Life Style – ବାଛନ୍ତୁ ଆପଣଙ୍କ ଜନ୍ମ ମାସ ଓ ଜାଣନ୍ତୁ ସେ ଆପଣଙ୍କୁ କ’ଣ କହିବାକୁ ଚାହାଁନ୍ତି ?

0

ଆଜି କାଲିର ସମୟରେ ସମସ୍ତେ ପ୍ରେମ କରୁଛନ୍ତି, ଏବଂ ସମସ୍ତେ ଜାଣିବା ପାଇଁ ଚାହାନ୍ତି, ଯେ ନିଜର ଜୀବନ ସାଥି ସେମାନଙ୍କ ବିଷୟରେ କଣ ଭାବୁଛନ୍ତି। ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର କୌତୁହଳ ଗେମ ନେଇ ଆସିଛୁ। ଏହି ଗେମ ମାଧ୍ୟମରେ ଆପଣ ମାନେ ଜାଣି ପାରିବେ ନିଜର ଜୀବନ ସାଥି ଆପଣଙ୍କ ବିଷୟରେ କଣ ଭାବୁଛନ୍ତି। ତେବେ ଗେମର ନିୟମ ଅନୁସାରେ ଆପଣଙ୍କ ମନ ମଧ୍ୟରେ ଏକ ମାସ ବାଛିବା ପାଇଁ ପଡିବ ଏବଂ ଆମେ ଆପଣଙ୍କୁ ଜଣେଇବୁ ଆପଣଙ୍କ ଜୀବନ ସାଥିଙ୍କ ବିଷୟରେ, ତେବେ ଦର୍ଶକବନ୍ଧୁ ଆପଣ ମନ ମଧ୍ୟରେ ଏକ ମାସ ଭାବଙ୍କୁ ଏବଂ ଭାବିଥିବା ମାସକୁ ଚୟନ କରନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ଜୀବନ ସାଥି ଆପଣଙ୍କ ବିଷୟରେ କଣ ଭାବୁଛନ୍ତି;

ଜାନୁଆରୀ :

ଯଦି ଆପଣ ମନ ମଧ୍ୟରେ ଆପଣ ଜାନୁଆରୀ ମାସକୁ ଚୟନ କରିଛନ୍ତି, ତେବେ ଏହି ମାସଟି ଆପଣଙ୍କ ପାଇଁ ନୂଆ କିଛି ଘଟଣା ଘଟାଇବା। ଜଣେ କେହି ଆପଣଙ୍କୁ ତା ଭଲ ପାଇବା ବିଷୟରେ ଆପଣଙ୍କ ସାମନାରେ ପ୍ରକାଶ କରିବ ଏବଂ ସେ ଆପଣଙ୍କ ହସରେ ସମ୍ପୂର୍ଣ ବିମୋହିତ ହେଇପଡ଼ିଛନ୍ତି।

ଫେବୃଆରୀ :

ଯଦି ଆପଣ ମନ ମଧ୍ୟରେ ଆପଣ ଫେବୃଆରୀ ମାସକୁ ଚୟନକରିଛନ୍ତି ତେବେ, ଆପଣ ଭଲ ପାଉଥିବା ଜୀବନ ସାଥ ଆପଣଙ୍କ ପ୍ରତି ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ତାଙ୍କ ଜୀବନକୁ ମଧ୍ୟ ସେ ଆପଣଙ୍କ ପାଖରେ ସମର୍ପିତ କରିବା ପାଇଁ ଚାହଁ ଥାଆ ନ୍ତି।

ମାର୍ଚ୍ଚ :

ଯଦି ଆପଣ ମନ ମଧ୍ୟରେ ଆପଣ ମାର୍ଚ୍ଚ ମାସକୁଚୟନ କରିଛନ୍ତି, ତେବେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଭଲ ପାଇ ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅଛନ୍ତି ଏବଂ ଆପଣଙ୍କ ସହ ସାରା ଜୀବନ ରହିବାକୁ ଚାହଁଇଥାନ୍ତି।

ଏପ୍ରିଲ :

ଯଦି ଆପଣ ମନ ମଧ୍ୟରେ ଆପଣ ଏପ୍ରିଲ ମାସକୁ ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନସାଥି ଆପଣଙ୍କ persnality ଏବଂ style ଉପରେ ସମ୍ପୂର୍ଣ ଭାବେ ଫିଦା ହୋଇପଡ଼ିଥାନ୍ତି ଏବଂ ସେ ଆପଣଙ୍କ ପାଇଁ ସମ୍ପୂର୍ଣ ପାଗଳ ହୋଇପଡ଼ିଥାନ୍ତି।

ମେ :

ଯଦି ଆପଣ ମନ ମଧ୍ୟରେ ଆପଣ ମେ ମାସକୁ ଚୟନ କରିଛନ୍ତି ତେବେ,ଆପଣଙ୍କ ଜୀବନସାଥି ଆପଣଙ୍କୁ ବାହାହେବା ପାଇଁ ଚାହଁଥାନ୍ତି ଏବଂ ସାରା ଜୀବନ ଆପଣଙ୍କ ସହ ଜୀବନ ବିତେଇବା ପାଇଁ ଚାହଁଥାନ୍ତି।

ଜୁନ :

ଯଦି ଆପଣ ମନ ମଧ୍ୟରେ ଆପଣ ଜୁନ ମାସକୁ ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନସାଥି ସବୁବେଳେ ଆପଣଙ୍କ ବିଷୟରେ ଭାବୁଥାନ୍ତି ଏବଂ ସେ ଆପଣଙ୍କ ବିନା ରହିପାରିବେ ନାହିଁ।

ଜୁଲାଇ :

ଯଦି ଆପଣ ମନ ମଧ୍ୟରେ ଆପଣ ଜୁନ ମାସକୁ ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନସାଥି ଭାବନ୍ତି ଯେ ଆପଣ ତାଙ୍କ ଜୀବନରେ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛନ୍ତି ଏବଂ ସେ ଆପଣଙ୍କ ସହ ସବୁବେଳେ ରହିବାକୁ ଚାହିଁଥାନ୍ତି।

ଅଗଷ୍ଟ :

ଯଦି ଆପଣ ମନ ମଧ୍ୟରେ ଆପଣ ଅଗଷ୍ଟ ମାସକୁ ଚୟନ କରିଛନ୍ତି ତେବେ ଆପଣଙ୍କ ବ୍ୟବହାରରେ impress ହୋଇପଡିବା ସଙ୍ଗେ ସଙ୍ଗେ ଆପଣଙ୍କୁ ମଧ୍ୟ ବହୁତ ଭଲ ପାଇଥାନ୍ତି।

ସେପ୍ଟେମ୍ବର :

ଯଦି ଆପଣ ମନ ମଧ୍ୟରେ ଆପଣ ସେପ୍ଟେମ୍ବର ମାସକୁ ଚୟନ କରିଛନ୍ତି ତେବେ ଆପଣଙ୍କ ପାଇଁ ଆପଣଙ୍କ ଜୀବନସାଥୀ ଆପଣଙ୍କ ପ୍ରତି ବହୁତ sensitive ହୋଇଥାନ୍ତି ଏବଂ ଆପଣଙ୍କୁ କୌଣସି ଅସୁବିଧାରେ ପକାଇବା ପାଇଁ ଚାହାଁନ୍ତିନାହିଁ ।

ଅକଟୋବର :

ଯଦି ଆପଣ ମନ ମଧ୍ୟରେ ଆପଣ ଅକଟୋବର ମାସକୁ ଚୟନ କରିଛନ୍ତି ତେବେ ଆପଣଙ୍କ ଉପରେ ଆପଣଙ୍କ ଜୀବନସାଥୀ ବହୁତ ବିଶ୍ୱାସ ଓ ଭରସା କରିବା ସଙ୍ଗେ ସଙ୍ଗେ ଆପଣଙ୍କ ଉପରେ ଆଶା ମଧ୍ୟ ରଖିଥାନ୍ତି।

ନଭେମ୍ବର :

ଯଦି ଆପଣ ମନ ମଧ୍ୟରେ ଆପଣ ନଭେମ୍ବର ମାସକୁ ଚୟନ କରିଥାନ୍ତି ତେବେ ଆପଣଙ୍କ ଜୀବନସାଥୀ କହିଥାନ୍ତି ଯେ ଆପଣ ହେଉଛନ୍ତି ପ୍ରକୃତରେ ତାଙ୍କଜୀବନସାଥୀ ଏବଂ ସବୁ ଖୁସି ଆପଣଙ୍କ ପାଦ ତଳେ ଅଜାଡି ଦେବାକୁ ଚାହିଁଥାନ୍ତି।

ଡିସେମ୍ବର :

ଯଦି ଆପଣ ମନ ମଧ୍ୟରେ ଆପଣ ଡିସେମ୍ବର ମାସକୁ ଚୟନ କରିଛନ୍ତି ତେବେ ଆପଣଙ୍କ ଜୀବନସାଥୀ ସବୁବେଳେ ତାଙ୍କ ହୃଦୟ ଭିତରେ ରଖିଥାନ୍ତି ଏବଂ ଆପଣଙ୍କ ବିନା ଗୋଟେ ମୁହୂର୍ତ୍ତ ବି ରହିପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।