ବାଛନ୍ତୁ ଆପଣଙ୍କର ଜନ୍ମ ତାରିଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ରେ Love Marriage ହେବ ନା Arrange Marriage – Jyotisa Shastra

0

ପ୍ରତ୍ୟେକ ମଣିଷର ଜନ୍ମ ତାରିଖ ବା ଜନ୍ମ ମାସ ସାହାର୍ଯ୍ୟରେ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଜାଣି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ତାରିଖ ବା ଜନ୍ମ ମାସ ସାହାର୍ଯ୍ୟରେ ସେମାନଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ । ବିବାହ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ , ସେଥିପାଇଁ ସେମାନେ ବହୁତ ଚିନ୍ତିତ ମଧ୍ୟ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଆପଣ ଜନ୍ମ ହୋଇଥିବା ତାରିଖ ହିସାବରେ ଆପଣଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ବିଷୟ ତଥା ବିବାହ ସମ୍ପର୍କରେ ।

ଆପଣ ଜାଣିଥିବେ ଅଧିକାଂଶ ପିଲାମାନେ ନିଜ ବିବାହର ନିଷ୍ପତ୍ତିକୁ ନେଇ ଆନେକ ଚିନ୍ତିତ ରହିଥାନ୍ତି । ଯେମିତି କି ସେମାନେ ପ୍ରେମ ବିବାହ କରିବେ ନା ନିଜ ଘର ଲୋକଙ୍କ ପସନ୍ଦ ଅନୁସାରେ ବିବାହ କରିବେ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜନ୍ମ ତାରିଖ ଅନୁସାରେ ଆପଣ କେଉଁ ପ୍ରକାର ବିବାହ କରିବେ ।

1. ମାସର 1, 10 , 19 , 28 ରେ ଜନ୍ମ ହୋଇଥିଲେ :-

ଯଦି ଆପଣ କୌଣସି ବି ମାସର 1, 10 , 19 ବା 28 ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି , ତେବେ ଏମାନେ ସାଧାରଣତଃ ଆରେଞ୍ଜ୍ ମ୍ୟାରେଞ୍ଜ କରିଥାନ୍ତି । ଏମାନେ ସ୍ୱଭାବରେ ବହୁତ ଲାଜକୁଳା ହୋଇଥାନ୍ତି ଏବଂ କୌଣସି ପରିସ୍ଥିତିରେ ମଧ୍ୟ ନିଜ ମନ କଥା କାହାକୁ ମଧ୍ୟ ଖୋଲିକରି କହନ୍ତ ନାହିଁ ।

2. ମାସର 2, 11, 20 , 29 ରେ ଜନ୍ମ ହୋଇଥିଲେ :-

ଯଦି ଆପଣ ମାସର 2 , 11, 20 , 29 ତାରିଖରେ ଜନ୍ମ ହୋଇଛନ୍ତି , ତେବେ ଆପଣ ନିଜ ସମ୍ପର୍କ ପ୍ରତି ଖୁବ୍ ସିରିଏସ ଥାଆନ୍ତି । ସାଧାରଣତଃ ଭାବରେ ଏମାନେ ପ୍ରମେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି ।

3. ମାସର 3 , 12 , 21 30 ରେ ଜନ୍ମ ହୋଇଥିଲେ :-

ଯଦି ଆପଣ 3, 12, 21, 30 ତାରିଖରେ ଜନ୍ମ ହୋଇଛନ୍ତି , ତେବେ ଆପଣ ନିଜ ଭଲ ପାଇବାକୁ ସର୍ବଦା ଖୋଜିଥାନ୍ତି ଅର୍ଥାତ୍ ପ୍ରେମ ବିବାହ କରିବାକୁ ପସନ୍ଦ କରନ୍ତି ।

4. ମାସର 4, 13 , 22 ରେ ଜନ୍ମ ହୋଇଥିଲେ :-

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ନିଜ ପରିବାର ଲୋକଙ୍କ ପସନ୍ଦ ରେ ବିବାହ କରିଥାନ୍ତି ଏବଂ ଏହି ବ୍ୟକ୍ତିମାନେ ପ୍ରେମ ଉପରେ ବିଶ୍ୱାସ କରନ୍ତି ନାହିଁ ।

5. ମାସର 5, 14 , 23 ରେ ଜନ୍ମ ହୋଇଥିଲେ :-

ଏହି ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ସାଧାରଣତଃ ନିଜ ପରିବାର କୁ ବହୁତ ଭଲ ପାଇଥାନ୍ତି , ତେଣୁ ଏମାନେ ନିଜ ଘର ଲୋକଙ୍କ ଇଚ୍ଛାରେ ହିଁ ବିବାହ କରନ୍ତି ।

6. ମାସର 6 , 15, 24 ରେ ଜନ୍ମ ହୋଇଥିବା ବ୍ୟକ୍ତି :-

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଯେଉଁ ଝିଅକୁ ଭଲ ପାଇଥାନ୍ତି , ତାଙ୍କୁ ହିଁ ବିବାହ କରିଥାନ୍ତି ଏବଂ ତାଙ୍କୁ ବହୁତ ଖୁସୀରେ ରଖିଥାନ୍ତି ।

7. 8, 17, 26 ରେ ଜନ୍ମ ହୋଇଥିଲେ :-

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ କ୍ୱଚିତ୍ ଭାବରେ ପ୍ରେମରେ ପଡିଥାନ୍ତି କାରଣ ଏମାନଙ୍କର ମୂଳ ଅକ୍ଷର 8 ଏବଂ ଶନି ଏମାନଙ୍କର ସ୍ୱାମୀ ହୋଇଥାନ୍ତି ।

8. 9,18,27 ରେ ଜନ୍ମ ହୋଇଥିବା ବ୍ୟକ୍ତି :-

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ପ୍ରେମ ଠାରୁ ଦୂରେଇ ଯାଇଥାନ୍ତି , କାରଣ ଏମାନଙ୍କ ଜୀବନରେ ପ୍ରେମକୁ ନେଇ ବିବାଦ ସୃଷ୍ଟି ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।