ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଭାରତୀୟ ସଭ୍ୟତାରେ ଅର୍ଥାତ ବିଶେଷ କରିକି ଆମ ହିନ୍ଦୁ ଧର୍ମ ର ଲୋକ ମାନେ ଜ୍ୟୋତିଷ ଶାସ୍ତ୍ର କୁ ଅଧିକ ବିଶ୍ୱାସ କରିଥାନ୍ତି | ଆଉ ସେହି ଜ୍ୟୋତିଷ ଶାସ୍ତ୍ର କୁ ମାନିକି ସମସ୍ତ କାର୍ଯ୍ୟ ମଧ୍ୟ କରିଥାନ୍ତି | ତେବେ ଆଜି ମୂ ଆପଣ ମାନଙ୍କୁ କହିବାକୁ ଯାଉଛି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରସାରିତ କେତେକ କଥା ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ନାଲି, ନୀଳ ଓ ହଳଦିଆ କଳସୀ ଭିତରୁ ଯେକୌଣସି ଗୋଟିଏ ରଙ୍ଗର କଳସୀ କି ବାଛନ୍ତୁ | ଆଉ ତାହା ସାହାଯ୍ୟ ରେ ଆପଣ ମାନେ ନିଜର ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଜାଣି ପାରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହିଭଳି ଏକ କଥା ବିଷୟରେ ଜାଣିବା ଯାହାକୁ ଦେଖିକି ଆମେ ନିଜର ଭବିଷ୍ୟତ ବିଷୟରେ ଜାଣିପାରିବା |
1-ନୀଳ ରଙ୍ଗର କଳସୀ :-
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଯଦି ନୀଳ ରଙ୍ଗର କଳସୀ ଯଦି ଆପଣ ମାନଙ୍କର ପସନ୍ଦ ଆଉ ବାଛିଛନ୍ତି ତାହେଲେ ଆପଣ ମାନେ ଜାଣିବେ କି ଆପଣଙ୍କ ବହୁତ ଦିନ ଧରି ଦୁଃଖ ଦୁର୍ଦଶା ଲାଗି ରହିଛି ଆପଣ ମାନଙ୍କର ଜୀବନରେ | ଆଉ ତାହା ସହିତ କୁହାଯାଉଛି କି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଲାଗି ରହିଛି କିନ୍ତୁ ଆପଣ କେବେବି ଭାଙ୍ଗି ନାହାନ୍ତି ମନ ଭିତରେ ଶକ୍ତ ଅଟନ୍ତି |ଆଉ ସମସ୍ତ କାର୍ଯ୍ୟରେ ଆପଣ ମାନେ ସଫଳତା ଲାଭ କରିବେ ଏହି 2023 ରେ ବୋଲି କୁହାଯାଉଛି |ତାହା ବ୍ୟତିତ ଆପଣ ମାନେ ନିଜର ଜୀବନ ସାଥି ଙ୍କ କଥା ମାନିଲେ ଜୀବନରେ ଉନ୍ନତି କରିବେ |
2-ହଳଦିଆ ରଙ୍ଗର କଳସୀ :-
ହଳଦିଆ ରଙ୍ଗ ବାଛିଥିବା ବ୍ୟକ୍ତି ମାନେ ବହୁତ ଧୌଯ୍ୟବନ୍ଧୁ ଓ ବିବେକ ବାନ ହୋଇଥାନ୍ତି ଓ ତାହା ବ୍ୟତୀତ ଏହି ବ୍ୟକ୍ତି ମାନେ ଯେଉଁ ସ୍ଥାନରେ ହାତ ଦେଇଥାନ୍ତି ସବୁଥିରେ ଉନ୍ନତି କରିଥାନ୍ତି ବୋଲି କୁହାଯାଉଛି |ଆପଣ ସମସ୍ତଙ୍କର ପ୍ରସଂଶାର ପାତ୍ର ହୋଇଥାନ୍ତି ମାତ୍ର ଚିଡ ଛିଡା ସ୍ୱାଭବ ଯୋଗୁ ସେମାନେ ଅନେକେ ସମୟରେ ଦୁଃଖ ପାଇଥାନ୍ତି |ତେବେ ଆପଣ ବହୁତ ଖର୍ଚି ସ୍ୱାଭାବ ର ହୋଇଥାନ୍ତି ଓ ସେମାନେ 21,37,47 ବର୍ଷ ରେ ପରିବର୍ତ୍ତନ ହେବାକୁ ଲାଗିବ ବୋଲି କୁହାଯାଉଛି |
3-ନାଲି ରଙ୍ଗର କଳସୀ :-
ନାଲି ରଙ୍ଗ ବାଛିଥିବା ଲୋକ ମାନେ ବହୁତ ସୁନ୍ଦର ହୋଇଥାନ୍ତି ଆଉ ସମସ୍ତେ ଆପଣଙ୍କ ଆଡକୁ ଆକୃଷ୍ଟ ହୋଇଥାନ୍ତି | ଯିଏ ଆପଣଙ୍କ ସହିତ ଥରେ ମିଶିଛି ସିଏ କେବେବି ଆପଣଙ୍କୁ ଛାଡିକି ଯିବ ନାହିଁ |ଆପଣ ଗପିବାକୁ ଅଧିକ ପସନ୍ଦ କରିଥାନ୍ତି ଓ କାହା ସହିତ ରହିବାକୁ ଅଧିକ ପସନ୍ଦ କରନ୍ତି |ଆପଣ କଳା ଆଉ ସଂସ୍କୃତି କୁ ଅଧିକ ପସନ୍ଦ କରିଥାନ୍ତି ଆଉ ସଦା ସର୍ବଦା ନିଜର ଭବିଷ୍ୟତ ନିଜେ ଲେଖିଥାନ୍ତି |
ତେବେ ଏହା ଥିଲା କଳସୀ ସାହାଯ୍ୟ ରେ ନିଜର ଭବିଷ୍ୟତ ବିଷୟରେ ଜାଣିବାର ସହଜ ଉପାୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।