ନିଜ ପ୍ରେମିକା ଓ ପ୍ରେମିକ ଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ରଙ୍ଗର ପାନପତ୍ର ( hart ) ଏବଂ ଜାଣନ୍ତୁ ନିଜର ପ୍ରେମର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – LIFE STYLE

ସମସ୍ତେ ନିଜ ଜୀବନ ସାଥି କୁ ନେଇ ବହୁତ୍ କିଛି ଭାବି ଥାନ୍ତି। ହେବାକୁ ଥିବା ଜୀବନସାଥୀ କୁ ନେଇ ବହୁତ୍ ସ୍ଵପ୍ନ ମଧ୍ୟ ଦେଖି ଥାନ୍ତି। ତେବେ ସମସ୍ତେ ଚାହାଁନ୍ତି କି ତାଙ୍କ ଜୀବନସାଥୀ ତାଙ୍କୁ ବହୁତ୍ ହିଁ ଭଲ ପାଉ। ସୁଖରେ ଦୁଃଖରେ ସବୁ ସମୟରେ ସାଥ୍ ଦେଉ। ଆମ ଜୀବନସାଥୀର ସ୍ଵଭାବ ମଧ୍ୟ ଭଲ ହୋଇଥାଉ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର ଉପାୟ ମାନ ରହିଛି ଯାହା ମାଧ୍ୟମରେ ଆମେ ଜାଣି ପାରିଵା ବ୍ୟକ୍ତିଙ୍କର ସ୍ଵଭାଵ ବିଷୟ।

ତେବେ ଆଜି ଆମେ ଆପଣଙ୍କ ଜୀବନସାଥୀଙ୍କ ସ୍ଵଭାବ ବାବଦରେ କହିବା ପାଇଁ ଯାଉଛୁ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବା ପାଇଁ ପଡ଼ିବ। ଆମ ଦ୍ଵାରା ଦିଆ ଯାଇଥିବା ତିନୋଟି ରଙ୍ଗର ହାର୍ଟ ମଧ୍ୟରୁ ଗୋଟିଏ ହାର୍ଟକୁ ଚୟନ କରିବାକୁ ପଡିବ। ଏଥିରେ ରହିଛି ନାଲି ରଙ୍ଗ, ନୀଳ ରଙ୍ଗ ଏବଂ ସବୁଜ ରଙ୍ଗର ହାର୍ଟ।ଆଉ ଏହି ତିନିଟି ଗ୍ରନ୍ଥ ରଙ୍ଗ ମଧ୍ୟରୁ ଯେଉଁ ରଙ୍ଗତି ଆପଣଙ୍କ ପସନ୍ଦ ବା ଶୁଭ ରଙ୍ଗ ହୋଇଥିବ ଆପଣ ସେହି ରଙ୍ଗକୁ ଚୟନ କରନ୍ତୁ ଆପଣ ନିଶ୍ଚିତ ସଠିକ୍ ତଥ୍ୟ ପାଇ ପାରିବେ।

ନାଲି ରଙ୍ଗର ହାର୍ଟ:-

ଯଦି ଆପଣ ନାଲି ରଙ୍ଗର ହାର୍ଟକୁ ଚୟନ କରିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଖୁବ୍ ଭାଗ୍ୟବାନ ଅଟନ୍ତି। କାରଣ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ବହୁତ୍ ହିଁ ଭଲପାଆନ୍ତି। ଆପଣଙ୍କ ସହିତ ସୁଖରେ ଦୁଃଖରେ ସବୁ ପରିସ୍ଥିତିରେ ସାଥ୍ ଦିଅନ୍ତି। ବେଳେବେଳେ ଆପଣଙ୍କ ଉପରେ ରାଗି ଝଗଡ଼ା ମଧ୍ୟ କରନ୍ତି ତା ପରେ ମଧ୍ୟ ଆପଣଙ୍କ ସମ୍ପର୍କ ପୂର୍ବଭଳି ଠିକ୍ ରହିଥାଏ।

ନୀଳ ରଙ୍ଗର ହାର୍ଟ:-

ଯଦି ଆପଣ ନୀଳ ରଙ୍ଗର ହାର୍ଟକୁ ଚୟନ କରିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ଜୀବନସାଥି ଦେଖିବା ପାଇଁ ଖୁବ୍ ସୁନ୍ଦର୍ ଏବଂ ଆକର୍ଷଣୀୟ। ଯିଏ କେହିବି ତାଙ୍କ ରୂପ ରଙ୍ଗରେ ଆକୃଷ୍ଟ ହୋଇ ଯାଇଥାନ୍ତି। ଆପଣଙ୍କ ଭିତରେ ବଣ୍ଡିଙ୍ଗ ଭଲ ରହିଛି।କିନ୍ତୁ ବେଳେବେଳେ ସାମାନ୍ୟ ଭୁଲ ବୁଝାମଣା ପାଇଁ ଆପଣ କଷ୍ଟ ପାଇଥାନ୍ତି। କିନ୍ତୁ ପ୍ରାୟତଃ ଆପଣଙ୍କ ଭିତରେ ସବୁ କିଛି ଠିକ୍ ଠାକ୍ ରହିଥାଏ।

ସବୁଜ ରଙ୍ଗର ହାର୍ଟ:-

ଯଦି ଆପଣ ସବୁଜ ରଙ୍ଗର ହାର୍ଟ ଚୟନ କରିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ଜୀବନସାଥୀ ଖୁବ୍ ରାଗି ଅଟନ୍ତି। ଟିକିଏ ଟିକିଏ କଥାରେ ରାଗି ଯାଆନ୍ତି । କିନ୍ତୁ ସେ ଆପଣଙ୍କ ଉପରେ ଯେତିକି ରାଗନ୍ତି ତା ଠାରୁ ଅଧିକ ଭଲ ମଧ୍ୟ ପାଇଥାନ୍ତି। ନିଜ ଜୀବନକୁ ଆପଣଙ୍କ ପାଇଁ ଉତ୍ସର୍ଗ କରିବା ପାଇଁ ମଧ୍ୟ ସେମାନେ ପଛନ୍ତି ନାହିଁ। ସବୁ ସମୟରେ ସେ ଆପଣଙ୍କ ସହିତ ଛିଡା ହୋଇଥାନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment