ବନ୍ଧୁଗଣ ଏହି ଦୁନିଆରେ ସବୁ ମଣିଷ ସମାନ ଚିନ୍ତାଧାରା କିମ୍ବା ସମାନ ଚରିତ୍ରର ହୋଇନଥାନ୍ତି, ସମସ୍ତେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି |ମଣିଷର ମନ କଥା କେହି ପଢି ପାରନ୍ତି ନାହିଁ, କି ସେ କେଉଁ ବ୍ୟକ୍ତିତ୍ୱର ତାହା ଜାଣି ହୁଏ ନାହିଁ |କିନ୍ତୁ ଏହି ପ୍ରକୃତିରେ ଏମିତି କିଛି ଦ୍ରବ୍ୟ ରହିଛି ତାହା ଦ୍ଵାରା କେଉଁ ବ୍ୟକ୍ତି କଉଁ ସ୍ଵଭାଵର ହୋଇଥାଏ ତାହା ଜାଣିହୁଏ |ମୁଁ ଆଜି ଆପଣକୁ ଛଅଟି ରଙ୍ଗର ଫୁଲ ବିଷୟରେ କହିବି |ଏଥି ମଧ୍ୟରୁ ବ୍ୟକ୍ତି ଯେଉଁ ରଙ୍ଗର ଫୁଲ ପସନ୍ଦ କରିବ ସେହି ପସନ୍ଦରୁ ତାର ସ୍ଵଭାଵ କି ପ୍ରକାର ତାହା ଜାଣିହେବ |ତେବେ ଆସନ୍ତୁ ଜାଣିବା ଏହି ଛଅଟି ରଙ୍ଗର ଫୁଲ ପସନ୍ଦ କରୁଥିବା ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ୱ ବିଷୟରେ |
1:-ନାଲି ରଙ୍ଗର ଫୁଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ମନ ସ୍ୱଚ୍ଛ ହୋଇଥାଏ, ଏମାନେ ମନରୁ ସମସ୍ତଙ୍କୁ ବହୁତ ଭଲ ପାଇଥାନ୍ତି |ଏହି ବ୍ୟକ୍ତିମାନେ ନିଜର ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ମାନଙ୍କ ସହିତ ବହୁତ ଭଲ ବ୍ୟବହାର କରିଥାନ୍ତି |
2-ଗୋଲାପୀ ରଙ୍ଗର ଫୁଲ :-ଏହି ଗୋଲାପୀ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି, ଏମାନଙ୍କ ବ୍ୟବହାର ଓ ଆଦର୍ଶ ପାଇଁ ଏମାନେ ସମସ୍ତଙ୍କ ପାଖରେ ପ୍ରସଂଶିତ ହୁଅନ୍ତି |ଏହି ବ୍ୟକ୍ତିଙ୍କ କଳ୍ପନା ଶକ୍ତି ଉଚ୍ଚ ହୋଇଥାଏ, ଏହି କଳ୍ପନା ଶକ୍ତି ପାଇଁ ଲୋକେ ଏମାନଙ୍କ ସହିତ ଯୋଡି ହୋଇ ରହିବା ପାଇଁ ବହୁତ ପସନ୍ଦ କରନ୍ତି |
3-ନାଲି ରଙ୍ଗର ଫୁଲ :ନାଲି ରଙ୍ଗର ଫୁଲ ପସନ୍ଦ କରୁଥିବା ବ୍ୟକ୍ତି ବାହାରୁ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନନ୍ତି |ଏମାନଙ୍କ ରୁପକୁ ଦେଖି ଅନେକ ଲୋକ ଆକୃଷ୍ଟ ହୋଇ ତାଙ୍କ ସହିତ ମିଶିବା ପାଇଁ ଚେଷ୍ଟା କରନ୍ତି ମାତ୍ର ତାଙ୍କ ବ୍ୟବହାର ଦ୍ଵାରା ପୁଣି ଦୁରିଯାନ୍ତି |ଏମାନେ ଦୁନିଆ ଆଗରେ ଯେପରି ପ୍ରକୃତରେ ସେମାନେ ସେପରି ନୁହନ୍ତି |4-କଳା ରଙ୍ଗର ଫୁଲ :ଏହି ବ୍ୟକ୍ତିମାନେ ଅନ୍ୟ କଥାରେ ଭାସି ଯାଆନ୍ତି ନାହିଁ, ନିଜ ଜୀବନର ରାସ୍ତା ନିଜେ ବାଛିଥାନ୍ତି ଏବଂ ସେହି ରାସ୍ତାରେ ସାହସର ସହିତ ଆଗେଇ ଯାଇଥାନ୍ତି |
5-ହଳଦୀ ରଙ୍ଗର ଫୁଲ :-ହଳଦୀ ରଙ୍ଗ ଏକ ଶୁଭ ରଙ୍ଗ ଅଟେ, ଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତିମାନେ ବ୍ୟକ୍ତିତ୍ୱ ବହୁତ ଭଲ ହୋଇଥାଏ |ଏମାନେ ଯାହା ସହିତ ମିଶାନ୍ତି ତାହାପାଇଁ ଆବଶ୍ୟକ ପଡିଲେ ଜୀବନ ଦେଇ ଦିଅନ୍ତି, ଏହି ବ୍ୟକ୍ତିମାନେ ସଫା ହୃଦୟର ହୋଇଥାନ୍ତି |ବେଳେ ବେଳେ ଲୋକେ ଏମାନଙ୍କ ସରଳତାର ଫାଇଦା ଉଠନ୍ତି |6-ମିଶ୍ରିତ ରଙ୍ଗର ଫୁଲ :-ସବୁ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତିମାନେ ସବୁବେଳେ ଖୁସିରେ ରହିବା ପାଇଁ ଚେଷ୍ଟା କରିଥାନ୍ତି,ଏହି ବ୍ୟକ୍ତିମାନେ ସର୍ବଦା ନିଜ କାମରେ ସଫଳତା ପାଇଁ ଶତ ପ୍ରତିଶତ ଚେଷ୍ଟା କରିଥାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।