ବାଛନ୍ତୁ ଗୋଟିଏ ବର୍ଷ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – Life Style

ହଁ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର କଥା ମାନ ରହିଛି | ତେବେ ଆମର ଭାରତୀୟ ଶାସ୍ତ୍ର ଓ ହିନ୍ଦୁ ଧର୍ମ ଅନୁସାରେ ଆମେ ମାନେ ସେହି ସମସ୍ତ କଥା କୁ ମାନିକି ଚଳିଥାଉ ଓ ତାହା ସହିତ ଆସୁଥିବା ବିଭିନ୍ନ ପ୍ରକାରର ବିପଦ କୁ ମଧ୍ୟ ସାମ୍ନା କରିଥାଉ ବୋଲି କୁହାଯାଉଛି | ତେବେ ଆଜି ମୁଁ ଆପଣ ମାନଙ୍କୁ ସେହିଭଳି କିଛି କଥା କହିବାକୁ ଯାଉଛି ଆଉ ଯେଉଁଠି କୁହାଯାଉଛି କି ନୀଳ , ହଳଦୀ ଓ ନାଲି ଭିତରୁ ଯେ କୌଣସି ଗୋଟିଏ ରଙ୍ଗକୁ ବାଛନ୍ତୁ ଓ ତାହା ସହିତ ନିଜର ଭବିଷ୍ୟତ ସହିତ ଜଡିତ ଥିବା ଅନେକ କଥା କୁ ମଧ୍ୟ ଆପଣ ଜାଣି ପାରିବେ ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

1-ନୀଳ ରଙ୍ଗ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଯଦି ଆପଣ ନୀଳ ରଙ୍ଗ ଟିକୁ ବାଛିଛନ୍ତି ତାହେଲେ ଆପଣଙ୍କ ଜୀବନ ଅନେକ ଦୁଃଖ କଷ୍ଟ ଦେଇକି ଗତି କରୁଛି | ବହୁତ ଦିନ ହେବ ଆପଣ ଆପଣଙ୍କର ଜୀବନରେ ସଂଘର୍ଷ କରି ଚାଲିଛନ୍ତି ବୋଲି ମଧ୍ୟ କୁହାଯାଉଛି |ତେବେ ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି ଏହା ବ୍ୟତୀତ କୁହାଯାଉଛି କି ଆପଣ ଅଯଥାରେ ଆପଣଙ୍କର ସମୟ ନଷ୍ଟ କରନ୍ତି ନାହିଁ କି ଜୀବନରେ କେବେ ହାର ମାନନ୍ତି ନାହିଁ |ଏହା ବ୍ୟତୀତ ଆପଣଙ୍କର ଭବିଷ୍ୟତ କ୍ଷେତ୍ରରେ ମଧ୍ୟ ଆଗରେ ରହିଥାନ୍ତି କିନ୍ତୁ ଆପଣ କୌଣସି ଡିସିସନ ନେବା ପୂର୍ବରୁ ଦ୍ଵନ୍ଦ ରେ ରହିଥାନ୍ତି ବୋଲି କୁହାଯାଉଛି | ଏହା ଛଡା ଆପଣ ଆପଣ ଙ୍କର ଜୀବନ ସାଥିର କଥା କୁ ସର୍ବଦା ଶୁଣନ୍ତୁ ଜୀବନରେ ଆଗକୁ ଯିବେ |

2-ହଳଦିଆ ରଙ୍ଗ :-

ହଳଦିଆ ରଙ୍ଗ ବାଛିଥିବା ବ୍ୟକ୍ତି ଜଣଙ୍କ ଜ୍ଞାନବାନ, ଧୋର୍ଯ୍ୟ ବାନ ଓ ବିବେକବାନ ହୋଇଥାନ୍ତି ବୋଲି କୁହାଯାଉଛି | ଆପଣ ମାନେ ଯେଉଁ କାର୍ଯ୍ୟରେ ଥାଆନ୍ତୁ ସବୁବେଳେ ଉଚ୍ଚ ସ୍ଥାନରେ ରହିଥାନ୍ତି ବୋଲି କୁହାଯାଉଛି |ଆପଣଙ୍କୁ ସମସ୍ତେ ଭଲ ପାଆନ୍ତି କିନ୍ତୁ ଆପଣଙ୍କର ରାଗ ଓ ଚିଡ଼ ଚିଡ଼ା ସ୍ଵଭାଵ ଯୋଗୁ ଆପଣ ଅନେକ ସମୟରେ ବିଭିନ୍ନ ସମସ୍ୟା ରେ ପଡ଼ିଥାନ୍ତି |ଆପଣ ଖର୍ଚି ସ୍ଵଭାଵ ର ହୋଇଥିବାରୁ ଆପଣ କେବେ ଟଙ୍କା ସଂଚୟ କରି ପାରନ୍ତି ନାହିଁ ତେବେ 21,37,43 ବର୍ଷ ବୟସରେ ଭାଗ୍ୟର ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି |

3- ନାଲି ରଙ୍ଗ :-

ନାଲି ରଙ୍ଗ ବାଛିଥିବା ବ୍ୟକ୍ତି ବହୁତ ସୁନ୍ଦର, ଆକର୍ଷକ ଓ ମନ ମୋହି ନେଲା ଭଳି ଗୁଣ ଆପଣଙ୍କ ପାଖରେ ରହିଥାଏ |ଯିଏ ଆପଣଙ୍କ ସହିତ ମିଶିଥିବ ସେ ଆପଣ ଙ୍କୁ ଭୁଲି ପାରିବ ନାହିଁ ଆପଣ ଅଧିକ ଗପିବାକୁ ମଧ୍ୟ ପସନ୍ଦ କରିଥାନ୍ତି |ଆପଣ ସବୁବେଳେ ଖୁସି ରେ ରହିବାକୁ ଭଲ ପାଇଥାନ୍ତି |

ତେବେ ଏହା ଥିଲା ସେହି 3 ତୋ ରଙ୍ଗ , ଏହି 3 ଟି ରଙ୍ଗରୁ ଯେକୌଣସି ଗୋଟିଏ କୁ ବାଛିକି ଆପଣ ଆପଣ ଙ୍କର ଭବିଷ୍ୟତ ବିଷୟରେ ଜାଣି ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment