New Twist – ବଦଳିଲା ତପସ୍ୱିନୀଙ୍କ ଶଶୁରଙ୍କ ମନ , ତପସ୍ବିନୀଙ୍କୁ ଆଜି ଦେଲେ ଆଶୀର୍ବାଦ… ଦେଖନ୍ତୁ Video

ସମୟ ଏମିତି ଯେକୌଣସି ଘଟଣା ଘଟିଥାଏ ସବୁ କିଛି ସଂଗେ ସଂଗେ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିଥାଏ। ଆଉ କିଛି ଦିନତଳେ ସୁମିତ ଓ ତପସ୍ୱିନୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ଯାହା କୁ ଆପଣ ମାନେ ଦେଖିଥିବେ। ଆଉ ଏବେ ତାଙ୍କର ଶଶୁର କିଛି ଏଠାରେ କହିଛନ୍ତି ଯାହା ଦେଖିବାକୁ ମିଳିଛି। ଏହିଠାରେ ପୁଣି ତପସ୍ୱିନୀ ଓ ସୁମିତ ତ ଘଟଣା କୁ ନେଇ ଏକ ଭିଡ଼ିଓ ଭାଇରଲ ହୋଇଛି ଯାହା ସୋସିଆଲ ମିଡ଼ିଆରେ ନଜର ରେ ଆସିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ।

ଆଉ ସେ ଦୁହିଁଙ୍କର ଭିଡ଼ିଓ କିଛି ଦିନ ତକେ ଦେଖିବାକୁ ମିକି ଥିଲା ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ତାଙ୍କର ପ୍ରେମ ସମ୍ପର୍କ ପରେ ବିବାହ ହୋଇଥିଲା ଯାହା ସୋସିଆଲ ମିଡ଼ିଆରେ ଆଗରୁ ଜାଣିବାକୁ ମିଳି ଥିଲା। ଆଉ ତାଙ୍କର ବିବାହ ପରେ ଏମିତି କିଛି ବିବାଦ ସୃଷ୍ଟି ହୋଇଥିଲା ଯାହା ପାଇଁ ଦୁହିଁ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ପରେ ଅଲଗା ରହିଥିଲେ ଯାହା ସୋସିଆଲ ମିଡ଼ିଆରେ ଆଗରୁ ସମସ୍ତେ ଦେଖିଥିବେ। ଏହି ଭିଡ଼ିଓ ରେ ଦେଖିବାକୁ ମିଳି ଥିଲା ଯେ ତପସ୍ୱିନୀ ଏବେ ତାଙ୍କ ଶଶୁର ଙ୍କ ସହିତ କଥା ହୋଇଛନ୍ତି ଏବଂ ତାଙ୍କ ପାଖ ରୁ ମଧ୍ୟ ପ୍ରଣାମ ନେଇଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ କିଛି ଦିନ ତଳେ ଦୁହେଁ ମିଶିବା ନେଇ ତପସ୍ୱିନୀ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ହେଲେ ତାଙ୍କୁ ଏବେ ପର୍ଯ୍ୟନ୍ତ ନ୍ୟାୟ ମିଳି ପାରିନାହିଁ ଯାହା ଜାଣିବାକୁ ମିଳିଛି।

କିଛି ଦିନ ତଳେ ତପସ୍ୱିନୀ ତାଙ୍କ ସ୍ୱାମୀ ଙ୍କୁ ପାଇବା ପାଇଁ ଘର ଆଗରେ ଧାରଣା ଦେଇଥିଲେ କାହା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳି ଥିଲା ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ତାଙ୍କର ପ୍ରେମ କୁ ପାଇବା ଲାଗି ସେ ଅନେକ ଥର କୋର୍ଟ ର ସହାୟତା ଲୋଡ଼ିବା ପରେ କିଛି ମାତ୍ରାରେ ତାଙ୍କୁ ନ୍ୟାୟ ଏବେ ମିଳିଛି ହେଲେ ତାଙ୍କ ସହିତ ରହିବା ପାଇଁ ଏବଂ ଆଗ ପରି ସମ୍ପର୍କ ପାଇଁ ଦାବି କରିଥିବା ନେଇ ସୁଚନା ମିଳି ଥିବା ବେଳେ ଏପଟେ ସୁମିତ ଏଥିପାଇଁ ତତ୍ପର ରହିଛନ୍ତି।

ଏହି ଭିଡ଼ିଓ ଟିରେ ତପସ୍ୱିନୀ ମଧ୍ୟ ଶଶୁର ଙ୍କ ସହିତ ପ୍ରଣାମ ନେବା ପରେ ତାଙ୍କୁ ଆଶିର୍ବାଦ ମଧ୍ୟ କରିଛନ୍ତି ସେ । ଆଉ ଏପଟେ ତାଙ୍କ ଶଶୁର ମଧ୍ୟ କିଛି କହିଛନ୍ତି ଏବେ ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଆଉ କହିଲେ ଯେ ତାଙ୍କ ପୁଅ ସୁମିତ ଏଥିପାଇଁ ନିଷ୍ପତ୍ତି ନେବା ଉପରେ କଥା ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ସେ ଏଥିପାଇଁ ମଧ୍ୟ ବହୁତ ଖୁସି ଅଛନ୍ତି ବୋଲି ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment