jotisha sastra -ବାଛନ୍ତୁ ଆପଣଙ୍କର ପସନ୍ଦର ଗୋଲାପ( Rose) ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ,ସବୁ କିଛି ହେବ ସତ …

ଆମେ ଜାଣିଛୁ କି ଆମ ଭାରତୀୟ ସଂସ୍କୃତି ଓ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ମାନେ ଅନେକ ସମୟରେ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ରୁ ଅଧିକ ବିଶ୍ୱାସ କରିବାକୁ ଲାଗିଥାଉ | ଯାହା ଆମ ପାଇଁ ଭଲ ହୋଇଥାଏ କାରଣ ଏହା ସାହାଯ୍ୟରେ ଆମେ ଆଗକୁ ଆସିବାକୁ ଥିବା ଖରାପ ସମୟ ଓ ଦୁଃଖ ଦୁର୍ଦଶା ବିଷୟରେ ଜାଣିପାରୁ | ତେବେ ଆଜି ଆମେ କହିବାକୁ ଯାଉଛୁ ସେହିଭଳି କିଛି କଥା ତାହା ହେଉଛି ରଙ୍ଗ ସାହାଯ୍ୟ ରେ ଭାଗ୍ୟଫଳ ବାଛିବା ର କଥା | ଆଉ ଯେଉଁଠି ନୀଳ,ନାଲି ଆଉ ହଳଦିଆ ରଙ୍ଗର ଫୁଲ ବିଷୟରେ କୁହାଯାଉଛି | ତେବେ ଏହି 3 ଟି ରଙ୍ଗର ଫୁଲ ଭିତରୁ ଯେକୌଣସି ଗୋଟିଏ ଫୁଲ କୁ ବାଛି ଆପଣ ମାନେ ଜାଣି ପାରିବେ ଆପଣଙ୍କର ଭାଗ୍ୟଫଳ | ଆସନ୍ତୁ ଦର୍ଶକ ବନ୍ଧୁ ସେ ସବୁ ବିଷୟରେ ଅଧିକ ଜାଣିବା |ତେବେ ଆପଣ ମାନଙ୍କ ପାଖରେ ତିନୋଟି ରଙ୍ଗର ଫୁଲ ରହିଛି ଯାହା ସାହାଯ୍ୟ ରେ ଆମେ ଆମ ର ଭାଗ୍ୟଫଳ ବାଛି ପାରିବା ତେବେ ଆସନ୍ତୁ ସେ ବିଷୟରେ ଜାଣିବା |
ନୀଳ ରଙ୍ଗ ବାଛିଥିବା ବ୍ୟକ୍ତି ଙ୍କର ଭାଗ୍ୟଫଳ :-

ନୀଳ ରଙ୍ଗର ଫୁଲ ବାଛିଥିଲା ବ୍ୟକ୍ତି ମାନଙ୍କର ଜୀବନରେ ସବୁବେଳେ ସମସ୍ୟା ଲାଗି ରହିଥାଏ ବୋଲି କୁହାଯାଉଛି | ତେବେ ଅନେକ ସମୟରେ ଦେଖା ଯାଏ କି ସେମାନଙ୍କର ଭାଗ୍ୟ ସେମାନଙ୍କୁ ସାଥ ଦେଇ ନ ଥାଏ ଆଉ ସେଥିପାଇଁ ଅନେକ ସମୟରେ ଦୁଃଖ ଆଉ ଦୁର୍ଦଶା ର ଶିକାର ହୋଇଥାନ୍ତି ସେହି ବ୍ୟକ୍ତି ମାନେ |ସେମାନେ ବହୁତ ଭଲ ଆଉ ସରଳ ପ୍ରକୃତିର ହୋଇଥାନ୍ତି, ସେମାନେ କେବେ ହେଲେ ସମୟ ନଷ୍ଟ କରନ୍ତି ନାହିଁ | ଆଉ ଗୋଟିଏ କାମ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରିଥାନ୍ତି ଯାହା ଅନେକ ସମୟ ନେଇଥାନ୍ତି ଯାହା କେତେକ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରୁଥିବା ବେଳେ କେତେକ କ୍ଷେତ୍ରରେ ଅସୁବିଧା ହୋଇଥାଏ | ତେବେ ସେମାନେ ନିଜର ସାଥି ମାନଙ୍କର କଥା ମାନିବା ର ଆବଶ୍ୟକତା ରହିଛି |

ହଳଦିଆ ରଙ୍ଗ ବାଛିଥିବା ବ୍ୟକ୍ତି ଙ୍କର ଭାଗ୍ୟଫଳ :-

ତେବେ ହଳଦିଆ ରଙ୍ଗ ର ଫୁଲ କୁ ବାଛିଥିବା ଲୋକ ମାନେ ବହୁତ ଧୋର୍ଯ୍ୟ ବାନ ହୋଇଥାନ୍ତି | ତେବେ ତାହା ସହିତ ବହୁତ ଚିଡଛିଡା ସ୍ଵଭାଵ ର ହୋଇଥିବାରୁ ଅନେକ ଲୋକ ଆପଣକୁ ଖରାପ ଭାବିଥାନ୍ତି | କିନ୍ତୁ ଯିଏ ଆପଣ ଙ୍କୁ ଭଲ ଭାବରେ ଜାଣିଛନ୍ତି ସେ କେବେବି ଆପଣଙ୍କର ହାତ ଛାଡ଼ିବେ ନାହିଁ | ତାହା ବ୍ୟତୀତ ଆପଣ ଖର୍ଚି ସ୍ଵଭାଵ ର ହୋଇଥିବାରୁ ଅନେକ ସମୟରେ ଅସୁବିଧା ରେ ପଡିଥାନ୍ତି | କିନ୍ତୁ ସେମାନେ ସବୁବେଳେ ସବୁ କ୍ଷେତ୍ରରେ ଆଗୁଆ ଥାଆନ୍ତି |

ନାଲି ରଙ୍ଗର ଫୁଲ କୁ ବାଛିଥିବା ଲୋକ ମାନଙ୍କର ଭାଗ୍ୟଫଳ :-

ତେବେ ଏହି ନାଲି ରଙ୍ଗ ବାଛିଥିବା ବ୍ୟକ୍ତି ମାନେ ବହୁତ ଭଲ ଓ ତାହା ସହିତ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି | ସମସ୍ତଙ୍କ ର ମନକୁ ମୋହି ନେବା ଭଳି ଗୁଣ ରହିଥାଏ ସେମାନଙ୍କ ଭିତରେ ତେଣୁ ସେମାନଙ୍କ ପାଖକୁ ଲୋକ ମାନେ ସବୁବେଳେ ଆସିଥାନ୍ତି |ତେବେ ଏହା ଥିଲା ସେହି 3 ଟି ରଙ୍ଗ ର ଫୁଲ କୁ ବାଛିଥିଲା ବ୍ୟକ୍ତି ମାନଙ୍କର ସ୍ଵଭାଵ ବିଷୟରେ କିଛି ସୂଚନା ଯାହା ସାହାଯ୍ୟରେ ଆମେ ବ୍ୟକ୍ତି ର ଭାଗ୍ୟଫଳ କୁ ଜାଣିପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment