ବଡ ଖବର- ସୁନାର ଦର ବହୁତ ହ୍ରାସ ପାଇଛି,ଯାହାର ଦର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି,ଜଲଦି ଏହାର ଫାଇଦା ଉଠାନ୍ତୁ

0

ବର୍ତମାନ ସନୟରେ ଜଣେ ମଣିଷ ବଞ୍ଚିବାକୁ ବହୁତ ସଂଘର୍ଷ କରିବାକୁ ପଡିବ।ବେଳେବଳେ ବଜାର ରେ ସବୁ କିଛି ଅଟେ ଦର ବଢି ଯାଉଛି ଆଉ ଜଣେ ମଧ୍ୟମ ଧରଣର ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛି। ପ୍ରତ୍ୟେକ ମଣିଷ ର ବିବାହ ,ବ୍ରତଘର,ଜନ୍ମ ଦିନ ଭଳି କାର୍ଯ୍ୟକ୍ରମ ରେ ଅଳ୍ପ ହେଉ ବହୁତ ସୁନାର ଆଵଶ୍ୟକତା ପଡିଥାଏ। ଗରିବ ଘରର ଲୋକ ସୁନାର ଦର ଥିଲେ ଏଥିରୁ ବଂଚିତ ହୋଇ ଥାଆନ୍ତି। ଆଜି ସୁନା ର ଦର ବହୁତ ହ୍ରାସ ପାଇଛି ଯାହା କୁ ନେଇ ସମସ୍ତ ଙ୍କ ମୁହଁରେ ଖୁସି ଦେଖା ଦେଇଛି ଏହା ପୁଣି ଆମ ରାଜଧାନୀ ଭୁବନେଶ୍ବର ରେ ତେବେ ଆସନ୍ତୁ ଜାଣିବା ଦର ସମ୍ପର୍କରେ।

ଆଜି ଏକ ଘଟଣା ଦେଖା ଦେଇଛି ସୁନାର ଦର ରେ ହ୍ରାସ ଘଟିଛି ଏହା ପୁଣି ଆମ ରାଜଧାନୀ ଭୁବନେଶ୍ବର ରେ। ତେବେ ଆପଣ ମାନେ ଯଦି ଆଣିବାକୁ ଚାହୁଁଛନ୍ତି ତାହା ହେଲେ ଜଲଦି ଯାଇ ଆଣନ୍ତୁ। ତେବେ ଆସନ୍ତୁ ଜାଣିବା ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟ ସୁନାର ନୂଆ ଦର ସମ୍ପର୍କରେ।

୨୨ କ୍ୟାରେଟ ସୁନା ର ଦର:
1-୧ ଗ୍ରାମ କୁ ୪୨୦୦ ଟଙ୍କା ହେଲେ ଏଥିରୁ ୨୦ଟଙ୍କା କମ ରେ ବିକ୍ରି ହେଉ ଅଛି। ଯାହା ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
2- ୮ ଗ୍ରାମ କୁ ୩୩,୬୦୦ ଟଙ୍କା ସେଥିରୁ ୨୬୦ ଟଙ୍କା କମ ରେ
3-୧୦ ଗ୍ରାମ କୁ ୪୨,୦୦୦ ଟଙ୍କା ଦର ରହିଛି ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ପ୍ରଶଂସା ପାଇଛି ଏବଂ ଏଥିରୁ ୪୦୦ ଟଙ୍କା କମ କୁ ହ୍ରାସ ପାଇଛି।
4-୧୦୦ ଗ୍ରାମ କୁ ୪,୨୦୦୦୦ ଦର ରହିଛି। ଏଥିରୁ ୧୬୦୦ ଟଙ୍କା କମ ରହିଛି। ଏହାରି ପାଇଁ ଦୋକାନ ରେ ମଧ୍ୟ ଭିଡ଼ ଲାଗି ପାରେ।

୨୪ କ୍ୟାରେଟ ସୁନାର ଦର:

1- ୧ ଗ୍ରାମ କୁ ସୁନାର ଦର ୪,୫୮୨ ରହି ଆଗ ଠାରୁ ୪୦ ଟଙ୍କା କମ ରେ ରହିଛି।
2-୮ ଗ୍ରାମ କୁ ୩୬୦ ଟଙ୍କା କମ ରେ ୩୬,୬୫୬ ଟଙ୍କା ରେ ଦର ରହିଛି।
3- ୧୦ ଗ୍ରାମ କୁ ୫୦୦ ଟଙ୍କା କମ ରେ ୪୫,୮୨୦ ଟଙ୍କାରେ ବିକ୍ରି ହେଉଛି।
4-୧୦୦ ଗ୍ରାମ ପିଛା ୧୮୦୦ ଟଙ୍କା କମ ରହିଛି। ସମୁଦାୟ କହିବାକୁ ଗଲେ ୪, ୫୮,୨୦୦ ଟଙ୍କା ରହିଛି।

ତେବେ ଏହିଭଳି ସୁନାର ଦର କେତେବେଳେ ହୁ ହୁ ହୋଇ ବଢି ଯାଉଛି ତ କେତେବେଳେ ପୁଣି କମ ହୋଇ ଯାଉଛି। ବଜାର ଦର କିଛି ଦିନ ତଳେ ମାନ୍ଦା ରେ ଚାଲୁଥିଲା। ଏହି ସମୟରେ ସୁନାର ଦର ମଧ୍ୟ ହୋଇଥିଲା ଯାହା କୁ ନେଇ ସମସ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା ହେଲେ ଏବେ ହ୍ରାସ ପାଇଥିବାରୁ ସମସ୍ତେ ବହୁତ ଖୁସି ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।