Personality Test – ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ସେହି କଥା ଯାହା ଆପଣଙ୍କୁ ଦୁଃଖୀ କରିଥାଏ ?

0

ଅନେକ ସମୟରେ ଆପଣଙ୍କୁ କେହି ପ୍ରଶ୍ନ କରେ କି ଆପଣଙ୍କୁ କେଉଁ ଜିନିଷ ପ୍ରତି ଅଧିକ ଘୃଣା ଲାଗିଥାଏ କିମ୍ୱା ଆପଣଙ୍କୁ କେଉଂ ଜିନିଷ ପସନ୍ଦ ନୁହେଁ । ତେବେ ଆପଣ ଏହାର ଉତ୍ତର କୌଣସି ବ୍ୟକ୍ତିର ନା ବା ବସ୍ତୁର ନା କହିଥାନ୍ତି । କିନ୍ତୁ ଯଦି ଆପଣଙ୍କୁ କେହି ପ୍ରଶ୍ନ କରେ କି ଆପଣଙ୍କୁ କେଉଁ କଥାଟି ଅଧିକ ଖରାପ ଲାଗେ , ତେବେ ଆପଣ ଏହାର ଉତ୍ତର ଦେବାରେ ଟିକିଏ ଭାବିବେ । ଭାବି ସାରିବା ପରେ ହିଁ ଗୋଟିଏ କଥା କହିବେ , କିନ୍ତୁ ଆଜି ଆମେ ଆପଣଙ୍କ କହିବା ଆଗରୁ ଆପଣଙ୍କ ମନରେ କେଉଁ କଥା ଦୁଃଖ ଦେଇଥାଏ କହିପାରିବୁ । ଏହା ଆମେ ରାଶି ଅନୁସାରେ ଜାଣିପାରିବା , ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

1. ମେଷରାଶି 

ଏହି ରାଶିର ଲୋକମାନଙ୍କ ମନରେ ଏହା ଦୁଃଖ ଦିଏ କି ଯେତେବେଳେ ସେମାନେ ଭାବନ୍ତି କି ତାଙ୍କ ହାତରୁ ସବୁକିଛି ପଳାଉଛି , ସେତେବେଳେ ସେମାନେ ଅଧିକ ଦୁଃଖ ପ୍ରକାଶ କରିଥାନ୍ତି । କିନ୍ତୁ ସେତେବେଳେ ନିଜକୁ ମଜବୁତ କରିବା ପାଇଁ ପଡିବ । ଏହି ରାଶିର ଲୋକମାନେ ସେହି ବ୍ୟକ୍ତିଙ୍କୁ ଅଧିକ ଚିଢାଇ ଥାନ୍ତି , ଯେଉଁମାନେ ବିନା କରାଣରେ ନିଜର ଗୋଡକୁ ହଲାଇଥାନ୍ତି ।

2. ବୃଷରାଶି 

ବୃଷ ରାଶିର ବ୍ୟକ୍ତି ମାନେ ବହୁତ ଅଧିକ ଚିନ୍ତା କରିଥାନ୍ତି , ଯାହାଫଳରେ ସେମାନେ ବହୁତ ଦୁଃଖୀତ ରହିଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଯିଏ କଥା କଥାରେ ନିଜର କଥା ଗୁଡିକ କହିଥାନ୍ତି , ସେଭଳି ଲୋକମାନଙ୍କୁ ଆପଣ ବିଲକୁଲ ପସନ୍ଦ କରନ୍ତି ନାହିଁ ।

3. ମିଥୁନରାଶି 

ମିଥୁନ ରାଶିର ବ୍ୟକ୍ତିମାନେ ସର୍ବଦା ଦୁଃଖରେ ରହିଥାନ୍ତି , ଏହି ରାଶିର ବ୍ୟକ୍ତିମାନେ ଯେ ପର୍ଯ୍ୟନ୍ତ ନିଜ ମନର ଇଚ୍ଛା ପୂରଣ କରି ଦେଇ ନଥାନ୍ତି , ସେ ପର୍ଯ୍ୟନ୍ତ ସେ ବହୁତ ଚିନ୍ତିତ ଏବଂ ଦୁଃଖିତ ରୁହନ୍ତି ।

4. କର୍କଟରାଶି 

ଏହି ରାଶିର ବ୍ୟକ୍ତିମାନେ ଅନ୍ୟର ଉପଦେଶ ଅନୁସାରେ ନିଜର ଜୀବନକୁ ଅତିବାହିତ କରିଥାନ୍ତି , ଯାହା ଆପଣଙ୍କୁ ଅଧିକ ଦୁଃଖୀ କରିଥାଏ ।

5. ସିଂହରାଶି

ସିଂହରାଶିର ବ୍ୟକ୍ତିମାନେ ସର୍ବଦା ବାସ୍ତବିକ କଥାରେ ଧ୍ୟାନ ଦିଅନ୍ତି ଯାହା ତାଙ୍କ ଦୁଃଖର କାରଣ ହୋଇଥାଏ ।

6. କନ୍ୟାରାଶି 

ଏହି ରାଶିର ବ୍ୟକ୍ତିମାନେ ସର୍ବଦା ଏହି କାରଣ ଯୋଗୁଁ ଦୁଃଖିତ ରହିଥାନ୍ତି କାରଣ ସେମାନଙ୍କର ନିଜସ୍ୱ ଅସ୍ତିତ୍ୱ ନାହିଁ । ସେମାନେ ନିଜ ପାଇଁ କିଛି କରନ୍ତି ନାହିଁ , ଅନ୍ୟର ଭଲ କରନ୍ତି ଏବଂ ଏହା ତାଙ୍କର ବଡ ଭୁଲ ।

7. ତୁଳାରାଶି

ତୁଳା ରାଶିର ବ୍ୟକ୍ତି ମାନଙ୍କୁ ଯଦି ଆପଣ ଗୁରୁତ୍ୱ କିମ୍ୱା ପ୍ରାଧାନ୍ୟ ନଦେବେ ତେବେ ସେମାନେ ବହୁତ ଅଧିକ ଦୁଃଖୀ ହୋଇ ଯାଆନ୍ତି ।

8. ବିଛାରାଶି 

ଏମାନେ ବହୁତ ଶୀଘ୍ର ଦୁଃଖୀ ହୋଇଯାଆନ୍ତି ଏବଂ ଅନ୍ୟ କଥାର ଏବଂ ବ୍ୟବହାର ତାଙ୍କୁ ଅଧିକ କଷ୍ଟ ଦେଇଥାଏ । ଏହି ରାଶିର ବ୍ୟକ୍ତିମାନେ ଗରମକୁ ପସନ୍ଦ କରନ୍ତି ନାହିଁ ।

9. ଧନୁରାଶି 

ଏହି ରାଶିର ବ୍ୟକ୍ତିମାନେ ନିଜର ବାସ୍ତବିକ ଖୁସୀ କେଉଁଠି ଏବଂ କଣ କରିବା ଦ୍ୱାରା ତାହାକୁ ପ୍ରାପ୍ତ କରିବେ ସେମାନେ ଜାଣି ନଥାନ୍ତି , ତେଣୁ ଦୁଃଖୀ ରୁହନ୍ତି ।

10 ମକରରାଶି 

ଏହି ରାଶିର ବ୍ୟକ୍ତିମାନେ ସେତେବେଳେ ଅଧିକ ଦୁଃଖୀ ହୁ୍ଅନ୍ତି , ଯେତେବେଳେ କେହି ତାଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଥାଏ । କିମ୍ୱା ତାଙ୍କୁ ଖରାପ ବ୍ୟବହାର କରିଥାଏ ତାଙ୍କୁ ବହୁତ କଷ୍ଟ ଦେଇଥାଏ ।

11 କୁମ୍ଭରାଶି

ଏହି ରାଶିର ବ୍ୟକ୍ତିମାନେ ଅଧିକ ବୁଦ୍ଦିମାନ ହୋଇଥାନ୍ତି ଏବଂ ଯେଉଁ ପିଲା ମାନେ କିଛି ବୁଝିପାରନ୍ତି ନାହିଁ , ସେହି ବ୍ୟକ୍ତିଙ୍କ ଉପରେ ଆପଣ ଅଧିକ ରାଗିଥାନ୍ତି ।

12 ମୀନରାଶି

ଏହି ରାଶିର ବ୍ୟକ୍ତିମାନେ ବହୁତ ଭାବୁକ ଏବଂ ଅଧିକ ଚିନ୍ତା ମଧ୍ୟ କରିଥାନ୍ତି । ସେମାନେ ଦୁଃଖ ପରେ ସୁଖ ଆସିବ ବୋଲି ଭାବି ଚୁପ ରୁହନ୍ତି , କିନ୍ତୁ ଦୁଃଖକୁ ଦୂର କରିବାର ବାଟ ଦେଖିବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।