ଭାରତର ଅଧିକାଂଶ ଲୋକ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ଵାସ କରିଥାନ୍ତି ।ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ଵାସ ରଖିବା କାରଣରୁ ବ୍ୟକ୍ତି ନିଜର ଭବିଷ୍ୟତ ଏବଂ ବ୍ୟକ୍ତି ନିଜ ଜୀବନର ହେବାକୁ ଥିବା ସମସ୍ୟା ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି। ଏହା ସହିତ ଲୋକ ମାନେ ନିଜର ଭବିଷ୍ୟତ ସହିତ ଜଡ଼ିତ ଘଟଣା ମାନଙ୍କ ବାବଦରେ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇ ଥାନ୍ତି।
ଏଥିପାଇଁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଆପଣ ମାନେ କିପରି ଆମ ଦ୍ଵାରା ଦିଆ ଯାଇଥିବା ରଙ୍ଗର ବିକଳ୍ପ କୁ ବାଛି ଆପଣ ମାନେ ଆପଣଙ୍କ ଭବିଷ୍ୟତ ସହିତ ଜଡ଼ିତ କିଛି ଘଟଣା ସମ୍ପର୍କରେ ଜାଣି ପାରିବେ। ଏବଂ ଏପରି କିଛି କଥା ମାନ ଜାଣିବେ ଯାହା ଆପଣଙ୍କ ଭବିଷ୍ୟତକୁ ଆହୁରି ସୁଦୃଢ କରିବ। ଏଥିରେ ରହିଛି ନୀଳ ରଙ୍ଗ ,ହଳଦିଆ ରଙ୍ଗ ଏବଂ ନାଲି ରଙ୍ଗର ସଂକେତ। ଯାହାର ନିର୍ଣ୍ଣୟ ହିଁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି କହିବ।ତେବେ ବାଛନ୍ତୁ ଗୋଟିଏ ରଙ୍ଗର ସଙ୍କେତ ଆଉ ଜାଣନ୍ତୁ ନିଜ ଭବିଷ୍ୟତକୁ ନେଇ ଜଡ଼ିତ କିଛି ଖାସ୍ କଥା।
ନୀଳ ରଙ୍ଗର ସଙ୍କେତ:-
ଯଦି ଆପଣ ନୀଳ ରଙ୍ଗର ସଙ୍କେତ କୁ ବାଛିଛନ୍ତି ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କ ଜୀବନରେ ଲମ୍ବା ସମୟ ଧରି ବହୁ ସମସ୍ୟା ମାନ ଲାଗି ରହିଛି। ଜୀବନର ଚାଲିଥିବା ଉଚ୍ଚା ନୀଚ ସ୍ଥିତି କାରଣ ରୁ ଆପଣ ଭାବୁଛନ୍ତି ଯେ ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ। ଏହି କାରଣରୁ ଆପଣଙ୍କ ଚିନ୍ତା ରେ ଏବଂ ମାନସିକ ସ୍ତରରେ କିଛି ପରିବର୍ତ୍ତନ ମଧ୍ୟ ଆସିଛି। ଆଗ ଅପେକ୍ଷା ଆପଣ ଅଧିକ ଶକ୍ତିଶାଳୀ ମଧ୍ୟ ହୋଇ ଯାଇଛନ୍ତି। ଆପଣ ବହୁତ୍ ହିଁ ଗମ୍ଭୀର ବ୍ୟକ୍ତି ଅଟନ୍ତି। ଆପଣ ସମୟର ମୂଲ୍ୟ ଭଲ ଭାବରେ ବୁଝନ୍ତି। ନିଜ ଜୀବନ ସାଥିଙ୍କ କଥା ଶୁଣନ୍ତୁ ଆଗକୁ ଯିବେ।
ହଳଦିଆ ରଙ୍ଗର ସଙ୍କେତ:-
ଯଦି ଆପଣ ହଳଦିଆ ରଙ୍ଗର ସଙ୍କେତ କୁ ବାଛିଛନ୍ତି ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣ ବହୁତ ଧୌର୍ଯ୍ୟବାନ୍ ବିବେକ ବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଆପଣ ସମାଜରେ ଖୁବ୍ ଉଚ୍ଚ କୋଟୀର ପଦବୀ ରେ ରହି ଥାନ୍ତି ଆପଣଙ୍କୁ ସମସ୍ତେ ନିଜର ଆଦର୍ଶ ବୋଲି ମାନନ୍ତି ଆପଣ ସବୁ ସମୟରେ ନ୍ୟାୟ ର ମାର୍ଗରେ ଥାନ୍ତି। ଦୁଃଖୀ ଦରିଦ୍ର ମାନଙ୍କୁ ଆପଣ ସବୁ ସମୟରେ ସାହାଯ୍ୟ କରି ଥାନ୍ତି ଯାହା ଆପଣଙ୍କ ଏକ ଉତ୍ତମ ଗୁଣ।
ଲାଲ୍ ରଙ୍ଗର ସଙ୍କେତ:-
ଯଦି ଆପଣ ଲାଲ୍ ରଙ୍ଗର ସଙ୍କେତ କୁ ବାଛିଛନ୍ତି ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣ ଦେଖିବାକୁ ଖୁବ୍ ସୁନ୍ଦର୍ ଏବଂ ଆକର୍ଷଣୀୟ ଅଟନ୍ତି। ଆପଣ ଗପିବା ପାଇଁ ଅଧିକ ପସନ୍ଦ କରନ୍ତି। ଖୁବ୍ ଶାନ୍ତ ଓ ସରଳ ହୋଇଥାନ୍ତି ଆପଣ। ଆପଣଙ୍କ ସହ ଥରେ ଯିଏ ମିଶେ ସିଏ ଆପଣଙ୍କୁ କେବେ ବି ଭୁଲିପାରେ ନାହିଁ। ତେବେ ଆପଣ ବେଳେ ବେଳେ ଅନ୍ୟ ମାନଙ୍କ କଥାରେ ଆସି ଭୁଲ ନିଷ୍ପତି ନେଇ ଯାଇଥାନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।