ବ୍ୟାକଲେସ୍ ରେ ନଜର ଆସିଲେ Bollywood ଅଭିନେତ୍ରୀ Sara Ali Khan : ଭାଇରାଲ ହେଉଛି ସାରାଙ୍କ ବୋଲ୍ଡ ଫଟୋ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଯାହାକୁ ଶୁଣିବା ମାତ୍ରେ ବହୁତ ଖୁସି ଲାଗିବା ସହିତ ଆନନ୍ଦ ଲାଗିଥାଏ। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେ ତାଙ୍କ ଅଭିନୟ ମାଧ୍ୟମରେ ଲୋକ ମାନଙ୍କର ମନ କିଣି ନେବା ସଙ୍ଗେ ସଙ୍ଗେ ଓ ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ମାତ୍ରାରେ ଖୁସି ଅନୁଭବ କରିବେ। ତେବେ ଘଟଣାଟି ହେଉଛି ବଲ୍ଲୀଉଡ଼ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାର ଅଲ୍ଲି ଖାନ, ମାଲଦ୍ଵିପରେ ଏକ ସୁନ୍ଦର ଫୋଟୋ ଉଠାଇ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ବହୁତ ବଡ଼ ଖୁସିର କଥା ଅଟେ। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ବଲ୍ଲୀଉଡ଼ ଇଣ୍ଡଷ୍ଟ୍ରିର ସାରା ଅଲ୍ଲି ଖାନଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଆଗ ଧାଡ଼ିର ସୁନ୍ଦରୀ ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ କେଦାର ନାଥ ଫିଲ୍ମରେ ପ୍ରଥମେ ଡେବ୍ୟୁ କରିଥିଲେ। ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା ଓ ପରେ ପରେ ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କର ଅଭିନୟ ଶୈଳୀ ନିଆରା ପ୍ରକାର ଅଟେ ଓ ତାଙ୍କ ସୁନ୍ଦର ଅଭିନୟ ଦ୍ୱାରା ସେ ଆଜି ଚର୍ଚ୍ଚାରେ ରହିଛନ୍ତି। ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହି ଥାଆନ୍ତି ଓ ଭିନ୍ନ ଭିନ୍ନ ଅନ୍ଦାଜରେ ଫୋଟୋ ବା ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ସେୟାର କରି ଥାଆନ୍ତି। ତାଙ୍କର ସେହି ସବୁ ଫୋଟୋ ଗୁଡିକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ମାତ୍ରାରେ ପସନ୍ଦ କରି ଥାଆନ୍ତି।

ତେବେ ବର୍ତ୍ତମାନ ଏହି ଅଭିନେତ୍ରୀ ଜଣଙ୍କ ମାଲଦ୍ଵିପରେ ଫୋଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହି ଫୋଟୋରେ ସେ ସେକ୍ସି ଦିଶିବା ସହିତ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି। ଦର୍ଶକ ମାନେ ଅଭିନେତ୍ରୀଙ୍କ ଏହି ଫୋଟୋକୁ ଦେଖି ପାଗଳ ହୋଇ ଯିବା ସହିତ ବହୁତ ମାତ୍ରାରେ ପ୍ରଶଂସା ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଫୋଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।