JYOTISHA SHASTRA – 1980 ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଏହି ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି କିନ୍ତୁ କେଉଁ ବ୍ୟକ୍ତି କେଉଁ ସ୍ୱଭାବର ହୋଇଥାନ୍ତି ତାହା ଆମେ ଜାଣିପାରି ନଥାଉ, ସାଧାରତଃ ବ୍ୟକ୍ତି ଜନ୍ମ ହେବା ମାତ୍ରେ ତାର ଜନ୍ମ ବର୍ଷ ଓ ତାରିଖ ରହିଥାଏ |ତେଣୁ କେଉଁ ବ୍ୟକ୍ତି କେଉଁ ସ୍ଵଭାବର ହୋଇଥାଏ ତାହା ତାହାର ଜାତକରୁ ହିଁ ଜାଣି ହୋଇଥାଏ |ମୁଁ ଆଜି ଆପଣକୁ ବ୍ୟକ୍ତିର ଜନ୍ମ ମସିହାକୁ ନେଇ ତାହାର ସ୍ଵଭାଵ କିପରି ହୋଇଥାଏ ସେ ବିଷୟରେ ଆପଣଙ୍କୁ ଜଣେଇବି |ମୁଁ ଆଜି ଆପଣକୁ 1980ମସିହାରୁ 2000ମସିହା ପ୍ରଯ୍ୟନ୍ତ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ବିଷୟରେ ସମ୍ପୂର୍ଣ କଥା |

1980-1983 ମସିହା :-ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଧନୀ ହେବା ସହିତ ପରୋପକାରୀ ମଧ୍ୟ ହୋଇଥାନ୍ତି, ଏମାନେ କେବେ କାହାର ଦୁଃଖ ଦେଖନ୍ତିନାହିଁ |ଜୀବନରେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ଏମାନେ ତାହାର ସାମ୍ନା ଅତି ସାହସର ସହିତ କରିପାରନ୍ତି |

1981-1985 ମସିହା :-ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଜୀବନରେ କେବେ ଦୁଃଖ ଭୋଗ କରନ୍ତି ନାହିଁ, ଏମାନେ ସର୍ବଦା ସବୁ ପରିସ୍ଥିତିରେ ଖୁସିରେ ରହିବାର ଜଣା ପଡିଥାଏ |

1982-1984 ମସିହା :-ଏହି ବ୍ୟକ୍ତିମାନେ ସର୍ବଦା ଧନୀ ବ୍ୟକ୍ତି ଭାବରେ ସର୍ବଦା ସମାଜରେ ପରିଚିତ ହୁଅନ୍ତି, ଜୀବନରେ ଏମାନେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି |ଏହି ବ୍ୟକ୍ତିମାନେ ସରଳ ସ୍ୱାଭିବାର ହୋଇଥାନ୍ତି |

1886-1988 ମସିହା :-ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ସ୍ୱତନ୍ତ୍ର ସ୍ଵଭାବର ବ୍ୟକ୍ତି ଅଟନ୍ତି,ଏମାନେ ଜୀବନରେ ପ୍ରେମ କ୍ଷେତ୍ରରେ ସର୍ବଦା ଆଗୁଆ ରହିଥାନ୍ତି |ଥରେ ଯେଉଁ ବ୍ୟକ୍ତିଙ୍କୁ ଏମାନେ ଯାହାକୁ ଥରେ ଭଲ ପାଇଥାନ୍ତି ତାହା ସହ କେବେ ବେଇମାନି କରନ୍ତି ନାହିଁ |

1987-1989 ମସିହା :-ଏହି ବ୍ୟକ୍ତିମାନଙ୍କ ପାଖରେ ଚୁମକୀୟ ଗୁଣ ରହିଥାଏ, ତେଣୁ ଏମାନଂକୁ କେବେ କୌଣସି ବ୍ୟକ୍ତି ଖରାପ ଭାବନ୍ତି ନାହିଁ |

1990-1992 ମସିହା :-ଏହି ବ୍ୟକ୍ତିମାନେ ସରଳ ସ୍ଵଭାବର ହୋଇଥାନ୍ତି, ଯେକୌଣସି କ୍ଷେତ୍ରରେ ହେଉ ସେମାନେ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚାଲିପାରନ୍ତି |କେବେ କାହା ସହିତ ଖରାପ ବ୍ୟବହାର କରନ୍ତି ନାହିଁ |

1991-1993 ମସିହା :-ଏହି ବ୍ୟକ୍ତିମାନେ ଦୃଢ ମାନବଳ ନେଇ ନିଜର ଲକ୍ଷ୍ୟପଥରେ ଆଗେଇ ଯାଇଥାନ୍ତି, କେବେ କାହାର କଥା ଶୁଣନ୍ତି ନାହିଁ |ahi ବ୍ୟକ୍ତିମାନେ ରଚନାତ୍ମକ ମଧ୍ୟ ହୋଇଥାନ୍ତି |

1994-1996 ମସିହା :-ଏହି ବ୍ୟକ୍ତିମାନେ ବହୁତ ଭାଗ୍ୟବାନ ଅଟନ୍ତି ଏମାନେ ନିଜର ଭାଗ୍ୟର ସପୋର୍ଟ ବଳରେ ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ସେମାନେ ସେଥିରେ ସଫଳ ହୋଇଥାନ୍ତି |

1995-1997 ମସିହା :-ଏହି ମସିହାରେ ଜନ୍ମିତ ବ୍ୟକ୍ତି ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି, ଏମାନେ ସବୁବେଳେ ନିଜେ ଖୁସିରେ ରହିବା ସହିତ ଅନ୍ୟକୁ ମଧ୍ୟ ଖୁସିରେ ରଖନ୍ତି |

1998-1999ମସିହା :-ଏହି ବ୍ୟକ୍ତିମାନେ ସମ୍ବେଦନଶୀଳ ସ୍ୱଭାବର ଅଟନ୍ତି, ଏମାନେ କେବେ କାହା କଥାରେ ଗୁରୁତ୍ୱ ଦିଅନ୍ତି ନାହିଁ, ନିଜର ଦୃଢ଼ ମନବଳ ନେଇ ନିଜର ଲକ୍ଷ୍ୟପଥରେ ଆଗେଇ ଯାଇଥାନ୍ତି |

2000ମସିହା :-ଏହି ବ୍ୟକ୍ତିମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାବର ବ୍ୟକ୍ତି ଅଟନ୍ତି, ଏମାନେ କେବେ କାହା ମନରେ ଦୁଃଖ ଦିଅନ୍ତି ନାହିଁ |ଅନ୍ୟକୁ ସାହାଯ୍ୟ କରି ଏହି ବ୍ୟକ୍ତିମାନେ ବହୁତ ଖୁସି ହୋଇଥାନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment