ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଭାରତୀୟ ମାନେ ବିଶେଷ କରିକି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାନ୍ତି | ଆଉ ସେହି କଥା କୁ ମଧ୍ୟ ମାନିକି ବିଭିନ୍ନ ପ୍ରକାରର କାର୍ଯ୍ୟ ମଧ୍ୟ କରିଥାନ୍ତି ବୋଲି କୁହାଯାଏ | ତେବେ ଆଜି ଆମେ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି 3 ଟି ରଙ୍ଗ ବିଷୟରେ | 3 ଟି ରଙ୍ଗର ପ୍ରଜାପତି ମଧ୍ୟରୁ ଯେ କୌଣସି ଗୋଟିଏ ରଙ୍ଗ କୁ ବାଛିକି ଆପଣ ମାନେ ଜାଣି ପାରିବେ କି ଆପଣ କେଉଁ ସ୍ଵଭାଵ ର ଅଟନ୍ତି ଆଉ ତୁମ ପାଖରେ କେଉଁ କେଉଁ ଗୁଣ ସବୁ ରହିଛି | ଆସନ୍ତୁ ସେ ସବୁ ବିଷୟରେ ଜାଣିବା |ତେବେ ଆଜି ଆମେ ଆଲୋଚନା କରିବା ପାଇଁ ଯାଉଛୁ 3 ଟି ରଙ୍ଗର ପ୍ରଜାପତି ବିଷୟରେ ଆଉ ତାହା ହେଉଛି ନାଲି, ହଳଦିଆ ଓ ନୀଳ ରଙ୍ଗର ପ୍ରଜାପତି | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି 3 ଟି ରଙ୍ଗ ଭିତରୁ ଆପଣ ଯେ କୌଣସି ଗୋଟିଏ ରଙ୍ଗକୁ ବାଛିକି ଆପଣ ମାନେ ଜାଣି ପାରିବେ କି ବ୍ୟକ୍ତି ଜଣଙ୍କ କେଉଁ ସ୍ଵଭାଵ ର ହୋଇଥାନ୍ତି ଓଃ ସେମାନଙ୍କ ମଧ୍ୟରେ କେଉଁ କେଉଁ ସବୁ ଗୁଣ ଗୁଡିକ ରହିଛି |ପ୍ରଥମେ ଆମେ ନୀଳ ପ୍ରଜାପତି ବାଛିଥିବା ଲୋକ ମାନେ କେଉଁ ସ୍ଵଭାଵ ର ହୋଇଥାନ୍ତି ଜାଣିବା |
ନୀଳ ପ୍ରଜାପତି ବାଛିଥିଲା ଲୋକ :-
ନୀଳ ରଙ୍ଗ ବାଛିଥିବା ଲୋକ ମାନେ ଜୀବନରେ ବହୁତ ଦୁଃଖ ଆଉ କଷ୍ଟ ର ସମ୍ମୁଖୀନ ହୋଇଥାନ୍ତି | ଆଉ ବହୁତ ଖରାପ ପରିସ୍ଥିତି ମଧ୍ୟ ଦେଇକି ଗତି କରିଥାନ୍ତି | ତେବେ ଯେତେ ଖରାପ ପରିସ୍ଥିତି ଆସିଲେ ମଧ୍ୟ ସେମାନେ କେବେବି ହାର ମାନନ୍ତି ନାହିଁ | ସେମାନେ କୌଣସି ଗୋଟିଏ ଡିସିସନ ନେବା ବେଳେ ବହୁତ ଭାବି ଚିନ୍ତି ନେଇଥାନ୍ତି ଆଉ ଯାହା ଫଳରେ ତାହା ଭଲ ବେଳେ କେତେକ କ୍ଷେତ୍ରରେ ଖରାପ ହୋଇଥାଏ | ସେମାନେ ସବୁବେଳେ ସେମାନଙ୍କର ପାର୍ଟନର ଙ୍କ କଥା କୁ ମାନି କାମ କରିଲେ ଶୁଭ ଫଳ ମିଳିଥାଏ |
ହଳଦିଆ ପ୍ରଜାପତି ବାଛିଥିବା ଲୋକ ମାନେ କେମିତି ହୋଇଥାନ୍ତି :-
ତେବେ ହଳଦିଆ ରଙ୍ଗ ବାଛିଥିବା ଲୋକ ମାନେ ବହୁତ ଧୋର୍ଯ୍ୟ ବାନ ହୋଇଥାନ୍ତି | ତେବେ ତାହା ସହିତ ବହୁତ ଚିଡଛିଡା ସ୍ଵଭାଵ ର ହୋଇଥିବାରୁ ଅନେକ ଲୋକ ଆପଣକୁ ଖରାପ ଭାବିଥାନ୍ତି | କିନ୍ତୁ ଯିଏ ଆପଣ ଙ୍କୁ ଭଲ ଭାବରେ ଜାଣିଛନ୍ତି ସେ କେବେବି ଆପଣଙ୍କର ହାତ ଛାଡ଼ିବେ ନାହିଁ | ତାହା ବ୍ୟତୀତ ଆପଣ ଖର୍ଚି ସ୍ଵଭାଵ ର ହୋଇଥିବାରୁ ଅନେକ ସମୟରେ ଅସୁବିଧା ରେ ପଡିଥାନ୍ତି |
ନାଲି ରଙ୍ଗର ପ୍ରଜାପତି ବାଛିଥିବା ଲୋକ ମାନେ କେମିତି ହୋଇଥାନ୍ତି :-
ତେବେ ଏହି ନାଲି ରଙ୍ଗ ବାଛିଥିବା ବ୍ୟକ୍ତି ମାନେ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି | ସମସ୍ତଙ୍କ ର ମନକୁ ମୋହି ନେବା ଭଳି ଗୁଣ ରହିଥାଏ ସେମାନଙ୍କ ଭିତରେ | ତାହା ସହିତ ସେମାନେ କଳା ଓଃ ସଂଗୀତ କୁ ଅଧିକ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି |ତେବେ ଏହା ଥିଲା ରଙ୍ଗକୁ ଦେଖିକି ବ୍ୟକ୍ତି ର ସ୍ଵଭାଵ ଜାଣିବାର ସହଜ ଉପାୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।