ବାଛନ୍ତୁ ଗୋଟିଏ ମ୍ୟାଜିକ ପଥର ଓ ଜାଣନ୍ତୁ ନିଜର ଗୁପ୍ତ ଭବିଷ୍ୟତ ବିଷୟରେ – Life Style

0

ମଣିଷ ଜୀବନରେ ବହୁତ ପ୍ରକାର ଚିନ୍ତା ଆସିଥାଏ କାହାକୁ ଖାଇବାକୁ ମିଳୁ ନାହିଁ, ତ କାହା ଜୀବନରେ ଭଲ ପାଇବା ନାହିଁ । ବହୁତ କାରଣ ହୋଇଥାଏ ଯାହା ପାଇଁ ମଣିଷ ଦୁଃଖ ଭୋଗ କରିଥାଏ, ତେବେ କଣ ଆପଣ ଜାଣିବାକୁ ଚାହନ୍ତି ଆପଣଙ୍କ ଦୁଃଖ ସମୟ କେବେ ସରିବ ଓ ଏହି ଦୁଃଖର କାରଣ କଣ ।ଆଜି ଆମେ ଆପନାଙ୍କୁ ୬ଟି ମ୍ୟାଜିକ ପଥର ଦେଖେଇବୁ ଯେଉଁଥିରୁ ଆପଣଙ୍କୁ ଗୋଟେ ବାଛିବାକୁ ହବ ।ଏହି ପଥର ଆପଣଙ୍କର ସବୁ ସମସ୍ୟାକୁ ସମାଧାନ ଆଣିଦେବ ଓ ଦେଖିବେ ଆପଣଙ୍କୁ ଆପଣଙ୍କ ସବୁ ପ୍ରଶ୍ନ ଉତ୍ତର ମିଳିଯିବ । ବାଛନ୍ତୁ ନିଜ ପସନ୍ଦର ପଥର ।

୧. ଯଦି ଆପଣ ପ୍ରଥମ ପଥର ପସନ୍ଦ କରିଛନ୍ତି ତେବେ ଆପଣ ଜଣେ ସ୍ଵତନ୍ତ୍ରତା ପ୍ରିୟ ବ୍ୟକ୍ତି ଅଟନ୍ତି ଆପଣଙ୍କ ଜୀବନରେ ସ୍ବତନ୍ତ୍ରତା ଠାରୁ ବଡ ଅନ୍ୟ କୌଣସି ଜିନିଷ ନାହିଁ, ଆପଣଙ୍କୁ ଏହି ସମୟରେ ସବୁ କାମ ଛାଡି ଏମିତି କୌଣସି ଜାଗା ଯିବା ଉଚିତ ଯେଉଁଠାରେ ଆପଣଙ୍କୁ କେହି ଜାଣି ନଥିବେ ଓ ଟିକେ ବୁଲା ବୁଲି କରି ଆସନ୍ତୁ ଆପଣଙ୍କୁ ଶାନ୍ତି ଆବଶ୍ୟକ ଅଟେ ଓ ନିଜ ବିଷୟରେ ଏକୁଟିଆ ଚିନ୍ତା କରନ୍ତୁ ।

୨. ଯଦି ଆପଣଙ୍କୁ ଦ୍ଵିତୀୟ ପଥର ଆକର୍ଷିତ କରିଛି ତେବେ ଏହାର ଅର୍ଥ ଆପଣ ବହୁତ ସମସ୍ଯାରେ ବୁଡି ରହିଛନ୍ତି କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ପରିବର୍ତନ ଆସିବାକୁ ଯାଉଛି ଆପଣଙ୍କୁ ଜୀବନରେ ଖୁବ ଶୀଘ୍ର ସକାରାତ୍ମକ ପରିବର୍ତନ ହବ ।

୩. ଯଦି ଆପଣ ତୃତୀୟ ପଥର ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଆଶାବାଦି ବ୍ୟକ୍ତି ଆପଣ ନିଜ ସ୍ବପ୍ନ ପୁରା କରିବା ପାଇଁ ବହୁତ ପରିଶ୍ରମ କରନ୍ତି ଓ ଅସଫଳ ହୁଅନ୍ତି କିନ୍ତୁ ଏବେ ଆପଣ ନିଜ ପରିଶ୍ରମ ଫଳ ପାଇବାକୁ ଯାଉଛନ୍ତି । ଆପଣ ଅନ୍ୟ ମାନଙ୍କ କଷ୍ଟ ବୁଝି ପାରନ୍ତି ।

୪. ଯଦି ଆପଣ ଚତୁର୍ଥ ପଥର ପସନ୍ଦ କରିଛନ୍ତି ତେବେ ଆପଣ ପୁରୁଣା କଥା ମନେ କରି ବହୁତ କଷ୍ଟ ପାଉଛନ୍ତି ଆପଣଙ୍କ ପାଇଁ ପୁରୁଣା କଥା ଭୁଲି ନୂଆ ଜୀବନ ଆରମ୍ଭ କରିବା ଆବଶ୍ୟକ ଅଟେ । ଆପଣଙ୍କୁ ନିଜ ମନରୁ ଈର୍ଷ୍ୟା ଦ୍ଵେଷ ଭଳି ଭାବନା ବାହାର କରିବା ଉଚିତ ନଚେତ ଆପଣ ସୁଖ ପାଇ ପାରିବେ ନାହିଁ ।

୫. ଯଦି ଆପଣ ପଞ୍ଚମ ପଥର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପୂର୍ବଜ ବା କୌଣସି ବହୁତ ନିକଟ ଲୋକ ଆପଣଙ୍କୁ ମନେ ପକାଉଛନ୍ତି ଓ ଆପଣଙ୍କୁ କୌଣସି ସନ୍ଦେଶ ଦବାକୁ ଚାହୁଁଛନ୍ତି ।

୬. ଯଦି ଆପଣ ଷଷ୍ଟ ପଥର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନରେ ନୂଆ କିଛି ଆସିବାକୁ ଯାଉଛି ଆପଣଙ୍କ ଜୀବନ ସୁଖମୟ ହବାକୁ ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।