Life Style – ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ଆପଣଙ୍କର ସବୁଠୁ ବଡ କମଜୋରି

ପ୍ରତ୍ୟେକ ବ୍ୟକ୍ତି ରାଶିର ଆଧାରରେ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ ମହତ୍ତ୍ୱପୂର୍ଣ୍ଣ କଥା ଜାଣିପାରିଥାନ୍ତି । ଏହା ବ୍ୟତୀତ ସେମାନଙ୍କ ସ୍ୱାଭାବ ଓ ଭଲ ଗଉ ବା ଖରାପ ଗୁଣ ମଧ୍ୟ ଜାଣିହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକର ଦୁର୍ବଳତା ବିଷୟରେ ।

1 ମେଷରାଶି

ପ୍ରେମ ସମ୍ପର୍କରେ ଏମାନଙ୍କ ଉପରେ ଭରସା କରିବା ସହଜ ନୁହେଁ ଏବଂ ଏହି ରାଶିର ବ୍ୟକ୍ତିମାନେ ଛୋଟ ଛୋଟ କଥାରେ କ୍ରଧିତ ହୋଇଯାଇଥାନ୍ତି । ଏମାନେ ବହୁତ ଜଦିଆ ମଧ୍ୟ ହୋଇଥାନ୍ତି ।

2 ବୃଷରାଶି 

ଏମାନେ ବହୁତ ଅଳସୁଆ ହୋଇଥାନ୍ତି ଏବଂ ନିଜ ଭୁଲକୁ କେବେହେଲେ ସ୍ୱୀକାର କରନ୍ତି ନାହିଁ । ଏହି ରାଶିର ବ୍ୟକ୍ତିମାନେ ରାଗର ସୀମା ଟପି ଯାଇଥାନ୍ତି ଏବଂ ନିଜକୁ ନିଜେ ସମସ୍ୟାରେ ପକାଇଥାନ୍ତି ।

3 ମିଥୁନରାଶି 

ଏହି ରାଶିର ବ୍ୟକ୍ତିମାନେ ସର୍ବଦା ଅସମ୍ଭବ କଥା ଚିନ୍ତା କରିଥାନ୍ତି , ଯେଉଁ କାର୍ଯ୍ୟ କରିବା ଏମାନଙ୍କ ପକ୍ଷେ ଅସମ୍ଭବ ହୋଇଥାଏ । ଏହି ବ୍ୟକ୍ତି ମାନଙ୍କର ହୃଦୟ ବହୁତ କୋଠର ହୋଇଥାଏ ଏବଂ ଏମାନଙ୍କର ମନରେ କିଛି ସମୟ ମଧ୍ୟରେ ପରିବର୍ତ୍ତନ ଆସିଥାଏ ।

4 କର୍କଟରାଶି

କର୍କଟ ରାଶିର ବ୍ୟକ୍ତିମାନେ ବହୁତ ଜିଦିଆ ଅଟନ୍ତି ଏବଂ ପ୍ରେମ ସମ୍ପର୍କରେ ଏମାନଙ୍କ ଉପରେ ଭରସା କରିବା ସହଜ ନୁହେଁ । ଏମାନେ ଭୁଲ କରି ମଧ୍ୟ ନିଜର ଭୁଲ ବୋଲି ମାନନ୍ତି ନାହିଁ , ନିଜର ଏହି ସ୍ୱଭାବ କାରଣରୁ ଏମାନେ ସବୁବେଳେ ହଇରାଣ ହୋଇଥାନ୍ତି ।

5 ସିଂହରାଶି

ଏମାନଙ୍କୁ ବର୍ତ୍ତମାନ ଠାରୁ ଭବିଷ୍ୟତ କଥା ଅଧିକ ଚିନ୍ତାଥାଏ , ସେଥିପାଇଁ ସେମାନେ ନିଜ ବର୍ତ୍ତମାନକୁ ନଷ୍ଟ କରିଥାନ୍ତି । ଏହା ସହିତ ଏମାନେ ବହୁତ ଲୋଭୀ ଏବଂ ଇର୍ଷାବାନ ହୋଇଥାନ୍ତି ।

6 କନ୍ୟାରାଶି 

ପ୍ରତ୍ୟେକ କଥାକୁ ବଢିକର କହିବା ଏମାନଙ୍କର ଅଭ୍ୟାସ ଅଟେ ଏବଂ ଏମାନେ ଅନ୍ୟମାନଙ୍କର କଥାକୁ ଶୁଣନ୍ତି ନାହିଁ । ଏହି ରାଶିର ବ୍ୟକ୍ତି ମାନେ ବହୁତ ସ୍ୱାର୍ଥୀ ପ୍ରବୃତ୍ତିର ହୋଇଥାନ୍ତି ଏବଂ ସର୍ବଦା ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିଥାନ୍ତି ।

7 ତୁଳାରାଶି 

ଏମାନେ ବହୁତ ଶୀଘ୍ର ଅନ୍ୟ ମାନଙ୍କୁ ବିଶ୍ୱାସ କରିଥାନ୍ତି , ଯାହା ସେମାନଙ୍କୁ ବହୁତ କ୍ଷତି କରିଥାଏ । ଏମାନେ ଭାବୁକ ପ୍ରବୃତିର ହୋଇଥାନ୍ତି ଏବଂ ଅନ୍ୟ ମାନଙ୍କ ସହିତ ନିଜର ତୁଳନା କରିବା ଏମାନଙ୍କର ଅଭ୍ୟାସ ଅଟେ ।

8 ବିଛାରାଶି

ଏମାନେ ଜୀବନରେ ସର୍ବଦା ପଛରେ ରହିଥାନ୍ତି ଏବଂ କୌଣସି କଥାକୁ ସହଜରେ ଭୁଲନ୍ତି ନାହିଁ । ସବୁବେଳେ ପ୍ରତିଶୋଧ ନେବାକୁ ଚିନ୍ତା କରିଥାନ୍ତି ।

9 ଧନୁରାଶି

ଧନୁରାଶିର ବ୍ୟକ୍ତିମାନେ ଏକୁଟିଆ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଏବଂ ଏମାନେ ବହୁତ ଜିଦିଆ ମଧ୍ୟ ହୋଇଥାନ୍ତି । ଭୁଲ କାର୍ଯ୍ୟ ଆଡକୁ ଅଧିକ ଆକର୍ଷିତ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ ।

10 ମକରରାଶି 

ଅନ୍ୟ କଥାରେ ପଡି ସବୁକିଛି ହରାଇ ବସିଥାନ୍ତି ଏବଂ ପରେ ଅନୁତାପ କରିଥାନ୍ତି । ଏମାନେ କୌଣସି କଥାକୁ ଥରକରେ ବିଶ୍ୱାସ କରନ୍ତି ନାହିଁ ଏବଂ ସବୁବେଳେ ସନ୍ଦେହରେ ରହିଥାନ୍ତି ।

11 କୁମ୍ଭରାଶି

ଏହି ରାଶିର ବ୍ୟକ୍ତିମାନେ ଅନ୍ୟ ମାନଙ୍କର କଥା ଶୁଣନ୍ତି ନାହିଁ ଏବଂ ନିଜ ସ୍ୱାର୍ଥ ପାଇଁ ଏମାନେ କିଛି ବି କରିପାରନ୍ତି । ସବୁକଥାକୁ ବଢେଇକି କହିବା ଏମାନଙ୍କର ଅଭ୍ୟାସ ଅଟେ ଏବଂ ଏହି ବ୍ୟକ୍ତିମାନେ ବହୁତ ସ୍ୱାର୍ଥୀ ମଧ୍ୟ ହୋଇଥାନ୍ତି ।

12 ମୀନରାଶି 

ଏମାନେ ନିଜ ରାଗ ପାଇଁ ବହୁତ ଥର ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି ଏବଂ ଏମାନେ ବହୁତ ମିଛ କଥା ମଧ୍ୟ କହିଥାନ୍ତି । ଅସୁବିଧା ଠାରୁ ଦୂରେଇ ରହିବାକୁ ସର୍ବଦା ଚାହିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment