେ ଯେଉଁ କାର୍ଯ୍ୟରେ ଲାଗିଥାନ୍ତି ତାହାକୁ ସାରିକି ଉଠନ୍ତି | ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସବୁବେଳେ ସତ କହିଥାନ୍ତି |
2-ସୋମବାର :-ସୋମବାର ରେ ଜନ୍ମ ହୋଇଥିବା ପୁରୁଷ ଧୋର୍ଯ୍ୟ ବନ୍ତା, ସ୍ଥିର ବନ୍ତା ,ବହୁ ଗୁଣ ବିଶିଷ୍ଠ, ବିଚାରଶୀଳ, ନ୍ୟାୟ ଶିଳ, ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ଓ ଶାସ୍ତ୍ର ଉପରେ ଅଧିକ ଧ୍ୟାନ ଦେଇଥାନ୍ତି |ଏମାନେ ବହୁତ ସୁନ୍ଦର ଦେଖିବାକୁ ଓ ସମସ୍ତ କାର୍ଯ୍ୟକୁ ଧର୍ଯ୍ୟ ର ସହିତ କରିଥାନ୍ତି ହାର ମାନି ନ ଥାଆନ୍ତି |

3-ମଙ୍ଗଳବାର :-ମଙ୍ଗଳବାର ରେ ଜନ୍ମ ହୋଇଥିବା ପୁରୁଷ ଅସ୍ଥିରତା କାରଣ ଯୋଗୁ ସବୁ କାର୍ଯ୍ୟରେ ପଛରେ ରହିଥାନ୍ତି | କିନ୍ତୁ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ପୁରଣ କରିଥାନ୍ତି | ଏମାନେ ଶତ୍ରୁ ବାଦୀ ହୋଇଥାନ୍ତି ଓ ଏମାନେ ଅତ୍ୟନ୍ତ ଜିଦଖୋର ହୋଇଥାନ୍ତି ଓ ଧର୍ମ କୁ ବିଶ୍ୱାସ ମଧ୍ୟ କରିଥାନ୍ତି |4-ବୁଧୁବାର :-ବୁଧୁବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବୁଦ୍ଧିମାନ, କୌଶଳି ଓ କମ୍ପୁଟର ଭଳି ଏମାନଙ୍କର ବୁଦ୍ଧି କାମ କରିଥାଏ |ପରାଉପକାରୀ, ଶତ୍ରୁବସ କାରୀ ଓ ବହୁମୁଖୀ ହୋଇଥାନ୍ତି |ଦାନ ଧର୍ମ ଅଧିକ କରିଥାନ୍ତି ଓ କୌଣସି ପରିସ୍ଥିତି ରେ ଏମାନେ ବିଚଳିତ ହୁଅନ୍ତି ନାହିଁ |

5-ଗୁରୁବାର :-ଗୁରୁବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ରାଜ ଯୋଗ ଥାଏ | ଏମାନେ ଅନେକ ପ୍ରସଂଶା ର ଅଧିକାରିଣୀ ମଧ୍ୟ ହୋଇଥାନ୍ତି | ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି ତାହା ସହିତ ବୁଦ୍ଧି ଓ ଜ୍ଞାନ ମଧ୍ୟ ଏମାନଙ୍କର ଯଥେଷ୍ଟ ଥାଏ | ଶାନ୍ତ ଓ ଧାର୍ମିକ ସମ୍ପ୍ରଦାୟ ର ହୋଇଥାନ୍ତି |

6-ଶୁକ୍ରବାର :-ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଶୁକ୍ରଚାର୍ଯ୍ୟ ଭଳି କାର୍ଯ୍ୟ ଦେଖାଇଥାନ୍ତି ଓ ବହୁତ ଗୁଣର ଅଧିକାରୀ ହୋଇଥାନ୍ତି ବୋଲି କୁହାଯାଉଛି |ଯେତେବି ବ୍ୟୟ ଯୁକ୍ତ କାର୍ଯ୍ୟ ନିଜ ମୁଣ୍ଡ ଉପରକୁ ଆସିଲେ ମଧ୍ୟ ସେମାନେ ଧୋର୍ଯ୍ୟ ର ସହିତ ସମସ୍ତ କାର୍ଯ୍ୟ କୁ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି |

7-ଶନିବାର :-ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅସ୍ଥିର, କାମ ଅଭିଳାଷୀ, ଶତ୍ରୁ ବାଦୀ ହୋଇଥାନ୍ତି | ଏମାନେ ସର୍ବଦା ବିଚଳିତ ଅବସ୍ଥାରେ ଥାଆନ୍ତି କିନ୍ତୁ ଅହଂ ଗୁଣ ବିରୋଧୀ ହୋଇଥାନ୍ତି |

ତେବେ ଏହା ଥିଲା 7 ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ ବିଷୟରେ ସମ୍ପୂର୍ଣ୍ଣ କଥା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment