ପ୍ରଭୁଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଶଙ୍ଖ ( sankh ) ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – LIFE STYLE

ବନ୍ଧୁମାନେ କେଉଁ ବ୍ୟକ୍ତି କୋଉ ପ୍ରକାରର କହିବା କଠିନ ଅଟେ ତେବେ ଅନେକ ଲୋକ ଅଛନ୍ତି ତାଙ୍କ ମନ ଭିତର କଥା ଜାଣିବା ବହୁତ ମୁସ୍କିଲ ଅଟେ ।ତେବେ ଆମେ ଆଜି ଆପଣଂକୁ ଜଣେଇ ପାରିବୁ ଆପଣଙ୍କ ର କେହି ପ୍ରିୟ ନିଜର ଲୋକ ନିଜ ମନ ଭିତରେ କୋଉ କଥାକୁ ନେଇ କଣ ଭାବୁଛନ୍ତି ।ତେବେ ଆଜି ଆପଣଂକୁ ତିନୋଟି ଶଙ୍ଖ ଉପରେ ତିନୋଟି ସଂଖ୍ୟା ଦିଆ ଯାଇଛି ।ଆଉ ଆପଣ ନିଜର ପ୍ରିୟ ଲୋକ ନାମ ଆଉ ତାଙ୍କ ଚେହେରା କୁ ମନରେ ଭାବି ଗୋଟିଏ ସଂଖ୍ୟା ବାଛନ୍ତୁ ତାପରେ ସେହି ସଂଖ୍ୟା ରେ କଣ ମନର କଥା କୁହାଯାଇଛି ସେ ବିଷୟରେ ଜାଣନ୍ତୁ ।

1.୧ ନମ୍ବର ଶଙ୍ଖ:-

-ଆପଣ ଯଦି 1 ନମ୍ବର ଶଙ୍ଖ କୁ କାହାର ନାମ ଭାବି ବାଛି ଛନ୍ତି ତାହେଲେ ମନେ ରଖନ୍ତୁ ଆପଣଙ୍କ ପାଇଁ ସେହି ସମୟ ଟି ଖୁବ ଭଲ ଅଟେ ।ଆପଣଙ୍କ ଜୀବନରେ ନକରାତ୍ମକ ଖୁବ ଜଲଦି ଦୂର ହେଇଯିବ ଆଉ କୌଣସି କାମ ପାଇଁ ଚିନ୍ତିତ ଅଛନ୍ତି ତାହେଲେ ସେହି କାମ ସଫଳ ହେବାକୁ ସମୟ ଲାଗିବ ।ଏହା ଛଡା ମନରେ ଆପଣ କିଛି ଗୁପ୍ତ ଧନ ପାଇବାର ଆଶା ରଖୁଛନ୍ତି ।ତେବେ ଆପଣ ଖୁବ ଅଯଥା ଖର୍ଚ୍ଚ କରୁଛନ୍ତି ତେଣୁ ଏ ପ୍ରତି ଧ୍ୟାନ ଦିଅନ୍ତୁ,ତାଛଡା ଆପଣ ଏବେ ନିଜ ଭବିଷ୍ୟତ କୁ ନେଇ ଖୁବ ଚିନ୍ତା କରୁଛନ୍ତି ତେଣୁ ଜାଣି ରଖନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ସମୟ ଅଟେ ।

2.୨ ନମ୍ବର ଶଙ୍ଖ:-

-ଆପଣ ଯଦି 2 ନମ୍ବର ଶଙ୍ଖ କୁ କାହାର ନାମ ଭାବି ବାଛୁଛନ୍ତି ତାହେଲେ ଆପଣ କୋଉ କଥା କୁ ଖୁବ ଚିନ୍ତା କରୁଛନ୍ତି ।ଆଉ ସବୁବେଳେ ଆପଣ ଶତ୍ରୁ ଙ୍କ ଦ୍ଵାରା ଆପଣଙ୍କ କାମରେ ବ୍ୟାଘାତ ହେଉଛି ।ସବୁବେଳେ କଣ କରିବେ କଣ କରିବେ ନାହିଁ ତାହାକୁ ନେଇ ଚିନ୍ତା କରୁଛନ୍ତି , ତେବେ ଏହାର ସମାଧାନ ଦୁଇ ରୁ ତିନି ଦିନ ଭିତରେ ହେଇଯିବ ।ଆଉ ଖୁବ ଜଲଦି ଆପଣଙ୍କ ପାଇଁ ଶୁଭ ସମୟ ଆସିବାକୁ ଯାଉଛି ।

1.୩ ନମ୍ବର ଶଙ୍ଖ:-

-ତେବେ ଯଦି ଆପଣ 3 ନମ୍ବର ଶଙ୍ଖ କୁ ବାଛିଛନ୍ତି ତେବେ ମନ ଭିତରେ ଆପଣ ଖୁବ ଉଦବେଗ ଅଛନ୍ତି,ଯାହା ଆଶା କରୁଛନ୍ତି ତାହା ମିଳି ପାରୁନାହିଁ ।ଆବଶ୍ୟକ ମୁତାବକ ଧନ ପ୍ରାପ୍ତ ହେଉ ନାହିଁ ଓ ସବୁବେଳେ ଅନ୍ୟ ମାନଙ୍କ କଥା ଖୁବ ଚିନ୍ତା କରୁଛନ୍ତି ।ପାରିବାରିକ ଜୀବନରେ ଅଶାନ୍ତି ଲାଗି ରହୁଛି ତେବେ ଆପଣ ଏ ନେଇ ଜଲଦି କିଛି ସମାଧାନ କରିବା ଦରକାର ।ଏସବୁ ବ୍ୟତୀତ ଆପଣ ନିଜ ପାଠପଢ଼ା ପାଇଁ ଚିନ୍ତିତ ଅଛନ୍ତି ।ତେବେ ଆପଣଙ୍କ ପାଇଁ ଏହି ସମୟ ଭଲ ନାହିଁ ଆଉ ଗୋଟିଏ ବର୍ଷ ଆପଣଙ୍କ ର ଏମିତି ବିତିବ ତେଣୁ ଏହି ସମୟ କୁ ଏମିତି ବିତିବାରେ ଲାଗିବ ।ତେବେ ନୂଆ ବର୍ଷ ଦିନ ହନୁମାନ ଚାଳିଶା ପାଠ କରି ବର୍ଷ ଆରମ୍ଭ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment