jotisha sastra -ବାଛନ୍ତୁ ଆପଣଙ୍କର ପସନ୍ଦର ( କଳସ ),ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ,ସବୁ କିଛି ହେବ ସତ …

ଦର୍ଶକ ବନ୍ଧୁ ଆଜିର ଏହି ଦୁନିଆରେ ସମସ୍ତେ ନିଜର ଭବିଷ୍ୟତ ଜାଣିବାକୁ ଇଚ୍ଛା କରିଥାନ୍ତି | ଆଉ ନିଜର ଭବିଷ୍ୟତ ବିଷୟରେ ଜାଣିବା ସହିତ ସେମାନଙ୍କର ଗୁଣ ଓ ସେମାନେ କିପରି ଭାବରେ ନିଜର ଜୀବନ ଅତିବାହିତ କରୁଛନ୍ତି ବା ଆଗକୁ କିପରି ଭାବରେ ସେମାନେ ଜୀବନ ଅତିବାହିତ କରିବେ ସେ ବିଷୟରେ ଆପଣ ମାନେ ଜାଣିବାକୁ ଚାହିଁଥାନ୍ତି | ତେବେ ସେଥିପାଇଁ ଆପଣ ନିଜେ ଅତି ସହଜ ରେ ମନ ବିଜ୍ଞାନ ଦ୍ୱାରା ଜାଣିପାରିବେ ବୋଲି କୁହାଯାଉଛି | ତେବେ ବଡ଼ ବଡ଼ ବିଶେଷଜ୍ଞ ଙ୍କ ମତ ଅନୁସାରେ ସମସ୍ତ ବ୍ୟକ୍ତି ଙ୍କର ନିଜର କିଛି ନା କିଛି ରଙ୍ଗ ପସନ୍ଦ କରିଥାନ୍ତି ଓ ସେହି ରଙ୍ଗ କୁ ସେମାନେ ବେଶୀ ଗୁରୁତ୍ୱ ପୂର୍ଣ୍ଣ ମଧ୍ୟ ଭାବି ଥାନ୍ତି | ତେବେ ଆମେ ଆଜି ସେହି ଗୁରୁତ୍ୱପୂର୍ଣ୍ଣ ରଙ୍ଗ ବିଷୟରେ ଜାଣିବା ଯାହା କଳସୀ ମାଧ୍ୟମ ରେ ଆପଣ ବାଛିବେ ବା ପସନ୍ଦ କରିବେ ଯାହା ଦ୍ୱାରା ଆପଣଙ୍କର ଭବିଷ୍ୟତ ସ୍ୱାଭବ ଓ ଗୁଣ ବିଷୟରେ ଅତି ସହଜରେ ଜାଣିପାରିବା | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ତିନ ଟି ରଙ୍ଗ ବିଷୟରେ ଯାହା ଦ୍ୱାରା ଆମେ ଆମର ଭବିଷ୍ୟତ,ସ୍ଵଭାଵ ଓ ଲକ୍ଷଣ ବିଷୟରେ ଜାଣିପାରିବ |
ଦର୍ଶକ ବନ୍ଧୁ ଏଠାରେ ଆପଣଙ୍କୁ ୩ଟି ରଙ୍ଗର କଳସୀକଥା କୁହାଯାଇଛି |ତେବେ ସେଥିମଧ୍ୟରୁ ଆପଣ ଆପଣଙ୍କୁ ଯେଉଁ ରଙ୍ଗର କଳସୀ ଟି ପସନ୍ଦ ହେବ ତାହାକୁ ଆପଣ ପସନ୍ଦ କରିବେ ଓ ସେହି କଳସୀ ର ରଙ୍ଗ ଦ୍ୱାରା ଆପଣ ଜାଣିବେ ଆପଣଙ୍କର ଭବିଷ୍ୟତ | ତାହାଲେ ସେହି ୩ଟି କଳସୀ ର ରଙ୍ଗ ହେଉଛି, ଯଥାକ୍ରମେ ନୀଳ ରଙ୍ଗ, ନାଲି ରଙ୍ଗ, ଓ ହଳଦୀ ରଙ୍ଗ ଏହି ରଙ୍ଗ ମଧ୍ୟରୁ ଆପଣ ଗୋଟିଏ ରଙ୍ଗକୁ ପସନ୍ଦ କରନ୍ତୁ |
ଆପଣ ନୀଳ ରଙ୍ଗ ର କଳସୀ ବ୍ୟବହାର କରିଲେ କଣ ଘଟିବ ଆପଣଙ୍କର ଭବିଷ୍ୟତ ରେ :-
ଯଦି ଆପଣ ସଂଖ୍ୟା ନୀଳ କୁ ପସନ୍ଦ କରିଛନ୍ତି ତାହାଲେ ଆପଙ୍କର ଜୀବନ ରେ ବହୁତ ଦିନ ଧରି କିଛି ସମସ୍ୟା ଲାଗିରହିଛି | ଜୀବନ ରେ ଚାଲିଥିବା ବିଭିନ୍ନ ସମସ୍ୟା କାରଣ ରୁ ଆପଣଙ୍କୁ ଏହା ଲାଗୁଛି କି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦଉନି | ଏହି ସମୟରେ ଆପଣଙ୍କର ଅଧିକ ଚିନ୍ତା ଲାଗିରହିବା ସହିତ ଭାଗ୍ୟର ପରିବର୍ତ୍ତନ ହେବାର ମଧ୍ୟ ଦେଖା ଯିବ |
ଯଦି ଆପଣ ହଳଦିଆ ରଙ୍ଗର କଳସୀ କୁ ବାଛିଛନ୍ତି ତାହେଲେ କେମିତି ସ୍ଵଭାଵ ର ହେବେ ଆପଣ ଓ କଣ ଘଟିବ ଭବିଷ୍ୟତ ରେ :-
ଯତାହାଲେ ଆପଣ ବହୁତ ଧର୍ଯ୍ୟ ବାନ, ବିବେକ ବାନ ଓ ଜ୍ଞାନୀ ବ୍ୟକ୍ତି | ଯେଉଁ କ୍ଷେତ୍ର ରେ ବି ଆପଣ ରହିଥାନ୍ତି ବହୁତ ଉଚ୍ଚ ସ୍ତରରେ ହିଁ ରହିଥାନ୍ତି | ଆପଣ ପବିତ୍ର ସ୍ଵଭାଵ ସମ୍ପୂର୍ଣ ବ୍ୟକ୍ତି ହେଇଥିବାରୁ ଆପଣଙ୍କୁ ସମସ୍ତଙ୍କର ଭଲ ପାଇବା ମିଳିଥାଏ | ଆପଣଙ୍କର କ୍ରୋଧ ଓ ଚିଡି ଚିଡ଼ା ଗୁଣ ମଧ୍ୟ ଅଧିକ ରହିଥାଏ | ଏହା ଛଡା ଆପଣ ବହୁତ ଖର୍ଚ୍ଚ କରିବାର ଗୁଣ ରହିଛି ଏହି କାରଣ ରୁ ଆପଣଙ୍କ ଜୀବନ ରେ ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ | ତେବେ ଏକ ନିଶ୍ଚିତ ସମୟ ସୀମା ବୟସ ରେ ମଧ୍ୟରେ ଆପଣଙ୍କର ଭବିଷ୍ୟତ ବଡ଼ ପରିବର୍ତ୍ତନ ହେବା ଦେଖା ଯିବ | ତେବେ ସେହି ବୟସ ହେଉଛି 21,37,47 ବର୍ଷ ହେଇପାରେ | ଏହି ସମୟରେ ଆପଣଙ୍କ ପାଖରେ ବହୁତ ଧନ ଆସିବା ର ଯୋଗ ରହିଛି |
ନାଲି ରଙ୍ଗର କଳସୀ ବ୍ୟବହାର କରିଲେ କଣ ଘଟିବ ଆପଣଙ୍କର ଭାଗ୍ୟରେ ଓ କେମିତି ସ୍ଵଭାଵ ର ହେବେ :-
ଯଦି ଆପଣ ନାଲି ରଙ୍ଗର କଳସୀ କୁ ବାଛିଛନ୍ତି, ତାହାଲେ ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି | ଆପଣ ଅଧିକ ଗପିବାକୁ ଭଲ ପାଅନ୍ତି | ଆପଣଙ୍କୁ ସର୍ବଦା ରଚନାତ୍ମକ କାର୍ଯ୍ୟ କରିବାକୁ ଭଲ ଲାଗେ |ତେବେ ଏହା ଥିଲା କଳସୀ ର ରଙ୍ଗ ଦ୍ୱାରା ନିଜର ଭବିଷ୍ୟତ କୁ କିଭଳି ପରିବର୍ତ୍ତନ କରିବେ ଓ ଭବିଷ୍ୟତ କଥା ଜାଣିବେ ସେ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment