ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଆମ ଭାରତବର୍ଷର ଅଧିକାଂଶ ବ୍ୟକ୍ତି ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଇଛୁକ ଥାନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେମାନେ ମଧ୍ୟ ନିଜର ଜାତକ ଦେଖି ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି |ମୁଁ ଆଜି ଆପଣକୁ ଏକ ପ୍ରଶ୍ନବାଚୀ ବିଷୟରେ କହିବି ଯାହାକି ଆପଣ ନିଜେ ପସନ୍ଦ କରି ନିଜର ଭବିଷ୍ୟତ ଓ ବର୍ତମାନ ବିଷୟରେ ଅନେକ କଥା ଜାଣି ପାରିବେ |ମୁଁ ଆଜି ଆପଣକୁ ତିନୋଟି ରଙ୍ଗର ପ୍ରଜାପତି ବିଷୟରେ କହିବି ଏଥି ମଧ୍ୟରୁ ଯେଉଁ ବ୍ୟକ୍ତି କୌଣସି ଗୋଟିଏ ରଙ୍ଗର ପ୍ରଜାପତି ପସନ୍ଦ କଲେ ତାଙ୍କର ଭବିଷ୍ୟତ ବିଷୟରେ ଅନେକ କଥା ଜାଣି ପାରିବେ |ତେବେ ଆସନ୍ତୁ ଜାଣିବା ନିଜର ପସନ୍ଦ ଅନୁଯାଉ ସେହି ବ୍ୟକ୍ତିମାନଙ୍କ ଭବିଷ୍ୟତ ବିଷୟରେ |
1-ହଳଦିଆ ପ୍ରଜାପତି :-
ଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ନାନା ସମସ୍ୟାରେ ଜନିତ ଚିନ୍ତାରେ ରହୁଛନ୍ତି,ନିଜର ଆର୍ଥିକ ସ୍ଥିତି ବଦଳିବା ସହିତ ଆପଣଙ୍କ ଅତି ନିଜର ଲୋକ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି ତେଣୁ ଆପଣ ଅଧିକ ବ୍ୟସ୍ତ ହୋଇ ପଡୁଛନ୍ତି |ଏଥିପାଇଁ ଆପଣ ଅଧିକ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଅଧିକ କିଛି କ୍ଷତି ହେବ ନାହିଁ ଈଶ୍ୱରଙ୍କ ଦୟାରୁ ଆପଣଙ୍କର ବର୍ତମାନ ଠାରୁ ଭଲ ସମୟ ଆସିଛି |ଏହି ସମୟରେ ଆପଣ ସନ୍ତାନ ସୁଖ ପାଇବା ସହିତ ବେପାରରେ ଉନତି ଆସିବ ଏବଂ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ |
2-ନୀଳ ପ୍ରଜାପତି :-
ଏହି ବ୍ୟକ୍ତିମାନେ ଆଗରୁ ଭାଗ୍ୟର ଅବନତି କାରଣରୁ ବହୁତ ଧନ ବ୍ୟୟ,ଲୋକ ସମ୍ପର୍କ ହାନି,ଯନ୍ତ୍ରଣା ଦୁଃଖ ଦୈନତା,ପୁତ୍ର କନ୍ୟାମାନଙ୍କ ନିମନ୍ତେ ଅଧିକ ଚିନ୍ତା ସହିତ ପିତାମାତାଙ୍କ ବିରୋଧ ଭାଷାକୁ ଆପଣ ସହ୍ୟ କରି ଆସୁଛନ୍ତି |ଆପଣଙ୍କ ଏହି ଦୁଃଖର ସମୟ ଆଗାମୀ ଏକ ସପ୍ତାହ ମଧ୍ୟରେ ଦୂର ହେବା ସହିତ ସନ୍ତାନ ସୁଖ ଲାଭ କରିବେ,କୌଣସି କାର୍ଯ୍ୟରେ ପଦନ୍ନତି ହେବାର ଦେଖିବାକୁ ମିଳିବ |ଏହି ସମୟରେ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ ଏବଂ ଏହି ସମୟରେ ଆପଣଙ୍କ ପ୍ରଚୁର ଧନ ଲାଭର ମଧ୍ୟ ଯୋଗ ରହିଅଛି |
3-ନାଲି ପ୍ରଜାପତି :-
ଏହି ନାଲିରଙ୍ଗ ପସନ୍ଦ କରିଥିବେ ବ୍ୟକ୍ତି ଆଗରୁ ବହୁତ ଦୁଃଖ ଓ କ୍ଳେଶରେ ଦିନ ଅତିବାହିତ କରିଛନ୍ତି ମାତ୍ର ବର୍ତମାନ ତାଙ୍କର ଏହି ଦିନ ଆଉ ରହିବ ନାହିଁ |କିନ୍ତୁ ବର୍ତମାନ ଠାରୁ ଆପଣଙ୍କ ସୁଖର ଦିନ ଆରମ୍ଭ ହେବାକୁ ଯାଉଛି ଆପଣଙ୍କର ଆୟରେ ବୃଦ୍ଧି ହୋଇ ବ୍ୟୟ କମିବା ପାଇଁ ଯାଉଛି |ଏହି ସମୟରେ ଆପଣ ସମସ୍ତ କାର୍ଯ୍ୟରେ ସଫଳ ପ୍ରାପ୍ତ କରିବା ସହିତ ଅଟକି ରହିଥିବା ଧନ ପ୍ରାପ୍ତ କରିବେ,ଚାକିରୀ କ୍ଷେତ୍ରରେ ପଦନ୍ନତି ହେବାର ମଧ୍ୟ ଯୋଗ ରହିଛି |
ଏହି ସମୟରେ ଆପଣ ଏକ ବଡ଼ ବ୍ୟବସାୟ କରି ସେଥିରୁ ପ୍ରଚୁର ଲାଭ ପାଇବେ, ଆପଣଙ୍କର ଧନ ଜନିତ ସମସ୍ୟା କୌଣସି ରହିବ ନାହିଁ |ଏହି ସମୟରେ ଆପଣଙ୍କ ଶତ୍ରୁମାନେ ମଧ୍ୟ ମିତ୍ର ହୋଇଯିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।